Monthly Archives

August 2020

ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀ କୋଭିଡ-୧୯ ପଜିଟିଭ ଚିହ୍ନଟ

ନୂଆଦିଲ୍ଲୀ,(କଳିଙ୍ଗ ଜ୍ୟୋତି ବ୍ୟୁରୋ),୧୦/୦୮ : ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀ କରୋନା ସଂକ୍ରମଣରେ ଆକ୍ରାନ୍ତ । ତାଙ୍କର କୋଭିଡ-୧୯ ପରୀକ୍ଷାରୁ ଏହା ଜଣାପଡ଼ିଛି । ଆଜି ତାଙ୍କର ସ୍ବାବ ନମୁନା ରିପୋର୍ଟ ପଜିଟିଭ ଆସିଛି,ତେବେ ତାଙ୍କର ସ୍ୱାସ୍ଥ୍ୟାବସ୍ଥା ଠିକ ଅଛି। ତାଙ୍କ

“ଗ୍ରାମ ଉଜ୍ଜ୍ୱଳା ଯୋଜନା” : ଗାଁରେ ମିଳିବ ୧୦ ଟଙ୍କିଆ ଏଲଇଡି ବଲ୍ବ

"ଗ୍ରାମ ଉଜ୍ଜ୍ୱଳା ଯୋଜନା" ଅଧୀନରେ ଗ୍ରାମାଞ୍ଚଳ ଲୋକଙ୍କୁ ଇଇଏସଏଲ ସଂସ୍ଥା ୧୦ ଟଙ୍କାରେ ଏଲଇଡି ବଲ୍ବ ଉପଲବ୍ଧ କରାଇବ ପ୍ରସ୍ତାବିତ ଯୋଜନାରେ ଦେଶର ଗାଁ ଗୁଡିକରେ ୬୦ କୋଟି ବଲ୍ବ ବଣ୍ଟନ କରାଯିବ ନୂଆଦିଲ୍ଲୀ,(କଳିଙ୍ଗ ଜ୍ୟୋତି ବ୍ୟୁରୋ),୧୦/୦୮ : ଆମେରିକା ଓ ଚୀନ୍ ପରେ ତୃତୀୟ

ରାଜ୍ୟ ତମାମ ପିଲାଙ୍କ ପାଠ ପଢ଼ାରେ ବଡ଼ ପ୍ରତିବନ୍ଧକ ସାଜିଛି ଘନଘନ ଅଘୋଷିତ ବିଦ୍ୟୁତ୍‌ କାଟ

କଳିଙ୍ଗ ଜ୍ୟୋତି ବ୍ୟୁରୋ ଭୁବନେଶ୍ୱର ୧୦/୦୮ : କରୋନା ଯୋଗୁଁ ପିଲାଙ୍କ ପାଠ ପଢ଼ା ଗୁରୁତର ପ୍ରଭାବିତ ହୋଇଥିବା ବେଳେ ଅନ୍‌ଲାଇନ୍ ପାଠ ପଢ଼ା ଏକମାତ୍ର ବିକଳ୍ପ ସାଜିଛି। ତେବେ ଅଘୋଷିତ ବିଦ୍ୟୁତକାଟ ପିଲାଙ୍କ ପାଠ ପଢ଼ାରେ ସାଜିଛି ବଡ଼ ପ୍ରତିବନ୍ଧକ। ରାଜଧାନୀ ଠାରୁ ଆରମ୍ଭ କରି ଗଁା ଗହଳି

‘ଆଗାମୀ ଦଶନ୍ଧି ଭାରତର’ ଲକ୍ଷ୍ୟ ନେଇ ଚୀନ୍‌କୁ ରୋକିବା ପାଇଁ ଦେଶକୁ ୨୦୨୪ ସୁଦ୍ଧା ସବୁକ୍ଷେତ୍ରରେ ସ୍ବାବଲମ୍ବୀ…

