Daily Archives

August 27, 2020

ଭାରତର ମହାକାଶ ଗବେଷଣାରେ ପ୍ରମୁଖ ଭୂମିକାରେ ଓଡ଼ିଶା : ଧର୍ମେନ୍ଦ୍ର ପ୍ରଧାନ

-ଚାନ୍ଦିପୁର, ବାଲେଶ୍ୱର ଏବଂ ଭଦ୍ରକର ଭାରତରତ୍ନ ଅବଦୁଲ କଲାମ ଦ୍ୱୀପପୁଞ୍ଜ ଦେଶର ଅନେକ ଗୌରବମୟ ସଫଳତାର ସାକ୍ଷୀ ହୋଇଛି-ଆଇଏନ୍‍-ସ୍ପେଶର ପ୍ରତିଷ୍ଠା ମହାକାଶ ଅଭିଯାନରେ ଭାରତକୁ ଆତ୍ମନିର୍ଭର କରିବ-‘ନ୍ୟୁ ସ୍ପେସ ଇଣ୍ଡିଆ ଲିମିଟେଡ୍‍ ମହାକାଶ କାର୍ଯ୍ୟକ୍ରମକୁ ନୂଆ ଦିଗଦର୍ଶନ ଦେବ-ଭାରତ’ର…

ସେପ୍ଟେମ୍ବର ୧ରୁ ଧର୍ମଘଟ କରିବେ ଓଲା, ଉବର ଚାଳକ

ନୂଆଦିଲ୍ଲୀ : ବିଭିନ୍ନ ଦାବି ନେଇ ଟାକ୍ସି ଆଗ୍ରିଗେଟର କମ୍ପାନି ଓଲା ଓ ଉବର ଚାଳକମାନେ ଆସନ୍ତା ସେପ୍ଟେମ୍ବର ୧ରୁ ସାରା ଦେଶରେ ଧର୍ମଘଟ ଡାକରା ଦେଇଛନ୍ତି । ଏହା ଫଳରେ ସାଧାରଣ ଯାତ୍ରୀମାନେ ସମସ୍ୟାର ସମ୍ମୁଖୀନ ହେବାର ଆଶଙ୍କା ରହିଛି । ସର୍ବୋଦୟ ଡ୍ରାଇଭର ସଂଘର ସଭାପତି କମଲଜିତ ସିଂ…

ଆସନ୍ତାବର୍ଷ ଜାନୁଆରିରେ ଆସିବ ବିରୁଷ୍କାଙ୍କ ଘରକୁ ନୂଆ ଅତିଥି, ଇନ୍‌ଷ୍ଟା ପୋଷ୍ଟ୍‌‌ କରି ସୂଚନା ଦେଲେ ଅନୁଷ୍କା

ମୁମ୍ବାଇ: ସେଲିବ୍ରିଟି ଦମ୍ପତି ଅନୁଷ୍କା ଶର୍ମା ଓ ବିରାଟ କୋହଲି ସୋସିଆଲ୍‌ ମିଡିଆରେ ଏକ ବଡ଼ ଘୋଷଣା କରିଛନ୍ତି। ଅନୁଷ୍କା ତାଙ୍କ ଇନ୍‌ଷ୍ଟାଗ୍ରାମ୍‌ ଆକାଉଣ୍ଟ୍‌ରେ ସେୟାର୍‌ କରିଛନ୍ତି କି ସେ ଚାରି ମାସର ଗର୍ଭବତୀ ଅଛନ୍ତି ଓ ୨୦୨୧ ଜାନୁଆରିରେ ସେ ମାଆ ବନିବାକୁ ଯାଉଛନ୍ତି। ବିରାଟ ଓ…

