ଗୋଟିଏ ପରିବାର ର ଦୁଇ ଭଉଣୀଙ୍କ ମଧ୍ୟରୁ ୯ ବର୍ଷ ର ନାବାଳିକା କୁ ଦୁଷ୍କର୍ମ ଓ ୧୪ ବର୍ଷୀୟ ନାବଳିକା କୁ ଅସଦାଚରଣ…
ସୁନ୍ଦରଗଡ଼ ,ରାଜଗାଙ୍ଗପୁର(ସୌମ୍ୟଜୀତ ସ୍ୱାଇଁ)ରାଜଗାଙ୍ଗପୁର ଅଞ୍ଚଳରେ ଦିନକୁ ଦିନ ନାବଳିକା ମାନଙ୍କୁ ଦୁଷ୍କର୍ମ ବଢ଼ିବାରେ ଲାଗିଛି।ଏପରି ଏକ ଲଜ୍ୟା ଜନକ ଘଟଣା ଘଟିଛି କୁତ୍ରା ଥାନା ଅନ୍ତର୍ଗତ ଜରାମୁଣ୍ଡାଇ ଗ୍ରାମରେ। ସୂଚନା ଅନୁଯାୟୀ ଜରାମୁଣ୍ଡାଇ ଗ୍ରାମର ୫୦ ବର୍ଷ ର ବୟସ୍କା ଜୟରାମ!-->…
