ତୈଳ ଦର ବୃଦ୍ଧି ପାଉଥିବାରୁ ବଢ଼ିଲା ବସ୍ ଭଡ଼ା
ଭୁବନେଶ୍ବର: ଲଗାତର ଭାବେ ତୈଳ ଦର ବୃଦ୍ଧି ପାଉଥିବାରୁ ଆଜି ରାଜ୍ୟରେ ଘରୋଇ ବସ୍ ଭଡ଼ା ବୃଦ୍ଧି ପାଇଛି। ଅଟୋମେଟିକ ମେକାନିଜମ୍ ସିଷ୍ଟମ୍ ଅନୁସାରେ ଭଡ଼ା ବୃଦ୍ଧି ପାଇଛି। ଅର୍ଡିନାରି ବସ୍ ଭଡ଼ା କିଲୋମିଟର ପିଛା ୬୭ ପଇସାରୁ ୭୦ ପଇସା, ଏକ୍ସପ୍ରେସ୍ ବସ ଭଡ଼ା ୭୦ରୁ ୭୩ ପଇସା, ଡିଲକ୍ସ!-->…
