Yearly Archives

2020

ଭିଜିଲାନ୍ସ ଜାଲରେ କୋରାପୁଟ ଜିଲାର ମହିଳା ସରପଞ୍ଚ

କଳିଙ୍ଗ ଜ୍ୟୋତି ଜୟପୁର ୨୮/୦୬: କୋରାପୁଟ ଜିଲା ଜୟପୁର ଭିଜିଲାନ୍ସ ପକ୍ଷରୁ ଶନିବାର ହିତାଧିକାରୀଙ୍କଠାରୁ ଲାଞ୍ଚ ନେବା ବେଳେ ଜଣେ ମହିଳା ସରପଞ୍ଚ ଧରାପଡ଼ିଛନ୍ତି। ତାଙ୍କଠାରୁ ଟଙ୍କା ଜବତ କରାଯାଇ ତାଙ୍କୁ ଗିରଫ କରାଯାଇଛି। ଦଶମନ୍ତପୁର ବ୍ଲକ ମୁଜାଙ୍ଗ ପଞ୍ଚାୟତରେ ଏପରି ଘଟଣା

ଓଡିଆ ଯୁବ ବ୍ୟବସାୟୀଙ୍କୁ ଉଦ୍ୟମୀ କରିବା ପାଇଁ ଦାୟିତ୍ୱ ନେବାକୁ ପଡ଼ିବ – ଧର୍ମେନ୍ଦ୍ର ପ୍ରଧାନ

ଓଡିଆ ଯୁବ ବ୍ୟବସାୟୀଙ୍କୁ ଉଦ୍ୟମୀ କରିବା ପାଇଁ ଦାୟିତ୍ୱ ନେବାକୁ ଧର୍ମେନ୍ଦ୍ରଙ୍କ ଆହ୍ୱାନଓଡିଶାରେ ଏମଏସଏମଇ ନିମନ୍ତେ ଆର୍ଥିକ ପ୍ୟାକେଜ୍‍ ଏବଂ ସୁଯୋଗ ଉପରେ ଗୁରୁତ୍ୱାରୋପ-ରାଜ୍ୟରେ ଏମଏସଏମଇ କ୍ଷେତ୍ରର ବିକାଶ କରିବା ପାଇଁ ଅର୍ଥ, ଦକ୍ଷତା, କଞ୍ଚାମାଲ, ପରିଶ୍ରମୀ ମାନବସମ୍ବଳ,

ବାଟ ଖୋଜୁଛନ୍ତି ଦାମ, ବିଜେଡିକୁ ଫେରିବାକୁ ଗୋଡ଼ ଟେକି ବସିଛନ୍ତି,ବିରୋଧୀ ଦଳଙ୍କୁ ବିରୋଧ

କଳିଙ୍ଗ ଜ୍ୟୋତି ଭୁବନେଶ୍ୱର ୨୮/୦୬:ବିଜେଡିରୁ ବହିଷ୍କୃତ ବରିଷ୍ଠ ନେତା ତଥା ପୂର୍ବତନ ମନ୍ତ୍ରୀ ଡାକ୍ତର ଦାମୋଦର ରାଉତ ଏବେ ବିଜେଡିକୁ ଫେରିବା ପାଇଁ ଗୋଡ଼ ଟେକି ବସିଛନ୍ତି। ବିଜେଡିରୁ ସବୁଜ ସଙ୍କେତ ମିଳିବା ମାତ୍ରେ ସେ ବିଜେଡି ସଂଗଠନ ପାଇଁ କାମ କରିବାକୁ ପ୍ରସ୍ତୁତ ଥିବା ଗଣମାଧ୍ୟମକୁ

ରାଜଧାନୀରେ ହୁ ହୁ ହୋଇ ମାଡି ଚାଲିଛି କୋରାନା ,୨୭ ଦିନରେ ୨୧୮ ପଜିଟିଭ୍

କଳିଙ୍ଗ ଜ୍ୟୋତି ଭୁବନେଶ୍ୱର ୨୮/୦୬ : ରାଜଧାନୀରେ ଜୁନ୍ ମାସ କରୋନାର ସବୁ ରେକର୍ଡ ଭାଙ୍ଗି ଦେଇଛି। ଆକ୍ରାନ୍ତଙ୍କ ସଂଖ୍ୟା ୩ଶହ ନିକଟତର ହେବାରେ ଲାଗିଛି। ପୂର୍ବରୁ ରାଜଧାନୀରେ ୬୫ଜଣ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ଚଳିତମାସରେ ୨ଶହରୁ ଅଧିକ ସଂକ୍ରମିତଙ୍କୁ ଚିହ୍ନଟ କରାଗଲାଣି।

ବୀରମିତ୍ରପୁର ନାବାଳିକା ଗର୍ଭପାତ ପ୍ରସଙ୍ଗ, ପସୋକୋ ଅଦାଲତର ନିର୍ଦ୍ଦେଶ ପରେ ପୀଡ଼ିତାଙ୍କ ବୟାନ ରେକର୍ଡ଼

