Monthly Archives

August 2020

ଅଗଷ୍ଟ ଶେଷ ସୁଦ୍ଧା ବଜାରକୁ ଆସିବ ରୁ‌ଷ୍ ଉତ୍ପାଦିତ କୋଭିଡ୍‌-୧୯ ଟିକା “ସ୍ପୁଟ୍‌ନିକ୍‌-୫” : ରିପୋର୍ଟ

ନୁଆଦିଲ୍ଲୀ / ମସ୍କୋ: କୋଭିଡ୍‌-୧୯ ସଂକ୍ରମଣରୁ ରକ୍ଷା ପାଇବାକୁ ରୁଷ୍‌ ନୂଆ ଟିକା ଉତ୍ପାଦନ ଆରମ୍ଭ କରିଥିବା କଥା ସ୍ବାସ୍ଥ୍ୟ ମନ୍ତ୍ରାଳୟ ଠାରୁ ସୂଚନା ପାଇ ‘ଇଣ୍ଟର୍‌ଫ୍ୟାକ୍ସ’ ନିଉଜ୍ ଏଜେନ୍‌ସି ଶନିବାର ଦିନ ରିପୋର୍ଟ କରିଛି।ରୁଷ୍‌ କହିଛି ଯେ, ମସ୍କୋର ଗାମାଲେୟା ଇନ୍‌ଷ୍ଟିଚ୍ୟୁଟ୍‌

‘ଏୟାର ଇଣ୍ଡିଆ ୱାନ୍’ : ଆମେରିକା ନିର୍ମିତ ଅବିଶ୍ୱସନୀୟ ସୁରକ୍ଷା ବ୍ୟବସ୍ଥା ସଜ୍ଜିତ – ଭାରତର ପ୍ରଧାନମନ୍ତ୍ରୀ…

ନୂଆଦିଲ୍ଲୀ,(କଳିଙ୍ଗ ଜ୍ୟୋତି ବ୍ୟୁରୋ),୧୬/୦୮ : ‘ଏୟାର ଫୋର୍ସ ୱାନ’ ବିଶ୍ବର ଶକ୍ତିଶାଳୀ ବିମାନ ମଧ୍ୟରେ ଅନ୍ୟତମ ଅଟେ। ତେବେ ଏହାରି ମଧ୍ୟରେ ଭାରତ ମଧ୍ୟ ଆମେରିକାର ‘ଏୟାର ଫୋର୍ସ ୱାନ’ ସମକକ୍ଷ ଦୁଇଟି ବିମାନ ପାଇବାକୁ ଯାଉଛି। ଯେଉଁଥିରୁ ଗୋଟିଏ ଭାରତର ପ୍ରଧାନମନ୍ତ୍ରୀ ଗସ୍ତ ପାଇଁ

ଆଜି ୭୪ତମ ସ୍ୱାଧୀନତା ଦିବସ ଅବସରରେ ଦୁଇ ଲୋକପ୍ରିୟ ଭାରତୀୟ କ୍ରିକେଟ ତାରକା ମହେନ୍ଦ୍ର ସିଂ ଧୋନୀ ଏବଂ ସୁରେଶ ରୈନା…

ନୂଆଦିଲ୍ଲୀ,(କଳିଙ୍ଗ ଜ୍ୟୋତି ବ୍ୟୁରୋ),୧୫/୦୮ : ଆଜି ସାରା ଦେଶ ୭୪ ତମ ସ୍ୱାଧୀନତା ଦିବସ ପାଳନ କରୁଥିବାବେଳେ ଭାରତୀୟ କ୍ରିକେଟର ସବୁଠାରୁ ଲୋକପ୍ରିୟ କ୍ରିକେଟିୟରଙ୍କ ମଧ୍ୟରେ ଅନ୍ୟତମ ଧୋନୀ ସବୁ ପ୍ରକାରର ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ଘୋଷଣା କରିଛନ୍ତି । ତାଙ୍କୁ ଭାରତୀୟ କ୍ରିକେଟ ଦଳର