କଳିଙ୍ଗ ଜ୍ୟୋତି ବ୍ୟୁରୋ ନୂଆଦିଲ୍ଲୀ ୧୦/୦୮: ବିଶ୍ବକୁ କରୋନା ଭୂତାଣୁ ବାଣ୍ଟିଥିବା ଓ ଏବେ ଅଜଣା ବିହନ ପାର୍ସଲ ପ୍ୟାକେଟ୍‌ରେ ଜୈବିକ ଭୂତାଣୁ ପଠାଇ ବୈଶ୍ବିକ ପରିବେଶ ଓ ଜୈବ ବିବିଧତାକୁ ଧ୍ବଂସ କରିବାକୁ ଭୟଙ୍କର ଷଡ଼ଯନ୍ତ୍ର ରଚୁଥିବା ଚୀନ୍‌କୁ କେବଳ ଚେକ୍‌ ଦେବା ନୁହେଁ; ବିଶ୍ବରେ ଭାରତ

ଆଇଏସ୍‌ଆଇର ସାଂଘାତିକ ଷଡ଼ଯନ୍ତ୍ର : ରାମ ମନ୍ଦିର ଭୂମି ପୂଜନ ପରେ ଦେଶରେ ବଡ଼ ଧରଣର ସାମ୍ପ୍ରଦାୟିକ ଦଙ୍ଗା ପାଇଁ କରୁଛି…

କଳିଙ୍ଗ ଜ୍ୟୋତି ବ୍ୟୁରୋ ନୂଆଦିଲ୍ଲୀ ୧୦/୦୮: ଭାରତରେ ସାଂପ୍ରଦାୟିକ ସଦ୍‌ଭାବ ଓ ଶାନ୍ତି ନଷ୍ଟ କରିବାକୁ ଚାହୁଛି ପାକିସ୍ତାନୀ ଗୁଇନ୍ଦା ସଂସ୍ଥା ଆଇଏସ୍‌ଆଇ। ଦେଶରେ ଏକ ବଡ଼ ଧରଣର ସାମ୍ପ୍ରଦାୟିକ ଦଙ୍ଗା ପାଇଁ ଷଡ଼ଯନ୍ତ୍ର କରିଛି ଆଇଏସ୍‌ଆଇ। ଲକ୍ଷ୍ନୌରେ ଲୋକମାନଙ୍କ ମଧ୍ୟରେ ବିଶୃଙ୍ଖଳା

ଭାରତ ସୀମା ସୁରକ୍ଷା ଲାଗି ଇସ୍ରାଏଲରୁ ୧୦୦ ହେରୋନ ଡ଼୍ରୋନ କିଣିବ

କଳିଙ୍ଗ ଜ୍ୟୋତି ବ୍ୟୁରୋ ନୂଆଦିଲ୍ଲୀ ୧୦/୦୮: ଚୀନ ଓ ପାକିସ୍ଥାନ ସହ ଭାରତର ସମ୍ପର୍କ ଦୃଷ୍ଟିରୁ ଭାରତୀୟ ସେନା ପକ୍ଷରୁ ପ୍ରତିରକ୍ଷା ମନ୍ତ୍ରଣାଳୟକୁ  ଇସ୍ରାଏଲ୍ ନିର୍ମିତ ୧୦୦ ହେରୋନ୍ ଡ଼୍ରୋନ କିଣିବା ନିମନ୍ତେ ପ୍ରସ୍ତାବ ପଠାଇବ । ଇସ୍ରାଏଲ ନିର୍ମିତ ଏହି ଅତ୍ୟାଧୁନିକ ଡ଼୍ରୋନ ଭାରତୀୟ

ରାଜଗାଙ୍ଗପୁର ନିକଟସ୍ଥ ବିଲେଇଗଡ଼ରେ ଜଣେ ମାନସିକ ବିକୃତ ମହିଳାଙ୍କୁ ଦୃଷ୍କର୍ମ : ଅଭିଯୁକ୍ତ ଟ୍ରକ ଡ୍ରାଇଭର ଗିରଫ

