Daily Archives

August 25, 2020

ପ୍ରଧାନମନ୍ତ୍ରୀଙ୍କ ମତରେ “ଘର କେବଳ ଚାରି କାନ୍ଥକୁ ନେଇ ନୁହେଁ, ଲୋକଙ୍କ ପାଇଁ ସୁଖ ସୁବିଧା ଓ ସମ୍ମାନର ଉପଲବ୍ଧି” –…

ନୂଆଦିଲ୍ଲୀ/ଭୁବନେଶ୍ୱର,(କଳିଙ୍ଗ ଜ୍ୟୋତି ବ୍ୟୁରୋ),୨୫/୦୮ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମତରେ “ଘର କେବଳ ଚାରି କାନ୍ଥକୁ ନେଇ ନୁହେଁ। ଏହା ଲୋକଙ୍କ ପାଇଁ ସୁଖ ସୁବିଧା ଓ ସମ୍ମାନର ଉପଲବ୍ଧି। ଯେଉଁଠାରେ ସ୍ୱପ୍ନକୁ ନୂଆ ରୂପ ମିଳେ ଓ ଆକାଂକ୍ଷାକୁ ନୂଆ ଉନ୍ମାଦନା ମିଳେ”।…

ମହାକାଶ ଗବେଷଣା କ୍ଷେତ୍ରରେ କୃତ୍ରିମ ଉପଗ୍ରହ ଓ ରକେଟ ମଡେଲ ତିଆରି ପାଇଁ ଇସ୍ରୋ-ଭିସୁଟ ମଧ୍ୟରେ ଏମ୍‌ଓୟୁ ସ୍ୱାକ୍ଷରିତ

ମହାକାଶ ଗବେଷଣା କ୍ଷେତ୍ରରେ ବୁର୍ଲାସ୍ଥିତ ଭିସୁଟକୁ ବୈଷୟିକ ଓ ଆର୍ଥିକ ସହାୟତା ଯୋଗାବ ଇସ୍ରୋ ଇସ୍ରୋ ସହ ବୈଷୟିକ ଜ୍ଞାନକୌଶଳ ସଂକ୍ରାନ୍ତ କୌଣସି ଚୁକ୍ତି କରିବାରେ ଭାରତରେ ଭିସୁଟ ହେବ ‌ପ୍ରଥମ ବିଶ୍ୱବିଦ୍ୟାଳୟ ଭୁବନେଶ୍ୱର/ବାଙ୍ଗାଲୁରୁ,(କଳିଙ୍ଗ ଜ୍ୟୋତି ବ୍ୟୁରୋ),୨୫/୦୮ :…

ଗରିବ ଗ୍ରାମବାସୀଙ୍କ ପାଇଁ “କୋଭିଡ୍-୧୯ ପ୍ୟାକେଜ” ଘୋଷଣା କଲେ ରାଜ୍ୟ ସରକାର: ରାଜ୍ୟର ଅର୍ଥନୀତି…

ଗ୍ରାମାଞ୍ଚଳ ଲୋକଙ୍କ ପାଇଁ କରୋନା ପ୍ୟାକେଜ୍ ଘୋଷଣା ଅଣୁ ଓ କ୍ଷୁଦ୍ର ଉଦ୍ୟୋଗର ବିକାଶ ପାଇଁ ୫୦ ହଜାର ଟଙ୍କା ଋଣ କୃଷି ଓ ଅଣ କୃଷି କ୍ଷେତ୍ରରେ ନିୟୋଜିତ ଥିବା ବ୍ୟକ୍ତିଙ୍କୁ ଦେଢ଼ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ଭୁବନେଶ୍ୱର,(କଳିଙ୍ଗ ଜ୍ୟୋତି ବ୍ୟୁରୋ),୨୫/୦୮: କରୋନା ମହାମାରୀ…

ଜେଇଇ (ମେନ୍) ତଥା ନିଟ୍ ପରୀକ୍ଷା ଘୁଞ୍ଚାଇବା ଏବଂ ରାଜ୍ୟର ୩୦ଟି ଜିଲ୍ଲାରେ ପରୀକ୍ଷା କେନ୍ଦ୍ର ଖୋଲିବାକୁ କେନ୍ଦ୍ର…

