ରାଜଧାନୀରେ ଆଉ ୬ କରୋନା ପଜିଟିଭ୍ ଚିହ୍ନଟ : ୫ ପୁରୁଷ-ଜଣେ ମହିଳା ଆକ୍ରାନ୍ତ।
ଭୁବନେଶ୍ୱର, (କଳିଙ୍ଗ ଜ୍ୟୋତି ବ୍ୟୁରୋ) ୨୮।୬ : ଚିନ୍ତା ବଢ଼ାଇଲାଣି ରାଜଧାନୀ, ଆଜି ଆଉ ୬ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେଥିମଧ୍ୟରେ ଅଛନ୍ତି ୫ ପୁରୁଷ-ଜଣେ ମହିଳା ସେଥିମଧ୍ୟରେ ୩ଜଣ ହୋମ୍ କ୍ୱାରାଣ୍ଟାଇନ୍ର ଥିବା ବେଳେ ୩ ଲୋକାଲ୍ କେସ୍ ରହିଛି। ଏହାକୁ ମିଶାଇ ଭୁବନେଶ୍ୱରରେ!-->…
