କରୋନା ଔଷଧ ‘ରେମଡେସିଭିର’ର ଦାମ୍ ୫ ହଜାରରୁ କମ୍, ସଫଳତା ନେଇ ସିପ୍ଲା କମ୍ପାନୀ ନିଶ୍ଚିତ।
ବେଙ୍ଗାଲୁରୁ (କଳିଙ୍ଗ ଜ୍ୟୋତି) ୨୪।୬: କୋଭିଡ-୧୯ର ଚିକିତ୍ସା ପାଇଁ ସିପଲା ଏବଂ ହେଟେରୋ ଜେନେରିକ ଔଷଧ ଲଞ୍ଚ କରିଛନ୍ତି । ଭାରତୀୟ ଔଷଧ ଉତ୍ପାଦନକାରୀ ସିପଲା ଲିମିଟେଡ୍ ଏବଂ ଆମେରିକାର ଔଷଧ ଉତ୍ପାଦନକାରୀ ଗିଲିଆଡ୍ ସାଇନ୍ସେସ୍ ର ଆଣ୍ଟିଭାଇରାଲ୍ ଔଷଧ ରେମଡେସିଭିର ମୂଲ୍ୟ ୫ ହଜାରରୁ କମ୍!-->…
