Yearly Archives

2020

କଟକର ୪ ହସ୍‌ପିଟାଲ୍‌ରେ କରୋନା ଆତଙ୍କ: ଆଜି ଠାରୁ ଆରମ୍ଭ ହେବ ଆଣ୍ଟିଜେନ୍‌ ଟେଷ୍ଟ

କଳିଙ୍ଗ ଜ୍ୟୋତି ବ୍ୟୁରୋ କଟକ ୦୬/୦୭:କଟକ ସହରର ୪ ହସ୍‌ପିଟାଲ୍‌ରେ ବହୁ ସଂଖ୍ୟାରେ କରୋନା ଆକ୍ରାନ୍ତ ଚିହ୍ନଟ ହେବାରୁ ସେଠାର ଆତଙ୍କ ଖେଳିଯାଇଛି। ଏହି ୪ଟି ହସ୍‌ପିଟାଲ୍‌ରେ କରୋନା ମୁକାବିଲା ପାଇଁ ଜିଲା ପ୍ରଶାସନ ପକ୍ଷରୁ କଡ଼ା ଆଭିମୁଖ୍ୟ ଗ୍ରହଣ କରିଛି। ତେବେ ଏସବୁ ହସ୍‌ପିଟାଲ୍‌ର

ବଙ୍ଗୋପସାଗର ଲଘୁଚାପ : ଓଡ଼ିଶାର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା, ୨୦ଜିଲ୍ଲାକୁ ସତର୍କ ରହିବାକୁ ପରାମର୍ଶ ଦେଲା…

ଭୁବନେଶ୍ୱର ୦୬।୦୭: ଉତ୍ତର ପଶ୍ଚିମ ବଙ୍ଗୋପସାଗର ତଥା ଉତ୍ତର ଓଡ଼ିଶାର ଉପରିଭାଗରେ ଲଘୁଚାପ ସୃଷ୍ଟି ହୋଇଛି। ଯାହାର ପ୍ରଭାବରେ ସୋମବାର ରାଜ୍ୟବ୍ୟାପୀ ବର୍ଷା ହେବାର ସମ୍ଭାବନା ରହିଛି । ତେବେ ନୂଆପଡ଼ା, ବଲାଙ୍ଗୀର ଓ କଳାହାଣ୍ଡି ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ ବୋଲି ଭୁବନେଶ୍ୱର

ରାଜ୍ୟରେ ଚିନ୍ତା ବଢାଉଛି ଆକ୍ରାନ୍ତଙ୍କ ସଂଖ୍ୟା, ବଢିଲା ଗୋଷ୍ଠୀ ସଂକ୍ରମଣର ଆଶଙ୍କା ।

କଳିଙ୍ଗ ଜ୍ୟୋତି ବ୍ୟୁରୋ ଭୁବନେଶ୍ୱର ୦୬/୦୭ : ରାଜ୍ୟରେ ଏବେ ଦିନକୁ ପାଖାପାଖି ୫ ଶହ କରୋନା ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି । ଗତ ୩ ଦିନ ଭିତରେ ଆକ୍ରାନ୍ତଙ୍କ ସଂଖ୍ୟା ୧୫ ଶହ ପାର୍ କରିଛି । ତେବେ ଚିିନ୍ତାର କାରଣ ହେଉଛି ଯେ, ଆକ୍ରାନ୍ତଙ୍କ ମଧ୍ୟରୁ ବହୁ ସଂଖ୍ୟାରେ ସ୍ଥାନୀୟ ଲୋକ ସଂକ୍ରମିତ

ଶ୍ରୀମନ୍ଦିରରୁ ବାହାରିଲା ନୀଳାଚଳ ଅବଢା : ମହାପ୍ରସାଦ ପାଇ ବିଭୋର ହେଲେ ଭକ୍ତ

ପୁରୀ, (କଳିଙ୍ଗ ଜ୍ୟୋତି) ୦୬/୦୭ : ଚତୁର୍ଦ୍ଧାବିଗ୍ରହ ନବଦିନାତ୍ମକ ଯାତ୍ରା ଶେଷ କରି ବାହୁଡିଛନ୍ତି ଶ୍ରୀମନ୍ଦିର। ସରିଛି ବିଶ୍ୱପ୍ରସିଦ୍ଧ ଘୋଷଯାତ୍ରା ।ଖାଲିପଡିଥିବା ରତ୍ନସିଂହାସନ ମହାପ୍ରଭୁଙ୍କୁ ପାଇ ଶୋଭାବର୍ଦ୍ଧନ କରୁଛି । ନୀଳକନ୍ଦରରେ ବିରାଜମାନ କରିଛନ୍ତି କଳା ଠାକୁର । ରବିବାର

ରାଷ୍ଟ୍ରପତିଙ୍କୁ ଭେଟି ଲେହ-ଲଦାଖ୍ ଗସ୍ତର ବିସ୍ତୃତ ବିବରଣୀ ଦେଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ, (କଳିଙ୍ଗ ଜ୍ୟୋତି ବ୍ୟୁରୋ), ୦୬/୦୭ : ଗତକାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରାଷ୍ଟ୍ରପତି ଭବନରେ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ଭେଟିଥିଲେ। ପ୍ରାୟ ଅଧ ଘଣ୍ଟାର ବୈଠକରେ ଉଭୟଙ୍କ ମଧ୍ୟରେ ଅନେକ ଜାତୀୟ ତଥା ଆନ୍ତର୍ଜାତୀୟ ପ୍ରସଙ୍ଗ ଉପରେ ଆଲୋଚନା କରାଯାଇଥିଲା। କିଭଳି