ଭୁବନେଶ୍ୱର,(କଳିଙ୍ଗ ଜ୍ୟୋତି ବ୍ୟୁରୋ),୨୫/୦୮: କରୋନା ମହାମାରୀକୁ ଦୃଷ୍ଟିରେ ରଖି ସେପ୍ଟେମ୍ବର ମାସରେ ଅନୁଷ୍ଠିତ ହେବାକୁ ଥିବା ଜେଇଇ (ମେନ୍) ଏବଂ ନିଟ୍ ପରୀକ୍ଷାକୁ ଘୁଞ୍ଚାଇବାକୁ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଡକ୍ଟର ରମେଶ ପୋଖରିଆଲ୍ ନିଶଙ୍କଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଚିଠି…

ସେପ୍ଟେମ୍ବର ପ୍ରଥମ ସପ୍ତାହରେ ପ୍ରକାଶ ପାଇବ ଯୁକ୍ତ ୨ କଳା ସହ ଧନ୍ଦାମୂଳକ ପରୀକ୍ଷା ଫଳ : ଗଣଶିକ୍ଷା ମନ୍ତ୍ରୀ ସମୀର…

କଳିଙ୍ଗ ଜ୍ୟୋତି ବ୍ୟୁରୋ ଭୁବନେଶ୍ୱର ୨୫/୦୮: ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ବାରା ପରିଚାଳିତ ଯୁକ୍ତ ୨ କଳା ବିଭାଗ ପରୀକ୍ଷା ଫଳ ଆସନ୍ତା ସେପ୍ଟେମ୍ବର ମାସ‌ରେ ପ୍ରକାଶ ପାଇବ। ଏଥି ସହ ଧନ୍ଦାମୂଳକ ପରୀକ୍ଷା ଫଳ ବି ସେପ୍ଟେମ୍ବର ପ୍ରଥମ ସପ୍ତାହରେ ପ୍ରକାଶ ପାଇବ। ଏ ନେଇ ବିଦ୍ୟାଳୟ ଓ…

ଭାରତୀୟ ବାୟୁସେନା ପକ୍ଷରୁ “ମାଇ ଆଇଏଏଫ” ମୋବାଇଲ ଆପ୍‌ର ଶୁଭାରମ୍ଭ

କଳିଙ୍ଗ ଜ୍ୟୋତି ବ୍ୟୁରୋ ନୂଆଦିଲ୍ଲୀ ୨୫/୦୮: ଭାରତୀୟ ବାୟୁସେନା ପକ୍ଷରୁ ଏକ ମୋବାଇଲ୍ ଆପ୍ଲିକେସନ୍ ଲଞ୍ଚ କରାଯାଇଛି। ଯାହାର ନାମ “ମାଇ ଆଇଏଫ୍” ରଖାଯାଇଛି। ଏହି ମୋବାଇଲ୍ ଆପରେ, ଆପଣ ବାୟୁସେନାରେ କ୍ୟାରିୟର ସମ୍ବନ୍ଧୀୟ ସୂଚନା ଏବଂ ଚାକିରିର ସମ୍ପୂର୍ଣ୍ଣ ବିବରଣୀ ପାଇପାରିବେ। ଏହି ଆପରେ…

“ଦ କପିଲ୍ ଶର୍ମା ଶୋ”କୁ ସଂପୂର୍ଣ୍ଣ ବୟକଟ କରିବାକୁ ସୁଶାନ୍ତ ସିଂହ ରାଜପୁତଙ୍କ ଫ୍ୟାନ୍‌ମାନଙ୍କ ଅନୁରୋଧ

