Monthly Archives

July 2020

ରାଫେଲ ସାମିଲ ହେବା ପରେ ଆତଙ୍କିତ ହେଲା ଚୀନ୍‌

କଳିଙ୍ଗ ଜ୍ୟୋତି ବ୍ୟୁରୋ ନୂଆଦିଲ୍ଲୀ ୨୯/୦୭ : ସଦା ସର୍ବଦା ଲୌହ ପରଦାର ଅନ୍ତରାଳରେ ଆତ୍ମଗୋପନ କରି ନିଜକୁ ସର୍ବ ଶକ୍ତିମାନ ମନେ କରୁଥିବା ଚୀନ୍‌ ଏବେ ଭାରତୀୟ ବାୟୁସେନାକୁ ନେଇ ଆତଙ୍କିତ ହୋଇପଡ଼ିଛି। ପୂର୍ବ ପରାଜୟର ଗ୍ଲାନି ଓ ଲଜ୍ଜାରୁ ମୁକୁଳି ପାରି ନଥିବା ଚୀନ୍‌ ନିଜର ସ୍ୱଭାବ

କୋଭିଡ ଡ୍ୟୁଟି ସମୟରେ ମୃତ୍ୟୁବରଣ କରୁଥିବା କୋଭିଡ ଯୋଦ୍ଧାଙ୍କ ପରିବାରକୁ ୫୦ ଲକ୍ଷ ଟଙ୍କା ଓ ଅଣ-କୋଭିଡ ରୋଗୀଙ୍କୁ…

କଳିଙ୍ଗ ଜ୍ୟୋତି ବ୍ୟୁରୋ ଭୁବନେଶ୍ୱର୨୯/୦୭:ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ରାଜ୍ୟରେ କୋଭିଡ-୧୯ ପରିସ୍ଥିତି ସଂପର୍କରେ ସମୀକ୍ଷା କରିଥିଲେ। କୋଭିଡ ଡ୍ୟୁଟିରେ ମୃତ୍ୟୁବରଣ କରୁଥିବା କୋଭିଡ ଯୋଦ୍ଧାଙ୍କ ନିକଟତମ ଆତ୍ମୀୟ ମାନଙ୍କୁ ୫୦ ଲକ୍ଷ ଟଙ୍କା ସହାୟତା ଦିଆଯିବ ବୋଲି

କରୋନା ସତ୍ବେ ଅବସର ପରେ କେନ୍ଦ୍ରୀୟ କର୍ମଚାରୀଙ୍କୁ ତୁରନ୍ତ ମିଳିବ ପେନସନ

କଳିଙ୍ଗ ଜ୍ୟୋତି ବ୍ୟୁରୋ ନୂଆଦିଲ୍ଲୀ ୨୯/୦୭ : କରୋନା ମହାମାରୀ ଭଳି ସଙ୍କଟ ପରିସ୍ଥିତିରେ କେନ୍ଦ୍ରୀୟ କର୍ମଚାରୀଙ୍କୁ ତୁରନ୍ତ ପେନସନ୍ ପ୍ରଦାନ କରାଯିବ କେନ୍ଦ୍ରମନ୍ତ୍ରୀ ଜିତେନ୍ଦ୍ର ସିଂ ସୂଚନା ଦେଇ କହିଛନ୍ତି। ସେ କହିଛନ୍ତି ଯେ ବର୍ତ୍ତମାନର ସରକାର ଅବସରପ୍ରାପ୍ତ କର୍ମଚାରୀ

ରାଜ୍ୟର ଦ୍ୱିତୀୟ ପ୍ଲାଜମା ବ୍ୟାଙ୍କ କ୍ୟାପିଟାଲ ହସ୍ପିଟାଲରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କ ଦ୍ଵାରା ଲୋକାର୍ପିତ