ପୂର୍ବତନ ବିଧାୟିକା ରାଧାରାଣୀ ପଣ୍ଡା ଅସୁସ୍ଥ, ଆଇସିୟୁରେ ଭର୍ତି

କଳିଙ୍ଗ ଜ୍ୟୋତି ବ୍ୟୁରୋ ବ୍ରଜରାଜନଗର ୦୬/୦୭ : ବରିଷ୍ଠ ବିଜେପି ନେତ୍ରୀ ତଥା ବ୍ରଜରାଜନଗର ପୂର୍ବତନ ବିଧାୟିକା ରାଧାରାଣୀ ପଣ୍ଡା ଗୁରୁତର ଭାବେ ଅସୁସ୍ଥ ହୋଇ ପଡ଼ିଛନ୍ତି। ଶନିବାର ରାତିରେ ତାଙ୍କୁ ବରଗଡ଼ ସ୍ଥିତ ଏକ ଘରୋଇ ଡ଼ାକ୍ତରଖାନାରେ ଭର୍ତି କରାଯାଇଛି। ରାଧାରାଣୀ ଦୀର୍ଘ ଦିନରୁ

କୋଭିଡ-୧୯ ଟୀକା ପ୍ରସ୍ତୁତିରେ ସଠିକ୍ ନିୟମ ପାଳନ : ଆଇସିଏମ୍‌ଆର

କଳିଙ୍ଗ ଜ୍ୟୋତି ବ୍ୟୁରୋ ଦିଲ୍ଲୀ ୦୬/୦୭ : ଅଗଷ୍ଟ ୧୫ ସୁଦ୍ଧା କୋଭିଡ୍‌-୧୯ ଟୀକା ପ୍ରସ୍ତୁତ ହେବ ବୋଲି ଆଇସିଏମ୍‌ଆର ଉଲ୍ଲେଖ କରିବା ପରେ, ବିଭିନ୍ନ ସ୍ୱାସ୍ଥ୍ୟ ବିଶେଷଜ୍ଞ ଏହାର ବାସ୍ତବତାକୁ ନେଇ ଆଶ୍ଚର୍ଯ୍ୟ ପ୍ରକଟ କରିଛନ୍ତି । ମାତ୍ର ଆଜି ଆଇସିଏମ୍‌ଆର ପକ୍ଷରୁ ସ୍ପଷ୍ଟ ଭାବେ

ପାକିସ୍ତାନର ଭୟଙ୍କର ଷଡଯନ୍ତ୍ର !! କରୋନା ସଂକ୍ରମିତ ଆତଙ୍କବାଦୀଙ୍କୁ ଅନୁପ୍ରବେଶ ଯୋଜନା

ଶ୍ରୀନଗର / ଦିଲ୍ଲୀ, (କଳିଙ୍ଗ ଜ୍ୟୋତି ବ୍ୟୁରୋ), ୦୬/୦୭ : ପାକିସ୍ତାନ ଛାଡି ପାରୁନି ନିଜର ପୁରୁଣା ଅଭ୍ୟାସ। ପାକ୍ ଅଧିକୃତ କଶ୍ମୀର(ପିଓକେ)ରେ ଏଲଓସି ନିକଟରେ ଆତଙ୍କୀ ଶିବିରରେ ଚାଲିଛି ଏକ ବଡ ଧରଣର ଭୟଙ୍କର ଷଡଯନ୍ତ୍ର। ତାହା ହେଲା କରୋନା ଫିଦାଇନ୍ ପ୍ରସ୍ତୁତ କରାଯାଉଛି। ପାକିସ୍ତାନୀ

ନବରଙ୍ଗପୁର ବିଧାନସଭା ସ୍ତରୀୟ ରାଲି:ଗରିବଙ୍କ ମୁହଁରେ ହସ ଫୁଟାଇବା ପ୍ରଧାନମନ୍ତ୍ରୀଙ୍କ ମୂଳ ଦାୟିତ୍ୱ-ଧର୍ମେନ୍ଦ୍ର…

କଳିଙ୍ଗ ଜ୍ୟୋତି ବ୍ୟୁରୋ ଭୁବନେଶ୍ୱର ୦୬/୦୭: ଗରିବଙ୍କ ବିକାଶ ହିଁ ପ୍ରଧାନମନ୍ତ୍ରୀଙ୍କ ମୂଳ ଦାୟିତ୍ୱ। ଭାରତବର୍ଷକୁ ପରମ୍ ବୈଭବଶାଳୀ ସ୍ଥାନକୁ ନେବା ପ୍ରଧାନମନ୍ତ୍ରୀଙ୍କ ଗୋଟିଏ ଲକ୍ଷ୍ୟ। ‘ସବକା ସାଥ୍, ସବକା ବିକାଶ’ ମାଧ୍ୟମରେ ଦେଶର ସବୁଠୁ ତଳ ଶ୍ରେଣୀର ଗରିବଙ୍କ ଜୀବନରେ ମୁଳଭୂତ
error: Content is protected !!
Open chat