Daily Archives

August 1, 2020

ଆଜିଠୁ ବଡ଼ ପରିବର୍ତ୍ତନ:ଅନଲାଇନ ସପିଂ କଲେ ଯେ କୌଣସି ଉତ୍ପାଦ ବିଷୟରେ ବିଶେଷ ସୂଚନା; ଶସ୍ତା ହେବ କାର୍‌, ବାଇକ୍; ୫…

କଳିଙ୍ଗ ଜ୍ୟୋତି ବ୍ୟୁରୋ ନୂଆଦିଲ୍ଲୀ ୦୧/୦୮:ଆଜି ଅଗଷ୍ଟ ୧ ତାରିଖ। ଆଜିଠାରୁ ଦେଶରେ ହେବାକୁ ଯାଉଛି ଅନେକ ପରିବର୍ତ୍ତନ। ଯଦି ଆପଣ ଡିଜିଟାଲ କାରବାର କରୁଥାନ୍ତି, ତେବେ ଏହି ପରିବର୍ତ୍ତନ ବିଷୟରେ ଆପଣ ନିହାତି ଜାଣି ରଖିବା ଦରକାର। ଆଜିଠାରୁ ଅନଲାଇନ ସପିଂ କଲେ ଆପଣ ଯେକୌଣସି ଉତ୍ପାଦ

ପୂର୍ବତନ ଲୋକସଭା ସାଂସଦ ଏବଂ ରାଜ୍ୟସଭା ସାଂସଦଙ୍କ ବ୍ୟାଙ୍କ୍ ଖାତା ବନ୍ଦ କରିବା ପାଇଁ ଜିଲାପାଳମାନଙ୍କୁ ସରକାର…

କଳିଙ୍ଗ ଜ୍ୟୋତି ବ୍ୟୁରୋ ଭୁବନେଶ୍ୱର ୦୧/୦୮: ପୂର୍ବତନ ଲୋକସଭା ସାଂସଦ ଏବଂ ରାଜ୍ୟସଭା ସାଂସଦଙ୍କ ବ୍ୟାଙ୍କ୍ ଖାତା ଗୁଡ଼ିକ ବନ୍ଦ କରିବା ଦିଗରେ ପଦକ୍ଷେପ ନେବା ପାଇଁ ଜିଲାପାଳମାନଙ୍କୁ ସରକାର ନିର୍ଦେଶ ଦେଇଛନ୍ତି। ଏ ସଂକ୍ରାନ୍ତ ରେ ଯୋଜନା ଓ ସଂଯୋଜନା ବିଭାଗର ଅତିରିକ୍ତ ସଚିବ ଡି.କେ ଜେନା

ଅଗଷ୍ଟ ମାସର କରୋନା କଟକଣା – ଚାରି ଜିଲ୍ଲା ଓ ରାଉରକେଲାରେ ପ୍ରତି ଶନିବାର, ରବିବାର ସଟ୍‌ଡାଉନ୍

ଗଞ୍ଜାମ, ଗଜପତି, ଖୋର୍ଦ୍ଧା, କଟକ ଓ ରାଉରକେଲାରେ ସପ୍ତାହନ୍ତ ସଟ୍‌ଡାଉନ୍‌ଅଗଷ୍ଟ ୧ ଓ ୨ରେ ଦିନ ୧ଟା ପରେ ସଟ୍‌ଡାଉନ୍‌କଣ୍ଟେନମେଣ୍ଟ ଜୋନରେ ଲକ୍‌ଡାଉନ୍‌ ନିୟମ କଡ଼ାକଡ଼ିରାତି ୯ଟାରୁ ସକାଳ ୫ଟା ଯାଏଁ କର୍ଫ୍ୟୁଅଗଷ୍ଟ ୫ରୁ ଖୋଲିବ ଜିମ୍‌ ଓ ଯୋଗ ଇନଷ୍ଟିଚ୍ୟୁଟ କଳିଙ୍ଗ ଜ୍ୟୋତି ବ୍ୟୁରୋ