କଳିଙ୍ଗ ଜ୍ୟୋତି ବ୍ୟୁରୋ ଭୁବନେଶ୍ୱର ୨୯/୦୭: ଭୁବନେଶ୍ୱରର କ୍ୟାପିଟାଲ ହସ୍ପିଟାଲରେ ପ୍ଲାଜମା ଥେରାପି ବ୍ୟବସ୍ଥା ଆରମ୍ଭ ହୋଇଛି । ଭିଡ଼ିଓ କନଫରେନ୍ସରେ ଏହି ବ୍ୟବସ୍ଥାର ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହାସହ ପ୍ଲାଜମା ସମ୍ପର୍କିତ ଭିଡ଼ିଓ ଚିତ୍ରକୁ ମଧ୍ୟ ଉଦଘାଟନ

ରାମ ମନ୍ଦିର ନିର୍ମାଣ ପାଇଁ ସୁନାର ଇଟା ଦେବେ ମୋଗଲଙ୍କ ବଂଶଧର

କଳିଙ୍ଗ ଜ୍ୟୋତି ବ୍ୟୁରୋ ନୂଆଦିଲ୍ଲୀ /ହାଇଦ୍ରାବାଦ ୨୯/୦୭: ଅଗଷ୍ଟ ୫ ତାରିଖରେ ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ ପାଇଁ ଭୂମି ପୂଜନ କରାଯିବ। ଏହାପରେ ବିଧିବଦ୍ଧ ଭାବେ ରାମ ମନ୍ଦିର ନିର୍ମାଣ କାମ ଆରମ୍ଭ ହେବ। ଏହାକୁ ନେଇ କେବଳ ହିନ୍ଦୁ ଧର୍ମାବଲମ୍ବୀ ନୁହନ୍ତି ମୁସଲିମ ସଂପ୍ରଦାୟର ଲୋକମାନେ

କୋରନା ମୁକାବିଲା ଓ ପରିଚାଳନାକୁ ନେଇ ଆଜି ଅପରାହ୍ନରେ ବସିବ ସ୍ୱାସ୍ଥ୍ୟ ବିଭାଗର ଗୁରୁତ୍ୱପୂର୍ଣ୍ଣ ବୈଠକ

କଳିଙ୍ଗ ଜ୍ୟୋତି ବ୍ୟୁରୋ ଭୁବନେଶ୍ୱର ୨୯/୦୭: କୋରନା ମୁକାବିଲା ଓ ପରିଚାଳନାକୁ ନେଇ ଆଜି ଅପରାହ୍ନରେ ବସିବ ସ୍ୱାସ୍ଥ୍ୟ ବିଭାଗର ଗୁରୁତ୍ୱପୂର୍ଣ୍ଣ ବୈଠକ । ସ୍ଥିତି ଅଣୟାତ ହେବା ପରେ ପ୍ରଥମ ଥର ପାଇଁ ଏହି ବୈଠକରେ ସମସ୍ତ ବିଧାୟକଙ୍କୁ ସାମିଲ କରିବା ଲାଗି ନିମନ୍ତ୍ରଣ କରିଛନ୍ତି ରାଜ୍ୟ ସରକାର

କରୋନା ସମୟରେ ଲୋକଙ୍କ ଅଭିଯୋଗ ବୁଝିବାକୁ ରାଜ୍ୟର ସମସ୍ତ ଥାନା ପାଇଁ ଡିଜିପି ଅଭୟଙ୍କ ଗାଇଡ୍‌ଲାଇନ୍ସ‌

କଳିଙ୍ଗ ଜ୍ୟୋତି ବ୍ୟୁରୋ ଭୁବନେଶ୍ୱର୨୯/୦୭: କରୋନା ସମୟରେ ଲୋକଙ୍କ ଅଭିଯୋଗ ବୁଝିବାକୁ  ରାଜ୍ୟର ସମସ୍ତ ଥାନା ପାଇଁ ଗାଇଡଲାଇନ୍ସ ଜାରି କରିଛନ୍ତି ଡିଜିପି ଅଭୟ । ପୁଲିସ୍ କର୍ମଚାରୀମାନେ କେଉଁଭଳି  ଅଭିଯୋଗ ବୁଝିବେ, ସେନେଇ ଡିଜିପି ଗାଇଡଲାଇନ୍ସ ଜାରି କରିଛନ୍ତି। ଗାଇଡଲାଇନ୍ସ