ଆପଣଙ୍କ କେଶ ଜଟା ହେଉଛି କି? ଆପଣାନ୍ତୁ ଏହି ସବୁ ଉପାୟ

ବ୍ୟସ୍ତ ବହୁଳ ଜୀବନରେ ଅଧିକାଂଶ ମହିଳାକୁ ନିତିଦିନ କେଶ ବିନ୍ୟାସ କରିବାକୁ ସମୟ ମିଳିନଥାଏ। ଯେଉଁ କାରଣରୁ ସେମାନ କେଶକୁ ଅସଜଡ଼ା ଭାବେ ବାନ୍ଧି ଦେଇ ନିଜ କାମରେ ବାହାରି ଯାଇଥାନ୍ତି। ଏପରି ଲଗାତର କିଛି ଦିନ ହେଲେ କେଶ ଜଟା ହେବା ଆରମ୍ଭ ହୋଇଯାଏ। ଥରେ କେଶ ଜଟା ହୋଇଗଲେ ତାହାକୁ କୁଣ୍ଡାଇ…

ଚୀନକୁ ଝଟକା ଦେଲା ଶ୍ରୀଲଙ୍କା : ଶ୍ରୀଲଙ୍କା ପାଇଁ ଭାରତ ପ୍ରଥମ : ଶ୍ରୀଲଙ୍କା ପାଇଁ ଭାରତ ବେଶ୍ ଗୁରୁତ୍ୱପୂର୍ଣ୍ଣ ବୋଲି…

ନୂଆଦିଲ୍ଲୀ,(କଳିଙ୍ଗ ଜ୍ୟୋତି ବ୍ୟୁରୋ),୨୭/୦୮: ଭାରତ ସହ ସୀମାରେ ବିବାଦ ଚାଲିଥିବା ବେଳେ ଚୀନକୁ ଝଟକା ଦେଇଛି ଶ୍ରୀଲଙ୍କା । ଭାରତ ହିଁ ଶ୍ରୀଲଙ୍କାର ପ୍ରଥମ ଗୁରୁତ୍ୱ ରହିବ ବୋଲି କହିଛନ୍ତି ଶ୍ରୀଲଙ୍କାର ରାଷ୍ଟ୍ରପତି ଗୋଟାବାୟ ରାଜପାକ୍ଷେ କହିଛନ୍ତି । ସେ କହିଛନ୍ତି ଯେ, ଶ୍ରୀଲଙ୍କା…

ଆଇପିଏଲ୍‌ : ଆବୁଧାବିରେ କରୋନା ସଂକ୍ରମଣ ବୃଦ୍ଧି ନେଇ ଚିନ୍ତାରେ ବିସିସିଆଇ

କଳିଙ୍ଗ ଜ୍ୟୋତି ବ୍ୟୁରୋ ନୂଆଦିଲ୍ଲୀ ୨୭/୦୮:ବିଶ୍ୱର ସବୁଠାରୁ ଧନଶାଳୀ ଟ୍ୱେଣ୍ଟି୨୦ ଲିଗ୍‍ ଆଇପିଏଲ୍‍ ଖେଳିବା ପାଇଁ ଖେଳାଳି ଏବେ ୟୁନାଇଟେଡ୍‍ ଆରବ ଏମିରେଟ୍‍ସ (ୟୁଏଇ)ରେ ସଂଗରୋଧରେ ଅଛନ୍ତି। ୮ଟିଯାକ ଫ୍ରାଞ୍ଚାଇଜି ଖୁବ୍‍ ଶୀଘ୍ର ଅଭ୍ୟାସ ପାଇଁ ମଧ୍ୟ ଓହ୍ଲାଇବେ। ଆଇପିଏଲ୍‍ର ୧୩ଶ ସଂସ୍କରଣ…

ଦଶହରାରେ ଶସ୍ତାରେ ମିଳିପାରେ ବାଇକ, କେନ୍ଦ୍ର ସରକାର କମାଇପାରନ୍ତି ବାଇକ ମୂଲ୍ୟ

ନୂଆଦିଲ୍ଲୀ: ଦଶହରାରେ ବାଇକ କିଣିବାକୁ ଚାଁହୁଥିବା ବ୍ୟକ୍ତିଙ୍କ ପାଇଁ ଖୁସି ଖବର ଆଣିପାରନ୍ତି କେନ୍ଦ୍ର ସରକାର | କାରଣ କେନ୍ଦ୍ର ସରକାର ଦୁଇ ଚକିଆ ଯାନ ବାଇକ୍ କିମ୍ବା ସ୍କୁଟିର ମୂଲ୍ୟ ହ୍ରାସ କରିବାକୁ ଚିନ୍ତା କରୁଛନ୍ତି | ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ମଧ୍ୟ ଏ ବାବଦରେ ସୂଚନା…