କଳିଙ୍ଗ ଜ୍ୟୋତି ସୁନ୍ଦରଗଡ ୨୮/୦୬:ସୁନ୍ଦରଗଡ଼ : ବୀରମିତ୍ରପୁର ନାବାଳିକା ଦୁଷ୍କର୍ମ ଓ ଗର୍ଭପାତ ପ୍ରସଙ୍ଗ ଦିନକୁ ଦିନ ଘନେଇବାରେ ଲାଗିଛି। ତଦନ୍ତ ପ୍ରକ୍ରିୟା ଯେତିକି ଆଗକୁ ବଢ଼ୁଛି ଘଟଣାର ଦିଗ ମଧ୍ୟ ସେତିକି ବଦଳିବାରେ ଲାଗିଛି । ଆଜି ଘଟଣାର ତଦନ୍ତ କରୁଥିବା ମହିଳା ଡିଏସପି

ଅସୁରକ୍ଷିତ ରାଜଧାନୀ,ଭୁବନେଶ୍ୱରରେ ମହିଳା ଇନ୍‌ସପେକ୍ଟରଙ୍କୁ ଆକ୍ରମଣ, ଲଜ୍‌ ମାଲିକ ଗିରଫ

କଳିଙ୍ଗ ଜ୍ୟୋତି ଭୁବନେଶ୍ୱର ୨୮/୦୬:ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱର ଖଣ୍ଡଗିରି ଅଂଚଳରେ ଜଣେ ମହିଳା ଇନ୍‌ସପେକ୍ଟରଙ୍କୁ ଆକ୍ରମଣ ଓ ଅସଦାଚରଣ ହୋଇଥିବା ଅଭିଯୋଗ ହୋଇଛି। ପାର୍କିଂକୁ କେନ୍ଦ୍ର କରି ମହିଳା ପୁଲିସଙ୍କୁ ଆକ୍ରମଣ ହୋଇଥିବା ସୂଚନା ମିଳିଛି। ଏନେଇ ଖଣ୍ଡଗିରି ଥାନାରେ ଅଭିଯୋଗ

ଲଦାଖ ସୀମାରେ ଏୟାର ଡିଫେନ୍ସ ମିସାଇଲ୍ ମୁତୟନ କଲା ଭାରତ,ଆଖି ଉଠାଇ ଚାହିଁବାକୁ ଡରିବ ଚୀନ୍

କଳିଙ୍ଗ ଜ୍ୟୋତି ନୂଆଦିଲ୍ଲୀ ୨୮।୦୬: ସରକାରୀ ସୂତ୍ର ଅନୁଯାୟୀ ସୀମାରେ ନିଜର ଉପସ୍ଥିତି ଏବଂ ଶକ୍ତି ବଢାଇବା ପାଇଁ ଭାରତ ସେନା ଓ ବାୟୁସେନା ଏୟାର ଡିଫେନ୍ସ ସିଷ୍ଟମକୁ ମୁତୟନ କରିଛି। ଯଦ୍ଵାରା ପିପଲ୍ସ ଲିବେରେସନ ଆର୍ମି(ପିଏଲଏ)ର ଲଢୁଆ ବିମାନ କିମ୍ବା ହେଲିକପ୍ଟରର ପ୍ରତିଟି ଦୁଃସାହାସର

ସଂପନ୍ନ ହେଲା ମହାପ୍ରଭୁଙ୍କ ହେରା ପଞ୍ଚମୀ ନୀତି: ଅଭିମାନ କରି ନନ୍ଦିଘୋଷ ଭାଙ୍ଗିଲେ ମା’ ଲକ୍ଷ୍ମୀ

କଳିଙ୍ଗ ଜ୍ୟୋତି ପୁରୀ ୨୮/୦୬: ଶ୍ରୀକ୍ଷେତ୍ର ପୁରୀରେ ମହାପ୍ରଭୁଙ୍କ ହେରା ପଞ୍ଚମୀ ନୀତି ଅନୁଷ୍ଠିତ ହୋଇଯାଇଛି। ଋକ୍ମିଣୀ ହରଣ ଏକାଦଶୀରେ ବିବାହ ପରେ ମହାପ୍ରଭୁ ଚତୁର୍ଥୀ (ଚତୁର୍ଦ୍ଦଶୀ ତିଥି) ଦିନ ସ୍ନାନବେଦୀରେ ଅତ୍ୟଧିକ ସ୍ନାନ ଯୋଗୁ ଜ୍ୱରରେ ପଡ଼ି ଅଣସର ଘରେ ଥିଲେ। ଭଲ ହୋଇ ଅଣସର

ଦେଶରେ କରୋନା ଜନିତ ସୁସ୍ଥ ହାର ୫୮% ରୁ ଅଧିକ ,ମୃତ୍ୟୁ ହାର ପାଖାପାଖି ୩%

କଳିଙ୍ଗ ଜ୍ୟୋତି ବ୍ୟୁରୋ ନୂଆଦିଲ୍ଲୀ୨୮/୦୬ : ଭାରତରେ କରୋନା ଜନିତ ସୁସ୍ଥ ହାରରେ ୫୮ ପ୍ରତିଶତରୁ ଅଧିକ ରହିଛି। ପାଖାପାଖି ୩ ଲକ୍ଷ ଲୋକ ସଂକ୍ରମଣରୁ ସୁସ୍ଥ ହୋଇସାରିଲେଣି ବୋଲି କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ହର୍ଷବର୍ଦ୍ଧନ କହିଛନ୍ତି। ସେହିଭଳି ଦେଶରେ ମୃତ୍ୟୁ ହାର ପାଖାପାଖି ୩
error: Content is protected !!
Open chat