ପୁଣି ନିଜର ବଦାନ୍ୟତା ଦେଖାଇଲେ ସୋନୁ ସୁଦ୍ : ପରିବା ବିକ୍ରି କରୁଥିବା ଜଣେ ସଫ୍ଟୱେର ଇଞ୍ଜିନିୟରଙ୍କୁ ଚାକିରି ଦେଲେ

କଳିଙ୍ଗ ଜ୍ୟୋତି ବ୍ୟୁରୋ ମୁମ୍ବଇ ୨୯/୦୭ : କରୋନା ସମୟରେ ପ୍ରବାସୀ ଶ୍ରମିକଙ୍କ ପାଇଁ ଦେବଦୂତ ସାଜିଥିବା ଅଭିନେତା ସୋନୁ ସୁଦ୍‌ ସମାଜର ସବୁ ବର୍ଗର ଅସହାୟମାନଙ୍କୁ ସହାୟତା କରିବାକୁ ଆଗେଇ ଆସିଛନ୍ତି। କାହାକୁ ଚାଷ କରିବାକୁ ଟ୍ରାକ୍ଟର ଦେଉଛନ୍ତି ତ ଅନ୍ୟ କେଉଁଠି ଚାକିରି ହରାଇଥିବା

ଚୀନ୍‌ ଡାକ୍ତର ପ୍ରଫେସର କ୍ୱକ୍‌ ୟୁଙ୍ଗ ୟୁନ୍ କରୋନା ସମ୍ପର୍କିତ ପ୍ରମାଣ ନଷ୍ଟ ନେଇ ଜିନ୍‌ପିଙ୍ଗ ସରକାରଙ୍କ ମୁଖା…

କଳିଙ୍ଗ ଜ୍ୟୋତି ବ୍ୟୁରୋ ନୂଆଦିଲ୍ଲୀ/ବେଜିଂ ୨୯/୦୭:ଚାଇନାର ମୁଖା ଖୋଲିଲା। ଆମେରିକା, ଅଷ୍ଟ୍ରଲିଆ ସମେତ ଅନେକ ରାଷ୍ଟ୍ର ଚାଇନା ବିରୋଧରେ କରୋନା ଭାଇରସ୍‌ର ଉତ୍ପତି ଏବଂ ତତ୍‌ଜନିତ ତଥ୍ୟ ଲୁଚାଇବା ଅଭିଯୋଗ ଆଣିଥିଲେ। ହେଲେ ଚୀନ୍‌ ସରକାର ଏହାକୁ ଖଣ୍ଡନ କରି ଆସୁଥିଲେ। ଏବେ ଚାଇନାର ଜଣେ

ଧର୍ମଗଡ : କରୋନା ମାଡ଼ରେ ଭାଙ୍ଗି ପଡିଛନ୍ତି ମୂର୍ତ୍ତି କାରିଗର – ଗଣେଶ ପୂଜା ହେବା ନେଇ ସନ୍ଧିହାନରେ ଶିଳ୍ପୀ !…

ଧର୍ମଗଡ଼, (କଳିଙ୍ଗ ଜ୍ୟୋତି ବ୍ୟୁରୋ), ୨୮/୦୭ : କଳାହାଣ୍ଡି ଜିଲ୍ଲା ଧର୍ମଗଡ ବ୍ଲକ ଅନ୍ତର୍ଗତ ଗୋଡ଼ଭଞ୍ଜ। ପଂଚାୟତର ମୂର୍ତ୍ତି କାରିଗର ମାନେ ଏବେ କରୋନା ମାଡ଼ରେ ଭାଙ୍ଗି ପଡିଛନ୍ତି । ଚଳିତ ବର୍ଷ ଗଣେଶ ପୂଜା ହେବ ନା ନାହିଁ ସେ ନେଇ ସନ୍ଧିହାନରେ ଅଛନ୍ତି ମୂର୍ତ୍ତି କାରିଗର, ତେଣୁ ସେମାନେ
error: Content is protected !!
Open chat