Monthly Archives

July 2020

ରାଜସ୍ଥାନ : ବିଧାନସଭା ଅଧିବେଶନ ଡାକିବାକୁ ରାଜ୍ୟପାଳ କଲରାଜ ମିଶ୍ର ସରକାରଙ୍କୁ ନିର୍ଦ୍ଦେଶ ଦେଲେ

କଳିଙ୍ଗ ଜ୍ୟୋତି ବ୍ୟୁରୋ ନୂଆଦିଲ୍ଲୀ/ଜୟପୁର ୨୮/୦୭: ରାଜସ୍ଥାନରେ ଚାଲିଥିବା ରାଜନୈତିକ ହଟଚମଟ ମଧ୍ୟରେ ରାଜ୍ୟପାଳ କାଲରାଜ ମିଶ୍ର ବିଧାନସଭା ଅଧିବେଶନ ଡାକିବାକୁ ରାଜି ହୋଇଛନ୍ତି। ସୂଚନାଅନୁସାରେ, ରାଜ୍ୟପାଳ କଲରାଜ ମିଶ୍ର ସୋମବାର ଅପରାହ୍ନରେ ରାଜ୍ୟ କ୍ୟାବିନେଟର ଦାବିକୁ ଗ୍ରହଣ

ରାଜ୍ୟରେ ଆଜି ୧୨୧୫ ନୂଆ ଆକ୍ରାନ୍ତ ଚିହ୍ନଟ : ମୋଟ ଆକ୍ରାନ୍ତ ୨୮୧୦୭ କୁ ବୃଦ୍ଧି ପାଇଛି

କଳିଙ୍ଗ ଜ୍ୟୋତି ବ୍ୟୁରୋ ଭୁବନେଶ୍ୱର ୨୮/୦୭ : ରାଜ୍ୟରେ ମାଡିଚାଲିଛି କରୋନା ମହାମାରୀ । ଏହାରି ମଧ୍ୟରେ ରାଜ୍ୟରେ ଆଜି ପୁଣି ୧୨୧୫ ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ କ୍ୱାରେଣ୍ଟାଇନରୁ ୭୫୩ ଜଣ ଓ ସ୍ଥାନୀୟ ଅଞ୍ଚଳରୁ ୪୬୨ ଜଣ ଚିହ୍ନଟ ହୋଇଛନ୍ତି । ଏହି କ୍ରମରେ ରାଜ୍ୟରେ

ରାଉରକେଲାରେ ଗୋରୁ ବୋଝେଇ ପିକଅପ ଜବତ: ୧୧ ଗୋରୁ ଉଦ୍ଧାର, ଜଣେ ଗିରଫ, ଚାଳକ ସମେତ ଅନ୍ୟ ଚାରିଜଣ ଫେରାର

କଳିଙ୍ଗ ଜ୍ୟୋତି ବ୍ୟୁରୋ ରାଉରକେଲା ୨୮/୦୭: ସୁନ୍ଦରଗଡ଼ ଜିଲ୍ଲାର ରାଉରକେଲା ସହରରେ ଏକ ଗୋରୁ ବୋଝେଇ ପିକଅପ ଜବତ କରାଯାଇଥିବା ବେଳେ ଏହି ମାମଲାରେ ଜଣେ ଗିରଫ ହୋଇଥିବାର ସୂଚନା ମିଳିଛି।ପ୍ରାପ୍ତ ସୂଚନା ଅନୁଯାୟୀ, ସୁନ୍ଦରଗଡ଼ ଜିଲ୍ଲାର କୁତ୍ରା ନିକଟସ୍ଥ ଖତଖୁରବାହାଲରୁ ବିଶ୍ରାକୁ ଏକ ଗୋରୁ

