ଆସିଲା ସୁଶାନ୍ତଙ୍କ ଅନ୍ତିମ ଶରୀର ବ୍ୟବଚ୍ଛେଦ ରିପୋର୍ଟ, ଏବେ ସୁଦ୍ଧା ୨୩ ଜଣଙ୍କୁ ଜେରା
କଳିଙ୍ଗଜ୍ୟୋତି ମୁମ୍ବାଇ ୨୫/୦୬: ବଲିଉଡ୍ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ଅନ୍ତିମ ଶରୀର ବ୍ୟବଚ୍ଛେଦ ରିପୋର୍ଟ ଗ୍ରହଣ କରିଛି ମୁମ୍ବାଇ ପୁଲିସ୍। ବ୍ୟବଚ୍ଛେଦ ରିପୋର୍ଟରେ ସ୍ପଷ୍ଟ ଭାବେ ଲେଖାଯାଇଛି ଯେ ସୁଶାନ୍ତଙ୍କ ମୃତ୍ୟୁ ପୂରାପୂରି ଭାବେ ଆତ୍ମହତ୍ୟା। ସେଥିରେ କୌଣସି ପ୍ରକାରର!-->!-->!-->…
