Yearly Archives

2020

ପ୍ରଳୟଙ୍କରୀ ଝଡ ବର୍ଷା ଓ ବଜ୍ରପାତରେ ବିହାରରେ ୮୩ ଜଣଙ୍କର ମୃତ୍ୟୁ : ଟ୍ୱିଟ ଯୋଗେ ପ୍ରଧାନମନ୍ତ୍ରୀଙ୍କ ଦୁଖଃ ପ୍ରକାଶ ।

ପାଟନା / ନୂଆଦିଲ୍ଲୀ, (କଳିଙ୍ଗ ଜ୍ୟୋତି ବ୍ୟୁରୋ), ୨୫/୦୬ : ବିହାରରେ ଗତ ୨୪ ଘଣ୍ଟା ମଧ୍ୟରେ ପ୍ରଳୟଙ୍କରୀ ଝଡ ବର୍ଷା ଏବଂ ବଜ୍ରପାତରେ ଏପର୍ଯ୍ୟନ୍ତ ୮୩ ଜଣଙ୍କର ମୃତ୍ୟୁ ଘଟିଛି। ଅଚାନକ୍ ବଜ୍ରପାତ ହେବାରୁ ଆଶ୍ଚର୍ଯ୍ୟ କଲା ପରି ଏଭଳି ଘଟଣା ବିହାରରେ ଦେଖିବାକୁ ମିଳିଛି । ଅଚାନକ୍ ବଜ୍ରପାତ

‘କୌନ ବାନେଗା କାରୋଡ଼ପତି’ ସିଜିନ – ୧୨ ପଞ୍ଜୀକରଣ ଆଜି ରାତି ୯ଟାରୁ ଆରମ୍ଭ ହେବ ।

ମୁମ୍ବାଇ, (କଳିଙ୍ଗ ଜ୍ୟୋତି ବ୍ୟୁରୋ) ୨୫/୦୬ : କେବିସି-୧୨ର ପଞ୍ଜୀକରଣ ପ୍ରକ୍ରିୟା ପୂର୍ବରୁ ମେ ୯ରେ ଆରମ୍ଭ ହୋଇ ମେ ୨୨ରେ ଶେଷ ହୋଇଥିଲା। ଏବେ ଏହାକୁ ପୁନଃ ଆରମ୍ଭ କରାଯାଉଥିବା ନେଇ ସୋନିଲିଭ୍ ଟ୍ୱିଟର ଜରିଆରେ ସୂଚନା ଦେଇଛି । କୌନ ବାନେଗା କାରୋଡ଼ପତି(କେବିସି)ର ଦ୍ୱାଦଶ ସିଜିନ ପାଇଁ

୫ ରାଜ୍ୟକୁ ମିଳିବ ପ୍ରଥମ ପର୍ଯ୍ୟାୟରେ‌ କୋଭିଡ୍‌-୧୯ ଔଷଧ “କୋଭିଫର”, ଦ୍ୱିତୀୟ ପର୍ଯ୍ୟାୟରେ…

ଭୁବନେଶ୍ୱର (କଳିଙ୍ଗ ଜ୍ୟୋତି ବ୍ୟୁରୋ) ୨୫/୦୬ : ପ୍ରଥମ ପର୍ଯ୍ୟାୟରେ ମହାରାଷ୍ଟ୍ର, ଦିଲ୍ଲୀ, ତାମିଲନାଡୁ, ଗୁଜରାଟ ଏବଂ ତେଲେଙ୍ଗାନାରେ କୋଭିଫର ପହଞ୍ଚିବ। ଦ୍ୱିତୀୟ ପର୍ଯ୍ୟାୟରେ କୋଲକାତା, ଇନ୍ଦୋର, ଭୋପାଳ, ଲକ୍ଷ୍ନୌ, ପାଟଣା, ଭୁବନେଶ୍ୱର, ରାଞ୍ଚି, ବିଜୟଓ୍ୱାଡ଼ା, କୋଚି, ତ୍ରିଭେନ୍ଦ୍ରମ

ସାମ୍ନାକୁ ଆସିଲା ସାଙ୍ଘାତିକ ତଥ୍ୟ, ନାବାଳିକାକୁ ବାରମ୍ବାର ଦୁଷ୍କର୍ମ, ଗର୍ଭପାତ : ପୀଡିତାଙ୍କ ବୟାନ ରେକର୍ଡ କଲେ…

ରାଉରକେଲା (କଳିଙ୍ଗ ଜ୍ୟୋତି) ୨୫/୬: ବେଆଇନ୍ ଭାବେ ରାତିଅଧିଆ ନାବାଳିକାଙ୍କ ଗର୍ଭପାତ କରାଇବା ଘଟଣାରେ ନୂଆ ତଥ୍ୟା ସାମ୍ନାକୁ ଆସିଛି। ଏହି ଘଟଣାରେ ରାଏବଗା ଥାନାରେ ୬ ଜଣଙ୍କ ନାଁରେ ମାମଲା ରୁଜୁ ହୋଇଛି। ସେମାନଙ୍କ ମଧ୍ୟରେ ପୀଡିତାଙ୍କ ସାବତ ବାପାଙ୍କ ନାଁ ମଧ୍ୟ ରହିଛି। ପୀଡିତାଙ୍କ ସାବତ

