Yearly Archives

2020

କ୍ୟାନ୍ସର ହସ୍ପିଟାଲରେ ପହଞ୍ଚିଲା କରୋନା

କଳିଙ୍ଗ ଜ୍ୟୋତି କଟକ ୨୫/୦୬- : ରାଜ୍ୟରେ ଏବେ କୋରୋନା ଯୋଦ୍ଧାମାନେ କୋରୋନରେ ଆକ୍ରାନ୍ତ ହେଉଥିବା ବେଳେ ଏବେ କ୍ୟାନ୍ସର ହସ୍ପିଟାଲରେ କରୋନା ପହଞ୍ଚିଛି। କଟକ ଆଚାର୍ଯ୍ୟ ହରିହର କ୍ୟାନ୍ସର ହସ୍ପିଟାଲରେ ପହଞ୍ଚିଛି କୋରୋନା। ହସ୍ପିଟାଲର ଇମର୍ଜେନ୍ସି ୱାର୍ଡରୁ ଜଣେ

୩୧ ଜୁଲାଇ ପର୍ଯ୍ୟନ୍ତ ପଶ୍ଚିମବଙ୍ଗ ଲକ୍‌ଡାଉନ୍

କଳିଙ୍ଗ ଜ୍ୟୋତି କୋଲକାତା ୨୫/୦୬- କରୋନା ଭୂତାଣୁ ସଂକ୍ରମଣକୁ ରୋକିବା ପାଇଁ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ବୁଧବାର ଦିନ ରାଜ୍ୟରେ ୩୧ ଜୁଲାଇ ପର୍ଯ୍ୟନ୍ତ ଲକ୍‌ଡାଉନ୍‌ କରିବାକୁ ଘୋଷଣା କରିଛନ୍ତି। ପଶ୍ଚିମବଙ୍ଗରେ ବର୍ତ୍ତମାନ ହୋଇଥିବା ଲକଡାଉନ୍ ୩୦ ଜୁନ୍ ରେ ଶେଷ ହେବ।

ଜୁନ ପରେ ଏବେ ପୁଣି ଜୁଲାଇ ଚିନ୍ତା । ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ କହିଲେ ଜୁଲାଇରେ ବଢ଼ିବ ଅଧିକ ସଂକ୍ରମଣ, ବିଶେଷଜ୍ଞ…

କଳିଙ୍ଗ ଜ୍ୟୋତି ବ୍ୟୁରୋ ୨୫/୦୬: ଜୁଲାଇ ମାସରେ ଓଡ଼ିଶାରେ ବଢ଼ିବ ସଂକ୍ରମଣ, ସତର୍କ ରହିବାକୁ ସରକାରଙ୍କ ପରାମର୍ଶ । କରୋନା ସଂକ୍ରମଣ କେବେ ସର୍ବୋଚ୍ଚ ସ୍ତରରେ ପହଁଚିବ, ଏ ନେଇ ସଠିକ୍ ଆକଳନ କରାଯାଇ ପାରୁନଥିଲେ ବି ଜୁଲାଇ ମାସରେ ରାଜ୍ୟରେ ସଂକ୍ରମଣ ବୃଦ୍ଧି ପାଇବ ବୋଲି କହିଛନ୍ତି ନୂଆ

୨୦୧୮-୧୯ ଆର୍ଥିକ ବର୍ଷ ପାଇଁ ଆୟକର ରିଟର୍ଣ୍ଣ ଦାଖଲ ସମୟ ସୀମା ଜୁଲାଇ ୩୧କୁ ବୃଦ୍ଧି

କଳିଙ୍ଗ ଜ୍ୟୋତି ନୂଆଦିଲ୍ଲୀ :୨୫/୦୬: ସରକାର ବୁଧବାର ଦିନ ୨୦୧୮-୧୯ ଆର୍ଥିକ ବର୍ଷ ପାଇଁ ଆୟକର ରିଟର୍ଣ୍ଣ ଦାଖଲ କରିବାର ସମୟ ସୀମାକୁ ଜୁଲାଇ ୩୧ ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି। ସେହିଭଳି ଆଧାର ସହ ପାନ୍ ସଂଯୋଗ ସମୟ ସୀମା ମଧ୍ୟ ୨୦୨୧ ମାର୍ଚ୍ଚ ୩୧ ପର୍ଯ୍ୟନ୍ତ ବୃଦ୍ଧି

ଗୋରୁ ବୋଝେଇ ପିକ୍ଅପ ଗ୍ରାମବାସୀଙ୍କ ଦ୍ବାରା ଅଟକ।

ରାଜଗାଙ୍ଗପୁର (କଳିଙ୍ଗ ଜ୍ୟୋତି), ୨୪ା୬ ଆଜି ରାଉରକେଲା ନିକଟସ୍ଥ ବ୍ରାହ୍ମଣୀତରଂଗ ଥାନା ଅନ୍ତର୍ଗତ ନୂଆଗାଁ ଠାରେ ଏକ ଗୋରୁ ବୋଝେଇ ପିକ୍ଅପକୁ ରାଜପଥ ନିକଟରେ ସ୍ଥାନୀୟ ଅଂଚଳବାସୀ ଅଟକ ରଖିଛନ୍ତି । ପ୍ରାପ୍ତ ସୂଚନା ଅନୁଯାୟୀ, ପିକ୍ଅପ ନଂ OD 14C 2616 ଦ୍ବାରା ୧୦ ଗୋଟି ଗୋରୁ ରାଜଗାଙ୍ଗପୁର