ସାଂଘାତିକ ସ୍ଥିତିରେ ରାଜଧାନୀ : ୪ ଦିନରେ ସ୍ଥାନୀୟ ସଂକ୍ରମଣ ୨୬%ରୁ ବଢ଼ି ପହଞ୍ଚିଲା ୪୪%ରେ

କଳିଙ୍ଗ ଜ୍ୟୋତି ବ୍ୟୁରୋ ଭୁବନେଶ୍ୱର ୦୧/୦୮:ଭୁବନେଶ୍ୱର : ରାଜଧାନୀରେ ସାଂଘାତିକ ପରିସ୍ଥିତିରେ ପହଞ୍ଚିଲାଣି ସ୍ଥାନୀୟ ସଂକ୍ରମଣ। ଗତ ୩ ଦିନର ସ୍ଥାନୀୟ ସଂକ୍ରମଣକୁ ଅନୁଧ୍ୟାନ କଲେ ଏଭଳି ପରିସ୍ଥିତି ଜଳ ଜଳ ହୋଇ ଦେଖାଗଲାଣି। ୨୭ତାରିଖରେ ରାଜଧାନୀରେ ଯେତିକି ସଂଖ୍ୟକ ଆକ୍ରାନ୍ତ ଚିହ୍ନଟ

ନୂଆ ଶିକ୍ଷା ନୀତି ୨୦୪୦ – ଭାରତୀୟ ଭାଷା ଏବଂ ଅନଲାଇନ୍ ଶିକ୍ଷାକୁ ପ୍ରୋତ୍ସାହିତ କରିବା ପାଇଁ ଗୁଗୁଲ ଭାରତ ସହ…

କଳିଙ୍ଗ ଜ୍ୟୋତି ବ୍ୟୁରୋ ନୂଆଦିଲ୍ଲୀ ୦୧/୦୮ : ବର୍ତ୍ତମାନ ବିଦ୍ୟାଳୟ ଶିକ୍ଷା କ୍ଷେତ୍ରରେ ତ୍ରିଭାଷୀ ସୂତ୍ର ଚାଲିବ | ଏଥିରେ ସଂସ୍କୃତ ସହିତ ଅନ୍ୟ ତିନୋଟି ଭାରତୀୟ ଭାଷାର ବିକଳ୍ପ ରହିବ | ଚୟନକର୍ତ୍ତା ନିଜେ ବିଦେଶୀ ଭାଷା ବାଛିବା ପାଇଁ ମଧ୍ୟ ସ୍ୱାଧୀନତା ରହିବ | ପ୍ରଥମ ଥର ପାଇଁ ଭାରତୀୟ

ବିରିୟାନୀ ଖାଇବାକୁ କେନ୍ଦ୍ର କରି ତୁମୁଳ କାଣ୍ଡ ।

କଳିଙ୍ଗ ଜ୍ୟୋତି ବ୍ୟୁରୋ ଧୂଷୁରି ୦୧/୦୮: ବିରିୟାନୀ ଖାଇବାକୁ କେନ୍ଦ୍ର କରି ଦୁଇ ପରିବାର ମଧ୍ୟରେ ଗଣ୍ଡଗୋଳ, ଉଭୟ ପକ୍ଷର 8 ଗୁରୁତର, 5 ମଟର ସାଇକେଲ ଭଙ୍ଗାରୁଜା. ଗୁରୁତର ମାନେ ମେଡିକାଲ ରେ ଭର୍ତ୍ତି. ଧୂଷୁରୀ ଥାନା ଅନ୍ତର୍ଗତ ଜଗନ୍ନାଥ ସାହି ଗ୍ରାମରେ ବିରିୟାନୀ ଖାଇବାକୁ କେନ୍ଦ୍ର କରି
error: Content is protected !!
Open chat