ରାଜଗାଙ୍ଗପୁର/କାଂଶବାହଲ,(କଳିଙ୍ଗ ଜ୍ୟୋତି ବ୍ୟୁରୋ), ୦୯/୦୮ : ରାଜଗାଙ୍ଗପୁର ନିକଟସ୍ଥ କାଂଶବାହଲ ଫାଣ୍ଡି ଅନ୍ତର୍ଗତ ବିଲେଇଗଡ଼ ଗ୍ରାମ ନିକଟରେ ଜଣେ ମାନସିକ ବିକୃତ ପାଗଳି ମହିଳାଙ୍କୁ ଦୃଷ୍କର୍ମ ହୋଇଥିବା ଅଭିଯୋଗ ହୋଇଛି। ଘଟଣାରୁ ପ୍ରକାଶ ଯେ, ଗତ ଅଗଷ୍ଟ ୭ ତାରିଖ, ଶୁକ୍ରବାର ରାତି

“ଆତ୍ମନିର୍ଭର ଭାରତ” : ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ୧୦୧ ରକ୍ଷା ଉପକରଣର ଆମଦାନୀ ଉପରେ ରୋକ୍…

କଳିଙ୍ଗ ଜ୍ୟୋତି ବ୍ୟୁରୋ ନୂଆଦିଲ୍ଲୀ ୦୯/୦୮: ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହଙ୍କ ଆଜି ଏକ ଗୁରୁତ୍ୱପୂର୍ଣ୍ଣ ଘୋଷଣା କରିଛନ୍ତି। ଆତ୍ମନିର୍ଭର କରିବାକୁ ଭାରତକୁ ପ୍ରୋତ୍ସାହନ ଦେବାକୁ ପ୍ରତିରକ୍ଷା କ୍ଷେତ୍ରରେ ଆମଦାନୀ ହେଉଥିବା ୧୦୧ ଉପକରଣ ଉପରେ ବ୍ୟାନ୍ ଲଗାଇଛନ୍ତି ସରକାର। ଏବେ ଏହିସବୁ

ଅଯୋଗ୍ୟ ‘କାଳିଆ’ ହିତାଧିକାରୀଙ୍କୁ ଆଶ୍ବସ୍ତି : ବର୍ତ୍ତମାନ ପାଇଁ ଚାଷୀଙ୍କୁ ଫେରାଇବାକୁ ପଡ଼ିବ ନାହିଁ…

ଭୁବନେଶ୍ୱର,(କଳିଙ୍ଗ ଜ୍ୟୋତି ବ୍ୟୁରୋ), ୦୯/୦୮ : ଆଜି ଅଯୋଗ୍ୟ 'କାଳିଆ' ହିତାଧିକାରୀ ମାନଙ୍କ ପାଇଁ ଏକ ଆଶ୍ବସ୍ତିକର ଖବର ଆସିଛି । ବର୍ତ୍ତମାନ ପାଇଁ ଚାଷୀମାନଙ୍କୁ ଆଉ କାଳିଆ ଟଙ୍କା ଫେରାଇବାକୁ ପଡ଼ିବ ନାହିଁ । କରୋନା ସ୍ଥିତି ଓ ଖରିଫ୍‌ ଫସଲକୁ ଦୃଷ୍ଟିରେ ରଖି ବର୍ତ୍ତମାନ

ଚାଷୀଙ୍କୁ ପ୍ରଧାନମନ୍ତ୍ରୀଙ୍କ ଉପହାର; ସାଢ଼େ ୮ କୋଟି ଚାଷୀଙ୍କ ବ୍ୟାଙ୍କ୍‌ ଆକାଉଣ୍ଟ୍‌କୁ ଗଲା ୧୭ ହଜାର କୋଟି…

ନୂଆଦିଲ୍ଲୀ,(କଳିଙ୍ଗ ଜ୍ୟୋତି ବ୍ୟୁରୋ),୦୯/୦୮ : ଦେଶର କୃଷକମାନଙ୍କ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଉପହାର ଭେଟି ଦେଇଛନ୍ତି। ରବିବାର ପ୍ରଧାନମନ୍ତ୍ରୀ ୧ ଲକ୍ଷ କୋଟି ଟଙ୍କାର କୃଷି ଭିତ୍ତିଭୂମି ପାଣ୍ଠି ଶୁଭାରମ୍ଭ କରିଛନ୍ତି। ପ୍ରଧାନମନ୍ତ୍ରୀ ଭିଡିଓ କନ୍‌ଫରେନ୍ସିଂ ଜରିଆରେ ଏହାର
error: Content is protected !!
Open chat