ସେନାମୁଖ୍ୟ ନରଓ୍ୱାଣେ ଲଦାଖରେ ଯବାନଙ୍କୁ ଭେଟିଲେ – ସାହସ, ଉତ୍ସାହ ପାଇଁ ସମ୍ମାନିତ କଲେ।

ନୂଆଦିଲ୍ଲୀ (କଳିଙ୍ଗ ଜ୍ୟୋତି),୨୪-୦୬ : ଦୁଇ ଦିନିଆ ଲଦାଖ ଗସ୍ତରେ ଅଛନ୍ତି ସେନା ମୁଖ୍ୟ ଜେନେରାଲ ଏମ.ଏମ ନରୱାଣେ । ଏହା ସେହି ସ୍ଥାନ ଯେଉଁଠି ଭାରତ ଓ ଚୀନ ସେନା ମୁହାଁମୁହିଁ ହୋଇଥିଲେ। ଗସ୍ତର ଦ୍ୱିତୀୟ ଦିନରେ ସେନା ମୁଖ୍ୟ ଆଜି ପୂର୍ବ ଲଦାଖ ଅଞ୍ଚଳ ପରିଦର୍ଶନ କରିଛନ୍ତି। ଏଠାରେ

ଚଳିତ ବର୍ଷର ପ୍ରଥମ ବନ୍ୟାଜଳ ଆସନ୍ତାକାଲି ହୀରାକୁଦରୁ ହେବ ନିଷ୍କାସିତ।

ସମ୍ବଲପୁର (କଳିଙ୍ଗ ଜ୍ୟୋତି) : ଆସନ୍ତାକାଲି ହୀରାକୁଦରୁ ଚଳିତ ବର୍ଷର ପ୍ରଥମ ବନ୍ୟାଜଳ ନିଷ୍କାସିତ ହେବ । କାଲି ଦିନ ୧୦ଟା ପରେ ଯେ କୌଣସି ସମୟରେ ହୀରାକୁଦ ଡ୍ୟାମ୍ ର ଗେଟ ଖୋଲାଯିବ । ପ୍ରଥମ ପର୍ଯ୍ୟାୟରେ ୫ଟି ଗେଟ୍ ଖୋଲାଯିବ ବୋଲି ହୀରାକୁଦ ଜଳଭଣ୍ଡାର କର୍ତ୍ତୃପକ୍ଷଙ୍କ ତରଫରୁ ସୂଚନା

ଓଡିଶାରେ ଏଯାଏଁ ହୋଇନି ଗୋଷ୍ଠୀ ସଂକ୍ରମଣ : ପୁଣି ହେବ ଆଂଟିବଡି ଟେଷ୍ଟ ।

କଳିଙ୍ଗ ଜ୍ୟୋତି ଭୁବନେଶ୍ୱର:୨୪-୦୬ : ପୁଣି ହେବ ଆଂଟିବଡି ଟେଷ୍ଟ । ଏଥିପାଇଁ ଆଇସିଏମଆର ଦ୍ୱାରା ଅନୁମୋଦିତ ଆଂଟିବଡି ଟେଷ୍ଟ କିଟ୍ ଆସନ୍ତା ସପ୍ତାହରେ ଓଡିଶାରେ ପହଂଚିବ । ଆଇଏଲଏସ ନିର୍ଦ୍ଦେଶକ ଅଜୟ ପରିଡାଙ୍କ ସୂଚନା ଅନୁସାରେ ଏହି କିଟ୍ ଆରଏମଆରସିରେ ପହଂଚିବ । ତେବେ ଏଯାଏଁ

ଜୁଲାଇରେ ଆହୁରି ଅଧିକ ବଢ଼ିବ କରୋନା ସଂକ୍ରମଣ।

ଭୁବନେଶ୍ୱର (କଳିଙ୍ଗ ଜ୍ୟୋତି), ୨୪ା୬: କରୋନା ଦିନକୁ ଦିନ କାୟା ବିସ୍ତାର କରିବାରେ ଲାଗିଛି । ଏହି ଭାଇରସର ଏପର୍ଯ୍ୟନ୍ତ ପ୍ରତିଶେଧକ ମଧ୍ୟ ମିଳିପାରି ନାହିଁ । କରୋନା ଆକ୍ରାନ୍ତ ସଂଖ୍ୟା ଆଗକୁ ବଢ଼ିବାର ସମ୍ଭାବନା ରହିଛି । ଜୁନ ଅପେକ୍ଷା ଜୁଲାଇ ମାସରେ ସଂକ୍ରମଣ ସଂଖ୍ୟା ଅଧିକ ରହିବ ବୋଲି
error: Content is protected !!
Open chat