କଳିଙ୍ଗ ଜ୍ୟୋତି ବ୍ୟୁରୋ ମୁମ୍ବାଇ ୨୫/୦୮: ‘ଦ କପିଲ ଶର୍ମା ଶୋ’କୁ ବୟକଟ କରିବାକୁ ସୁଶାନ୍ତ ସିଂହ ରାଜପୁତଙ୍କ ଫ୍ୟାନ୍‌ମାନେ ଅନୁରୋଧ କରିଛନ୍ତି। ସୋମବାର ‘ଜଷ୍ଟିସ୍ ଫର୍ ସୁଶାନ୍ତ ସିଂହ ରାଜପୁତ’ ନାଁରେ ଥିବା ଏକ ଗ୍ରୁପ୍ ଫେସ୍‌ବୁକ୍‌ରେ ଏନେଇ ଏକ ପୋଷ୍ଟ୍ କରିଛି। ଏଥିରେ ଏହି ଗ୍ରୁପ୍‌ର…

ସୀମା ବିବାଦ ନେଇ ସିଡିଏସ୍‍ ବିପିନ ରାୱତ ଚୀନକୁ ଦେଲେ ସାମରିକ କାର୍ଯ୍ୟାନୁଷ୍ଠାନ ଚେତାବନୀ

କଳିଙ୍ଗ ଜ୍ୟୋତି ବ୍ୟୁରୋ ନୂଆଦିଲ୍ଲୀ ୨୫/୦୮: ଚୀନ ସହିତ ଲାଗି ରହିଥିବା ସୀମା ବିବାଦର ସମାଧାନ ପାଇଁ ସାମରିକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଚେତାବନୀ ଦେଇଛନ୍ତି ଭାରତର ପ୍ରତିରକ୍ଷା ମୁଖ୍ୟ (ସିଡିଏସ୍‍) ଜେନେରାଲ ବିପିନ ରାୱତ। ସୋମବାର ଜେନେରାଲ ରାୱତ କହିଛନ୍ତି ଯେ ଚୀନ ସହିତ ସୀମା…

ଅସମ୍ଭବକୁ ସମ୍ଭବ କରିବାର ବ୍ୟକ୍ତିତ୍ୱ ଥିଲେ ଅରୁଣ ଜେଟଲୀ – ଧର୍ମେନ୍ଦ୍ର ପ୍ରଧାନ

କଳିଙ୍ଗ ଜ୍ୟୋତି ବ୍ୟୁରୋ ନୂଆଦିଲ୍ଲୀ ୨୫/୦୮: ବରିଷ୍ଠ ବିଜେପି ନେତା, ଆଇନ ବିଶାରଦ ତଥା ପୂର୍ବତନ ଅର୍ଥମନ୍ତ୍ରୀ ସ୍ୱର୍ଗତ ଅରୁଣ ଜେଟଲୀ ଅସମ୍ଭବକୁ ସମ୍ଭବ କରିବାର ବ୍ୟକ୍ତିତ୍ୱ ଥିଲେ ବୋଲି ନୂଆଦିଲ୍ଲୀ ଠାରେ ତାଙ୍କ ପ୍ରଥମ ଶ୍ରାଦ୍ଧବାର୍ଷିକୀ ଅବସରରେ ଆୟୋଜିତ ସ୍ମୃତିସଭାରେ ଯୋଗଦେଇ…

ଗାଡ଼ି କାଗଜପତ୍ର RC, DL, LL, ପରମିଟ୍ ଓ ଫିଟନେସ୍ ଅବଧି ବଢିବା ସହ ପଲ୍ୟୁସନ୍ ସାର୍ଟିଫିକେଟ୍କୁ ବାଧ୍ୟତାମୂଳକ କଲେ…

କଳିଙ୍ଗ ଜ୍ୟୋତି ବ୍ୟୁରୋ ଭୁବନେଶ୍ୱର ୨୫/୦୮ : ଗାଡ଼ି କାଗଜପତ୍ର ଅବଧିକୁ ପୁଣି ବଢ଼ାଇଲେ ରାଜ୍ୟ ସରକାର। RC, DL, LL, ପରମିଟ୍ ଓ ଫିଟନେସ୍ ଅବଧି ବଢ଼ିଲା। ଡିସେମ୍ବର ୩୧ ଯାଏଁ ଅବଧି ବଢ଼ାଯାଇଥିବା ନେଇ ରାଜ୍ୟ ପରିବହନ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି। କିନ୍ତୁ ପଲ୍ୟୁସନ୍ ସାର୍ଟିଫିକେଟ୍…
error: Content is protected !!
Open chat