ବିଜେପି ସାଂସଦ ଅନୀଲ ବାଲୁନୀଙ୍କୁ ଚା’ ପିଇବାକୁ ନିମନ୍ତ୍ରଣ କଲେ ପ୍ରିୟଙ୍କା ଗାନ୍ଧୀ

କଳିଙ୍ଗ ଜ୍ୟୋତି ବ୍ୟୁରୋ ନୂଆଦିଲ୍ଲୀ ୨୮/୦୭:କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ଜଣେ ବିଜେପି ସାଂସଦ ଅନୀଲ ବଲୁନୀଙ୍କୁ ଚା’ ପିଇବାକୁ ନିମନ୍ତ୍ରଣ କରିବା ରାଜନୀତିକୁ ସରଗରମ କରିଛି । ତେବେ ରାଜନୈତିକ ଔଚିତ୍ୟତା ଦୃଷ୍ଟିରୁ ଏଥିରେ କିଛି ଅସଙ୍ଗତି ନାହିଁ ବୋଲି ବଲୁନୀ

ଦେଶରେ ୨୪ ଘଣ୍ଟାରେ ୪୭ ହଜାର ୭୦୪ ଜଣ ଆକ୍ରାନ୍ତ ହୋଇଥିବାବେଳେ ୬୫୪ ଆକ୍ରାନ୍ତଙ୍କର ମୃତ୍ୟୁ

କଳିଙ୍ଗ ଜ୍ୟୋତି ବ୍ୟୁରୋ ନୂଆଦିଲ୍ଲୀ ୨୮/୦୭: କେନ୍ଦ୍ର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ତରଫରୁ ମିଳିଥିବା ସୂଚନା ଅନୁସାରେ ଗତ ୨୪ ଘଣ୍ଟାରେ ୪୭ ହଜାର ୭୦୪ ଜଣ ଆକ୍ରାନ୍ତ ହୋଇଥିବାବେଳେ ୬୫୪ ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଥିବାର ସୂଚନା ରହିଛି ।୪ ଲକ୍ଷ ୯୬ ହଜାର ୯୮୮ ଟି

ଅଯୋଧ୍ୟାରେ ରାମମନ୍ଦିର ନିର୍ମାଣ ପୂର୍ବରୁ ନିଅଁର ୨୦୦ ଫୁଟ ତଳେ ପୋତାଯିବ “ଟାଇମ୍‌ କ୍ୟାପସୁଲ” ।

କଳିଙ୍ଗ ଜ୍ୟୋତି ବ୍ୟୁରୋ ନୂଆଦିଲ୍ଲୀ /ଅଯୋଧ୍ୟା ୨୮/୦୭: ରାମ ଜନ୍ମଭୂମି ତିର୍ଥକ୍ଷେତ୍ର ଟ୍ରଷ୍ଟର ସଦସ୍ୟ ରମେଶ୍ୱର ରବିବାର ଦିନ କହିଛନ୍ତି ଯେ ରାମ ମନ୍ଦିର ତିଆରି କରିବା ପାଇଁ କୋର୍ଟରେ ଲଢ଼ିବାକୁ ପଡିଲା ଲମ୍ବା ଯୁଦ୍ଧ ଆଉ ବର୍ତ୍ତମାନ ନିର୍ମାଣ ହେବାକୁ ଥିବା ମନ୍ଦିରରେ ଏକ ‘ଟାଇମ୍

ଓମାର ଅବଦୁଲ୍ଲା କେନ୍ଦ୍ର ଶାସିତ ଅଞ୍ଚଳ ଜମ୍ମୁ-କଶ୍ମୀରରେ ନିର୍ବାଚନ ଲଢ଼ିବେନି

କଳିଙ୍ଗ ଜ୍ୟୋତି ବ୍ୟୁରୋ ନୂଆଦିଲ୍ଲୀ/ ଶ୍ରୀନଗର ୨୮/୦୭ : ଜମ୍ମୁ-କାଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ପରେ ନ୍ୟାସନାଲ କନଫରେନ୍ସ ନେତା ଓମାର ଅବଦୁଲ୍ଲା ପ୍ରଥମ ଥର ଗଣମାଧ୍ୟମରେ ମୁହଁ ଖୋଲିଛନ୍ତି। ସେ ଏକ ପ୍ରମୁଖ ଇଂରାଜୀ ଗଣମାଧ୍ୟମରେ ଏକ ସ୍ତମ୍ବ ଲେଖିଥିବା ବେଳେ ଜମ୍ମୁ-କାଶ୍ମୀରକୁ ପୂର୍ଣ୍ଣ