ହିନ୍ଦୁସ୍ଥାନ ୟୁନିଲିଭର କମ୍ପାନୀର ନିଷ୍ପତ୍ତି : ‘ଫେୟାର୍ ଆଣ୍ଡ ଲଭଲି’ ରୁ ହଟିବ…

ବେଙ୍ଗାଲୁରୁ (କଳିଙ୍ଗ ଜ୍ୟୋତି ବ୍ୟୁରୋ) ୨୫/୬ : ବର୍ଣ୍ଣ ବୈଷମ୍ୟ ମନୋଭାବର ପୃଷ୍ଠପୋଷକତାର ଅଭିଯୋଗ ଫଳରେ, ସୁନ୍ଦର ତ୍ୱଚା ଓ ଉଜ୍ଜଳ ଚେହେରା ପାଇଁ ହିନ୍ଦୁସ୍ଥାନ ୟୁନିଲିଭର ଦ୍ୱାରା ପ୍ରସ୍ତୁତ ଫେୟାର ଆଣ୍ଡ ଲଭଲିରୁ ଏବେ ଫେୟାର୍ ନାମ ହଟାଇବ ବୋଲି କମ୍ପାନୀ କର୍ତ୍ତୃପକ୍ଷ ଗୁରୁବାର

ଜୋର ଧରିଲା କେ.ପି.ଶର୍ମାଙ୍କ ଇସ୍ତଫା ଦାବୀ, ନେପାଳରେ ପ୍ରଧାନମନ୍ତ୍ରୀ ପଦକୁ ନେଇ ଆରମ୍ଭ ହେଲା ଗୋଷ୍ଠୀ କନ୍ଦଳ।

(କଳିଙ୍ଗ ଜ୍ୟୋତି ବ୍ୟୁରୋ) ୨୫/୦୬ : ନେପାଳରେ କ୍ଷମତାସୀନ କମ୍ୟୁନିଷ୍ଟ ପାର୍ଟିରେ ଅନ୍ତରିଣ ବିବାଦ ବଢିବାରେ ଲାଗିଛି। ପାର୍ଟିରେ ବିଦ୍ରୋହ ଉପୁଜିଥିବା ବେଳେ ନିଜ ଦଳର ସାଂସଦମାନେ ପ୍ରଧାନମନ୍ତ୍ରୀ କେ.ପି.ଶର୍ମା ଓଲିଙ୍କ ଇସ୍ତଫା ଦାବି କରିଛନ୍ତି। ପ୍ରଧାନମନ୍ତ୍ରୀଙ୍କ ଇସ୍ତଫା ଦାବିରେ

ସୀମାରେ ଟି-୯୦ ଭୀଷ୍ମ ଟ୍ୟାଙ୍କ ମୁତୟନ, ଚୀନକୁ ଏବେ ଅସ୍ତ୍ର ମାଧ୍ୟମରେ ଜବାବ ଦେବ ଭାରତ।

(କଳିଙ୍ଗ ଜ୍ୟୋତି ବ୍ୟୁରୋ) ସୀମାନ୍ତ ଅଞ୍ଚଳରେ ଶତ୍ରୁର ସମସ୍ତ ଯୋଜନାକୁ ରଣନୈତିକ ଏବଂ ସାମରିକ ସ୍ତରରେ ମାତ ଦେବାକୁ ପ୍ରସ୍ତୁତ ହୋଇଉଠିଛି ଭାରତୀୟ ସେନା । ଉଭୟ ଦେଶର ସୀମାକୁ ପରସ୍ପର ଠାରୁ ଅଲଗା କରୁଥିବା ପ୍ରକୃତ ନିୟନ୍ତ୍ରଣ ସୀମାରେଖା - ଏଲଏସି ( Line of Actual Conmtrol-LAC)

‘ଆତ୍ମନିର୍ଭର ଭାରତ’ ଅଭିଯାନରେ ବଡ଼ ପେଣ୍ଠସ୍ଥଳୀ ହେବ ଯାଜପୁର : ଧର୍ମେନ୍ଦ୍ର ପ୍ରଧାନ

ଯାଜପୁର (କଳିଙ୍ଗ ଜ୍ୟୋତି ବ୍ୟୁରୋ) ୨୫/୦୬ : ଆଜି ଯାଜପୁର ବିଧାନସଭା ସ୍ତରୀୟ ଜନସମ୍ବାଦ ଭର୍ଚୁଆଲ ରାଲିରେ ଯୋଗଦେଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ଯେ ଆତ୍ମନିର୍ଭର ଭାରତ ଅଭିଯାନରେ ବଡ଼ ପେଣ୍ଠସ୍ଥଳୀ ହେବ ଓଡ଼ିଶାର ଯାଜପୁର ଜିଲ୍ଲା । ଶ୍ରୀ ପ୍ରଧାନ କହିଛନ୍ତି ଯାଜପୁରର
error: Content is protected !!
Open chat