କରୋନା ପାଇଁ ଭୁବନେଶ୍ୱରରେ ୪୦ ପ୍ରତିଶତ ରେସ୍ତୋରାଁ ଓ ଢାବାରେ ତାଲା ଝୁଲିବ
କଳିଙ୍ଗ ଜ୍ୟୋତି ବ୍ୟୁରୋ ଭୁବନେଶ୍ୱର ୧୫/୦୭: କରୋନା ପାଇଁ ହୁଗୁଳି ଗଲାଣି ବ୍ୟାବସାୟିକ ଭିତ୍ତିଭୂମି। ଦେବାଳିଆ ହୋଇଗଲାଣି ବ୍ୟବସାୟ। ଏପରିକି ରାଜଧାନୀ ଭଳି ସ୍ଥାନରେ ମଧ୍ୟ କିଛି ରେସ୍ତୋରାଁ ଓ ଢାବାରେ ସବୁଦିନ ପାଇଁ ତାଲା ଠୁଙ୍କି ଦିଆଯାଇଛି। କେବଳ ପାର୍ସଲ ଦେବା ପାଇଁ ଅନୁମତି ଥିଲେ ହେଁ!-->…
