ଜୁନ ୩୦ ସୁଦ୍ଧା ଅଭିଭାବକ ଫି ଦେଇ ନ ପାରିଲେ ପିଲାଙ୍କ ଆଡମିଶନ ରଦ୍ଦ କରିପାରିବ ନାହିଁ ଘରୋଇ ସ୍କୁଲ : ଗୁଜୁରାଟ…
କଳିଙ୍ଗ ଜ୍ୟୋତି ବ୍ୟୁରୋ ଅହମଦାବାଦ ୨୮/୦୬ : ଗୁଜୁରାଟ ହାଇକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ରାୟ ଶୁଣାଇ କହିଛନ୍ତି ଯେ ଜୁନ ୩୦ ସୁଦ୍ଧା ଯେଉଁ ଅଭିଭାବକମାନେ ନିଜ ସନ୍ତାନର ସ୍କୁଲ ଫି ଦେଇପାରିନାହାନ୍ତି ଘରୋଇ ସ୍କୁଲ ସେମାନଙ୍କ ପିଲାଙ୍କ ଆଡମିସନ ରଦ୍ଦ କରିପାରିବ ନାହିଁ ।
ମୁଖ୍ୟ!-->!-->!-->!-->!-->…