ସୁନ୍ଦରଗଡ଼: ଶିଶୁଙ୍କ ପୋଷଣ ପାଇଁ ଅଙ୍ଗନବାଡ଼ି ମାଧ୍ୟମରେ “ମାଣ୍ଡିଆ ଲଡୁ” ଓ “ସ୍ପିରୁଲିନା…

ସୁନ୍ଦରଗଡ଼,(କଳିଙ୍ଗ ଜ୍ୟୋତି ବ୍ୟୁରୋ),୧୫/୦୮ : ସୁନ୍ଦରଗଡ଼ ଜିଲ୍ଲାରେ ଶିଶୁମାନଙ୍କ ପୁଷ୍ଟି ବିକାଶ ପାଇଁ ଅଙ୍ଗନବାଡ଼ି କେନ୍ଦ୍ର ମାଧ୍ୟମରେ ମାଣ୍ଡିଆ ଲଡୁ ଏବଂ ସ୍ପିରୁଲିନା ଚିକି ବଣ୍ଟନ ଆରମ୍ଭ ହୋଇଛି। ସ୍ୱାଧୀନତା ଦିବସ ପାଳନ ଅବସରରେ ସୁନ୍ଦରଗଡ଼ ଜିଲ୍ଲାରେ ଦୁଇଟି ଅଭିନବ କାର୍ଯ୍ୟକ୍ରମର

ସ୍ୱାଧୀନତା ଦିବସ ଅବସରରେ ପ୍ରଧାନମନ୍ତ୍ରୀଙ୍କ ବଡ଼ ଘୋଷଣା – ‘ନ୍ୟାଶନାଲ୍ ଡିଜିଟାଲ୍ ହେଲ୍‌ଥ ମିଶନ’ –…

ନୂଆଦିଲ୍ଲୀ,(କଳିଙ୍ଗ ଜ୍ୟୋତି ବ୍ୟୁରୋ),୧୫/୦୮ : ଆଜି ୭୪ ତମ ସ୍ୱାଧୀନତା ଦିବସ ପାଳନ ଅବସରରେ ଐତିହାସିକ ଲାଲକିଲ୍ଲାରୁ ଦେଶବାସୀଙ୍କୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବଡ଼ ଘୋଷଣା କରିଛନ୍ତି। ଡିଜିଟାଲ କାର୍ଯ୍ୟକୁ ଅଧିକ ତ୍ୱାରାନ୍ୱିତ କରିବା ପାଇଁ ମୋଦି ‘ନ୍ୟାଶନାଲ୍

ରାଜ୍ୟସ୍ତରୀୟ ସ୍ୱାଧୀନତା ଦିବସ ସମାରୋହ ସ୍ଥଳୀକୁ ମୁଖ୍ୟମନ୍ତ୍ରୀଙ୍କୁ ତାଙ୍କ ବ୍ୟକ୍ତିଗତ ସଚିବ ପାଣ୍ଡିଆନ ନିଜେ କାର…

ଭୁବନେଶ୍ୱର,(କଳିଙ୍ଗ ଜ୍ୟୋତି ବ୍ୟୁରୋ),୧୫/୦୮ : ରାଜ୍ୟସ୍ତରୀୟ ୭୪ତମ ସ୍ୱାଧୀନତା ଦିବସ ସମାରୋହରେ ମୁଖ୍ୟ ଅତିଥି ଭାବେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ସାମିଲ ହୋଇଥିଲେ। ନିର୍ଦ୍ଧାରିତ ସମୟରେ ପ୍ରଦର୍ଶନୀ ପଡ଼ିଆରେ ରାଜ୍ୟସ୍ତରୀୟ ସ୍ୱାଧୀନତା ଦିବସ ସମାରେହ ସ୍ଥଳୀରେ ମୁଖ୍ୟମନ୍ତ୍ରୀ

ଶରୀର ପାଇଁ ଖୁବ୍ ଭଲ ହୋଇଥାଏ ଅଦା ଚା: ଜାଣନ୍ତୁ କିପରି ବନାଇବେ

ପ୍ରତ୍ୟେକ ଭାରତୀୟ ରୋଷେଇ ଘରେ ଅଦା ନିଶ୍ଚୟ ଥାଏ। ଏହାକୁ ମସଲାରେ ମିଶ୍ରଣ କଲେ ଖାଦ୍ୟ ତ ସ୍ବାଦିଷ୍ଟ ‌ହୋଇଥାଏ ଏହା ସହ ଅଦା ଶରୀର ପାଇଁ ବି ଖୁବ୍ ଭଲ। ଏଥିପାଇଁ ଆପଣ ଅଦାରେ ଚା କରି ପିଇପାରିବେ। ଅଦା ଚା ପିଇଲେ ନାନା ଶାରୀରିକ ସମସ୍ୟା ଦୂର ହୋଇଥାଏ। କୌଣସି ସ୍ଥାନକୁ ଗାଡ଼ିରେ ଯାତ୍ରା

