Yearly Archives

2020

ଆଜି ଭୁବନେଶ୍ୱରରେ ୨୯ କରୋନା ଆକ୍ରାନ୍ତ ଚିହ୍ନଟ, ୩ ସୁସ୍ଥ

କଳିଙ୍ଗ ଜ୍ୟୋତି ବ୍ୟୁରୋ ଭୁବନେଶ୍ୱର ୦୭/୦୭ : ଭୁବନେଶ୍ୱରରୁ ୨୯ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ୩ଜଣ ସୁସ୍ଥ ହୋଇଛନ୍ତି। ମୋଟ ୨୯ କରୋନା ଆକ୍ରାନ୍ତଙ୍କ ମଧ୍ୟରୁ ଲୋକାଲ୍‌ କଣ୍ଟାକ୍ଟ ୧୪, କ୍ବାରେଣ୍ଟାଇନ୍ ୧୪ ଓ କୋଭିଡ୍‌ ଯୋଦ୍ଧା ୧ ଚିହ୍ନଟ ହୋଇଛନ୍ତି। ଡୁମୁଡୁମା ସୁବାଶନଗର

ବରିଷ୍ଠ ନାଗରିକଙ୍କୁ ଭେଟି : ଆସିବ ସ୍ବତନ୍ତ୍ର ଯୋଜନା, ଉପକୃତ ହେବ ୧୦ ଲକ୍ଷ ବରିଷ୍ଠ ନାଗରିକ

ଭୁବନେଶ୍ୱର, (କଳିଙ୍ଗ ଜ୍ୟୋତି ବ୍ୟୁରୋ), ୦୭/୦୭ : ରାଜ୍ୟରେ ଖୁବ୍‌ଶୀଘ୍ର ବରିଷ୍ଠ ନାଗରିକଙ୍କ ପାଇଁ ସ୍ବତନ୍ତ୍ର ଯୋଜନାର ଆକ୍ସନ ପ୍ଲାନ୍‌ ପ୍ରସ୍ତୁତ ହେବ। ବରିଷ୍ଠ ନାଗରିକଙ୍କ ପାଇଁ କେନ୍ଦ୍ରର ସ୍ବତନ୍ତ୍ର ଯୋଜନାକୁ ରାଜ୍ୟ ସରକାର ସହମତି ପ୍ରକାଶ କରିଛନ୍ତି। ମୋବାଇଲ ଭ୍ୟାନ୍‌

ଚୀନର ସାଙ୍ଘାତିକ ଷଡ଼ଯନ୍ତ୍ର : ନେପାଳରେ କୋମଳମତି ସ୍କୁଲ ପିଲାଙ୍କ ମନରେ ଭାରତ ପ୍ରତି ଘୃଣା ଭାବର ବିଷ ବଳୟ ସୃଷ୍ଟି…

ନୂଆଦିଲ୍ଲୀ / କାଠମାଣ୍ଡୁ, (କଳିଙ୍ଗ ଜ୍ୟୋତି ବ୍ୟୁରୋ), ୦୭/୦୭ : ଭାରତ - ନେପାଳ ସୀମାରେ ଥିବା ସ୍କୁଲ ଗୁଡ଼ିକରେ କୋମଳମତି ଛାତ୍ରୀଛାତ୍ରଙ୍କୁ ଚାଇନା ଭାଷା ଶିକ୍ଷା ଦିଆଯିବା ସହିତ ଭାରତ ବିରୋଧରେ ଉସୁକାଇବା କାମ ମଧ୍ୟ କରାଯାଉଛି। ନେପାଳୀ ସ୍କୁଲ ପିଲାଙ୍କ ମନରେ ଭାରତ ପ୍ରତି ଘୃଣା ଭାବନା

ଡିପ୍ଲୋମା ଛାତ୍ରଛାତ୍ରୀ ଘରେ ବସି ଅନ୍‌ଲାଇନରେ ପରୀକ୍ଷା ଦେଇପାରିବେ

କଳିଙ୍ଗ ଜ୍ୟୋତି ବ୍ୟୁରୋ ଭୁବନେଶ୍ୱର ୦୭/୦୭ : ଘରେ ବସି ଡିପ୍ଲୋମା ଛାତ୍ରଛାତ୍ରୀ ଅନ୍‌ଲାଇନରେ ପରୀକ୍ଷା ଦେଇପାରିବେ। ଡିପ୍ଲୋମା ଷଷ୍ଠ ସେମିଷ୍ଟର ପରୀକ୍ଷା ପାଇଁ ଏନେଇ ରାଜ୍ୟ ବୈଷୟିକ ଶିକ୍ଷା ଓ ପ୍ରଶିକ୍ଷଣ ପରିଷଦ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ତେଣୁ ଅଗଷ୍ଟ ୧ରୁ ୨୦ ଭିତରେ

ବିଶ୍ୱବିଦ୍ୟାଳୟ ସ୍ତରରେ ୟୁଜିସି ଗାଇଡ୍ ଲାଇନ୍ ଅନୁସାରେ ଶେଷ ପରୀକ୍ଷା କରିବା ନେଇ ଅନୁମତି ଦେଲା ସ୍ୱରାଷ୍ଟ୍ର…

