ଜୁଲାଇ ୨୧ ରୁ ଅମରନାଥ ଯାତ୍ରା : ସମସ୍ତ ଯାତ୍ରୀଙ୍କର ହେବ କୋଭିଡ଼ ଟେଷ୍ଟ
କଳିଙ୍ଗ ଜ୍ୟୋତି ବ୍ୟୁରୋ ଶ୍ରୀନଗର ୦୬/୦୭ : ବାବା ଅମରନାଥଙ୍କ ପ୍ରସିଦ୍ଧ ଦିବ୍ୟ ଆଳତୀ ଆରମ୍ଭ ହୋଇଛି। ଜୁଲାଇ ୫ ରୁ ଅଗଷ୍ଟ ୩ ତାରିଖ ଯାଏଁ ସକାଳ ଓ ସନ୍ଧ୍ୟା ଆଳତୀ ପ୍ରତ୍ୟେକ ଦିନ ଦୂରଦର୍ଶନରେ ସିଧାପ୍ରସାରଣ କରାଯିବ। ଏହାସହ ଚଳିତ ବର୍ଷ ଶୀଘ୍ର ଆରମ୍ଭ ହେବାକୁ ଯାଉଛି ଅମରନାଥ ଯାତ୍ରା।!-->!-->!-->…