ରାଜସ୍ଥାନ ବିଧାନସଭା ବାଚସ୍ପତି ସିପି ଜୋଶୀ ହାଇକୋର୍ଟଙ୍କ ରାୟ ବିରୋଧରେ ସୁପ୍ରିମକୋର୍ଟରେ ଦାଖଲ କରିଥିବା ପିଟିସନକୁ…

କଳିଙ୍ଗ ଜ୍ୟୋତି ବ୍ୟୁରୋ ଭୁବନେଶ୍ୱର ୨୮/୦୭: ସୋମବାର ସକାଳେ ରାଜସ୍ଥାନର ରାଜନୈତିକ ସଂଗ୍ରାମରେ ଏକ ନୂଆ ମୋଡ଼ ଆସିଛି। ରାଜସ୍ଥାନ ବିଧାନସଭା ବାଚସ୍ପତି ସିପି ଜୋଶୀ ହାଇକୋର୍ଟଙ୍କ ରାୟ ବିରୋଧରେ ଯେଉଁ ପିଟିସନ ଦାଖଲ କରିଥିଲେ, ଆଜି ସେ ତାକୁ ପ୍ରତ୍ୟାହାର କରି ନେଇଛନ୍ତି। ବାଚସ୍ପତିଙ୍କ

କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ସହରର ସୌନ୍ଦର୍ଯ୍ୟ କରଣ : ବିଭିନ୍ନ ସରକାରୀ କାନ୍ଥ-ବାଡ଼ରେ ଏବେ ଐତିହ ଓ ପରମ୍ପରାର ଚିତ୍ର

ଧର୍ମଗଡ଼, (କଳିଙ୍ଗ ଜ୍ୟୋତି ବ୍ୟୁରୋ), ୨୮/୦୭ : କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ଉପଖଣ୍ଡରେ ନୂତନ ଭାବେ ଯୋଗ ଦେଇଥିବା ଉପଜିଲ୍ଲାପାଳ ତଥା ବିଜ୍ଞାପିତ ଅଞ୍ଚଳ ପରିଷଦର କାର୍ଯ୍ୟ ନିର୍ବାହୀ ଅଧିକାରୀ ଟି.ଏସ୍.ଦିବାକର, ଆଇ.ଏ.ଏସ୍ ଙ୍କ ପକ୍ଷରୁ ଧର୍ମଗଡ଼ ସହରର ସଫେଇ ଓ ସୌନ୍ଦର୍ଯ୍ୟକରଣ

ଚୀନର ୪୭ ଆପ୍‌କୁୁ ପୁଣି ବ୍ୟାନ୍ କଲା ଭାରତ, ସ୍କାନରରେ PUBG ସମେତ ଆହୁରି ୨୭୫ଟି ଆପ୍

କଳିଙ୍ଗ ଜ୍ୟୋତି ବ୍ୟୁରୋ ନୂଆଦିଲ୍ଲୀ ୨୮/୦୭: ନିକଟ ଅତୀତରେ ଭାରତ ସରକାର ୫୯ଟି ଚୀନ୍‌ ଆପ୍‌କୁ ବ୍ୟାନ୍‌ କରି ଚୀନ୍‌ ଉପରେ ସର୍ଜିକାଲ୍‌ ଷ୍ଟ୍ରାଇକ୍‌ କରିଥିଲେ। ଏବେ ପୁଣି ଥରେ ଚୀନ୍‌ର ୪୭ଟି ଆପ୍‌କୁ ବ୍ୟାନ୍‌ କରିଛି ଭାରତ। ବିଶେଷ ସୂତ୍ରରୁ ଜାଣିବାକୁ ମିଳିଛି ଯେ ଯେଉଁ ନୂଆ ୪୭ ଆପ୍‌କୁ
error: Content is protected !!
Open chat