କଳିଙ୍ଗ ଜ୍ୟୋତି ବ୍ୟୁରୋ ନୂଆଦିଲ୍ଲୀ ୦୭/୦୭: ବିଶ୍ୱବିଦ୍ୟାଳୟ ପରୀକ୍ଷା ପାଇଁ ଅନୁମତି ଦେଇଛି କେନ୍ଦ୍ର ଗୃହ ମନ୍ତ୍ରାଳୟ । ଏ ନେଇ କେନ୍ଦ୍ର ଉଚ୍ଚ ଶିକ୍ଷା ସଚିବଙ୍କୁ ଚିଠି ଲେଖିଛି ଗୃହ ମନ୍ତ୍ରାଳୟ । ୟୁଜିସି ଗାଇଡ୍ଲାଇନ ଅନୁସାରେ ଫାଇନାଲ ପରୀକ୍ଷା ବା ଶେଷ ବର୍ଷର ପରୀକ୍ଷା କରିବା

ଦେଶରେ ମୋଟ କରୋନାଭାଇରସ୍ ଦ୍ୱାରା ଆକ୍ରାନ୍ତଙ୍କ ସଂଖ୍ୟା ୭,୧୯,୬୬୫, ସୁସ୍ଥ ୪,୩୯,୯୪୭,ମୃତ୍ୟୁ ସଂଖ୍ୟା୨୦,୧୬୦ :…

କଳିଙ୍ଗ ଜ୍ୟୋତି ବ୍ୟୁରୋ ନୂଆଦିଲ୍ଲୀ ୦୭/୦୭ : ଜୁଲାଇ ୭ ତାରିଖ ସକାଳ ୮ଟା ସୁଦ୍ଧା ସମଗ୍ର ଦେଶରେ ୭୧୯୬୬୫ ଜଣ କରୋନାଭାଇରସ୍ ଦ୍ୱାରା ଆକ୍ରାନ୍ତ ହୋଇଥିବା କଥା କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ତରଫରୁ ସୂଚନା ଦିଆଯାଇଛି । ଆକ୍ରାନ୍ତଙ୍କ ମଧ୍ୟରୁ ୪୩୯୯୪୭ ଜଣ ସୁସ୍ଥ

ହୀରାକୁଦ ତଳମୁଣ୍ଡରେ ୫ଟି ନୂଆ ବ୍ୟାରେଜ୍‌ ନିର୍ମାଣ କରିବାକୁ ସରକାରଙ୍କ ପ୍ରସ୍ତୁତି

କଳିଙ୍ଗ ଜ୍ୟୋତି ବ୍ୟୁରୋ ଭୁବନେଶ୍ୱର ୦୭/୦୭ : ମହାନଦୀ ଦେଇ ସମୁଦ୍ରକୁ ବହିଯାଉଥିବା ଜଳକୁ ବ୍ୟାରେଜ୍‌ କରି ସଂରକ୍ଷଣ କରାଯିବ। ଏଥିପାଇଁ ହୀରାକୁଦର ତଳମୁଣ୍ଡରେ ୫ଟି ନୂଆ ବ୍ୟାରେଜ୍‌ ନିର୍ମାଣ କରିବାକୁ ସରକାର ପ୍ରକ୍ରିୟା ଆରମ୍ଭ କରିଛନ୍ତି। ବର୍ଷାଜଳ ସମେତ ନଦୀ ଜଳକୁ ସଞ୍ଚୟ କରି ଚାଷ

ଆୟୁଷ ନିର୍ଦ୍ଦେଶକଙ୍କ ବିରୋଧରେ ସହକର୍ମୀଙ୍କୁ ଅଶ୍ଳୀଳ ମେସେଜ୍‌ ପଠାଇବା ଅଭିଯୋଗ : ଅଭିଯୁକ୍ତ ଫେରାର୍

କଳିଙ୍ଗ ଜ୍ୟୋତି ବ୍ୟୁରୋ ଭୁବନେଶ୍ୱର ୦୭/୦୭: ‘ତୁମେ ଯେତେବେଳେ ମୋ ଚାମ୍ବରକୁ ଆସ, ମୁଁ ଏକ୍ସାଇଟେଡ୍‌ ହୋଇଯାଏ। ଏଣୁ ଆମର ଭଲ ଦୋସ୍ତି ହେବା ଦରକାର। ଆମେ ଦିନେ ଖୋଲା ପଡ଼ିଆକୁ ଯିବା। ସେଠି ଗୀତ ଗାଇବା, ନାଚିବା, ପେଟେ ପେଟେ ପିଇବା, ଯା’ ଇଚ୍ଛା ତା’ କରିବା। ତେବେ ଯାଇ ଦୋସ୍ତି ହେବ

ଏଥର ବିନା ଦର୍ଶକରେ ହେବ ଇଣ୍ଡିଆନ ସୁପର ଲିଗ୍‌

କଳିଙ୍ଗ ଜ୍ୟୋତି ବ୍ୟୁରୋ ନୂଆଦିଲ୍ଲୀ ୦୭/୦୭: ଇଣ୍ଡିଆନ ସୁପର ଲିଗ୍‌ (ଆଇଏସ୍‌ଏଲ)ର ୭ମ ସଂସ୍କରଣ ଆସନ୍ତା ନଭେମ୍ବରରୁ ମାର୍ଚ୍ଚ ପର୍ଯ୍ୟନ୍ତ ରୁଦ୍ଧଦ୍ୱାରରେ ଅନୁଷ୍ଠିତ ହେବ। କୋଭିଡ୍‌-୧୯ ମହାମାରୀ ଯୋଗୁ ଏହି ଫୁଟ୍‌ବଲ ଇଭେଣ୍ଟ ଦୁଇଟି ରାଜ୍ୟ ମଧ୍ୟରେ ଖେଳାଯିବା ସମ୍ଭାବନା ରହିଛି।
error: Content is protected !!
Open chat