ନିତି ଆୟୋଗ ରପ୍ତାନି ତତ୍ପରତା ସୂଚୀ ୨୦୨୦ : ଶେଷ୍ଠ ପାଞ୍ଚ ରାଜ୍ୟ ମଧ୍ୟରେ ଓଡ଼ିଶା

କଳିଙ୍ଗ ଜ୍ୟୋତି ବ୍ୟୁରୋ ଭୁବନେଶ୍ୱର ୨୭/୦୮: ପ୍ରକାଶ ପାଇଛି ନୀତି ଆୟୋଗ ‘ରପ୍ତାନି ତତ୍ପରତା ସୂଚୀ ୨୦୨୦’ । ନୀତି ଆୟୋଗ ପକ୍ଷରୁ ପ୍ରସ୍ତୁତ ଏହି ସୂଚୀରେ ଓଡ଼ିଶା ଶୀର୍ଷ ୫ ରାଜ୍ୟ ମଧ୍ୟରେ ସ୍ଥାନ ପାଇଛି। ବ୍ୟବସାୟ, ବାଣିଜ୍ୟ, ଶିଳ୍ପ ଏବଂ ରପ୍ତାନି କ୍ଷେତ୍ରରେ ଉତ୍ତମ ପ୍ରଦର୍ଶନ ପାଇଁ…

ଯୁବିଙ୍କ ୬ ଛକା କଥା ମନେ ପକାଇଲେ ଅଶ୍ବିନ : ‘୪ ଛକା ପରେ ଅଧିନାୟକ ଓ ବୋଲରଙ୍କ ମଧ୍ୟରେ ଆଲୋଚନା ହୋଇଥିଲା’

ନୂଆଦିଲ୍ଲୀ: ଦକ୍ଷିଣ ଆଫ୍ରିକାରେ ଆୟୋଜିତ ୨୦୦୭ ଟି-୨୦ ବିଶ୍ୱକପ୍‌ କ୍ରିକେଟ୍‌ପ୍ରେମୀଙ୍କ ମନରୁ ଲିଭିନଥିବ। କାରଣ ଏହି ବିଶ୍ବକପ୍‌ରୁ କ୍ରିକେଟ୍‌ର ସବୁଠାରୁ କ୍ଷୁଦ୍ର ଫର୍ମାଟ୍ ତିଷ୍ଟି ରହିବାର ବାଟ ଫିଟି ଥିଲା। ଏହି ପ୍ରତିଯୋଗିତାରେ ଭାରତୀୟ ମଧ୍ୟମକ୍ରମ ବାମହାତୀ ବ୍ୟାଟ୍ସମ୍ୟାନ୍ ଯୁବରାଜ…

ଭାରତ ସରକାରଙ୍କ ଉଦ୍ୟମ ଓଡ଼ିଶାରେ ପର୍ଯ୍ୟଟନକୁ ବିକଶିତ କରିବ : ଧର୍ମେନ୍ଦ୍ର

କଳିଙ୍ଗ ଜ୍ୟୋତି ବ୍ୟୁରୋ ଭୁବନେଶ୍ୱର ୨୭/୦୮: ଓଡ଼ିଶା ବିଭିନ୍ନ ପ୍ରକାରର ଜୈବ ବିବିଧତା ସହ ଦେଶରେ ପରିବେଶ ପର୍ଯ୍ୟଟନର ପେଣ୍ଠସ୍ଥଳୀ ହେବାର କ୍ଷମତା ରଖିଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ଭାରତ ସରକାରଙ୍କ ସଂରକ୍ଷଣ ପାଇଁ ଉଦ୍ୟମ ଏବଂ ଜୈବ-ବିବିଧତାକୁ ସଶକ୍ତ କରିବାର…
error: Content is protected !!
Open chat