ଭୁବନେଶ୍ୱର: ୭୪ତମ ରାଜ୍ୟସ୍ତରୀୟ ସ୍ୱାଧୀନତା ଦିବସ ପାଳିତ – ୟୁନିଟ:୩ ପ୍ରଦର୍ଶନୀ ପଡ଼ିଆରେ ମୁଖ୍ୟମନ୍ତ୍ରୀ ନବୀନ…

ଭୁବନେଶ୍ୱର,(କଳିଙ୍ଗ ଜ୍ୟୋତି ବ୍ୟୁରୋ),୧୫/୦୮ : ମହାମାରୀ କରୋନା କାଳରେ ଆଜି ସମଗ୍ର ଦେଶରେ ୭୪ତମ ସ୍ୱାଧୀନତା ଦିବସ ପାଳନ କରାଯାଉଛି । ରାଜଧାନୀ ଭୁବନେଶ୍ୱରରେ ମଧ୍ୟ ରାଜ୍ୟସ୍ତରୀୟ ସ୍ୱାଧୀନତା ଦିବସ ପାଳନ କରାଯାଇଛି । ୭୪ତମ ସ୍ୱାଧୀନତା ଦିବସ ଅବସରରେ ରାଜ୍ୟର ରାଜଧାନୀ ଭୁବନେଶ୍ବରର

କରୋନା କଟକଣା ମଧ୍ୟରେ ଆଜି ସାରା ଦେଶ ପାଳନ କରୁଛି ୭୪ତମ ସ୍ୱାଧୀନତା ଦିବସ : ଲାଲକିଲ୍ଲାରୁ ଦେଶବାସୀଙ୍କୁ ସମ୍ବୋଧନ କଲେ…

ସ୍ୱାଧୀନତା ସଂଗ୍ରାମୀଙ୍କୁ ଶ୍ରଦ୍ଧାଞ୍ଜଳୀ ଦେଇ ପ୍ରଧାନମନ୍ତ୍ରୀ ଦେଶର କୋଟି କୋଟି କରୋନା ଯୋଦ୍ଧାଙ୍କ ସେବାକୁ କଲେ ପ୍ରଶଂସା ସ୍ୱାଧୀନତା ଦିବସରେ ନ୍ୟାସନାଲ ଡିଜିଟାଲ ହେଲଥ୍ ମିଶନର ଘୋଷଣା କଲେ ପ୍ରଧାନମନ୍ତ୍ରୀ ନୂଆଦିଲ୍ଲୀ,(କଳିଙ୍ଗ ଜ୍ୟୋତି ବ୍ୟୁରୋ),୧୫/୦୮ : କରୋନା କଟକଣା

ଘରୋଇ ହସ୍‌ପିଟାଲ କରୋନା ଆକ୍ରାନ୍ତଙ୍କ ଚିକିତ୍ସା ପାଇଁ ଫି’ ଧାର୍ଯ୍ୟ କଲେ ରାଜ୍ୟ ସରକାର

କଳିଙ୍ଗ ଜ୍ୟୋତି ବ୍ୟୁରୋ ଭୁବନେଶ୍ୱର ୧୫/୦୮ : କରୋନା ମହାମାରୀ ସମୟରେ ଭାଇରସରେ ଆକ୍ରାନ୍ତଙ୍କ ଚିକିତ୍ସା ଲାଗି ରାଜ୍ୟ ସରକାର ଘରୋଇ ହସ୍‌ ପିଟାଲ ପାଇଁ ଫି’ ଧାର୍ଯ୍ୟ କରିଛନ୍ତି। ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ କୁମାର ମହାପାତ୍ର ରାଜ୍ୟର ସମସ୍ତ ଜିଲ୍ଲାପାଳ ଏବଂ ସିଡିଏମ୍‌ଓଙ୍କୁ
error: Content is protected !!
Open chat