Yearly Archives

2020

ରଥଯାତ୍ରା ପ୍ରସଙ୍ଗ: ପୁନର୍ବିଚାର ପରେ ଆଇନଗତ ପଦକ୍ଷେପ ନେବେ ସରକାର

ଭୁବନେଶ୍ୱର,୨୨।୬(କଳିଙ୍ଗ ଜ୍ୟୋତି ବ୍ୟୁରୋ): ପୁରୀ ଶ୍ରୀଜଗନ୍ନାଥଙ୍କ ରଥଯାତ୍ରା ନ କରିବା ପାଇଁ ସୁପ୍ରିମକୋର୍ଟ ଜୁନ୍‌ ୧୮ ତାରିଖରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶନାମାକୁ ପାଳନ କରିବା ପାଇଁ ରାଜ୍ୟ ସରକାର ସେହିଦିନ କ୍ୟାବିନେଟ୍‌

ଗଜପତି ମହାରାଜ ଏବଂ ଜଗଦଗୁରୁ ଶଙ୍କରାଚାର୍ଯ୍ୟଙ୍କ ଅନୁରୋଧ ଏବଂ ଅପେକ୍ଷାକୁ ପାଳନ କରନ୍ତୁ ରାଜ୍ୟ ସରକାର :ସମୀର ମହାନ୍ତି

ଭୁବନେଶ୍ୱର,ତା.୨୧/୦୬: ରଥଯାତ୍ରା ଓ ଶ୍ରୀମନ୍ଦିର ପରିଚାଳନାରେ ଗଜପତି ମହାରାଜା ଦିବ୍ୟସିଂହ ଦେବ ଏବଂ ଜଗଦଗୁରୁ ଶଙ୍କରାଚାର୍ଯ୍ୟଙ୍କ ବିଶେଷ ଭୂମିକା ରହିଛି । ଏ ଦୁଇ ଆସ୍ଥା କେନ୍ଦ୍ର ଯେଉଁ ଅନୁରୋଧ ଓ ଅପେକ୍ଷା ରଖୁଛନ୍ତି ରାଜ୍ୟ ସରକାର ତାହାକୁ ପାଳନ କରନ୍ତୁ ବୋଲି କହିଛନ୍ତି

ରାଜଗାଙ୍ଗପୁର ର ବଗିଚା ପଡ଼ା ରେ ଯୁବକ ର ସନ୍ଦେହଜନକ ମୃତ୍ୟୁ ।

ସୁନ୍ଦରଗଡ଼, ରାଜଗାଙ୍ଗପୁର(ସୌମ୍ୟଜୀତ ସ୍ୱାଇଁ) ବିକାଶ ବେହେରା।ବୟସ 28 ।କେନ୍ଦ୍ରାପଡା ଜିଲ୍ଲା ରାଜକନିକା ଥାନା ଅନ୍ତର୍ଗତ ଦେଉଳି ଗ୍ରାମର ବାସିନ୍ଦା।ଦୀର୍ଘ ୮ ବର୍ଷ ହେବ ସୁପ୍ରଭା ବେହେରା ଙ୍କୁ ପ୍ରେମ ବିବାହ କରିଥିଲେ।ବିବାହ ପରେ ଉଭୟେ ସ୍ୱାମୀ ଓ ସ୍ତ୍ରୀ ଭୁବନେଶ୍ୱର ରେ

ଦେଶର ସୈନିକଙ୍କ ମନୋବଳକୁ ଦୃଢ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦି – ଧର୍ମେନ୍ଦ୍ର ପ୍ରଧାନ

ନୂଆଦିଲ୍ଲୀ/ଭୁବନେଶ୍ୱର, ଜୁନ ୨୧ – ଭାରତ ଓ ଚୀନ ମଧ୍ୟରେ ସୀମା ବିବାଦ ଦେଖାଯାଇଥିବା ବେଳେ ଏହି ସଂକଟ ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶର ବୀର ସୈନିକ ମାନଙ୍କ ମନୋବଳକୁ ଦୃଢ କରିଛନ୍ତି ।ଦେଶର ଅଖଣ୍ଡତାକୁ ସୁରକ୍ଷା ଦେବା ପାଇଁ ପ୍ରଧାନମନ୍ତ୍ରୀ ସୈନିକ ମାନଙ୍କୁ କ୍ଷମତା ପ୍ରଦାନ

ଲଦାଖ ସୀମାରେ ସେନାକୁ ସମ୍ପୂର୍ଣ୍ଣ କ୍ଷମତା

ନୂଆଦିଲ୍ଲୀ: ଏବେ ଚୀନକୁ ଜବାବ ଦେବାକୁ ପଛ ଘୁଞ୍ଚା ଦେବେନି ବୀର ଯବାନ। ଲାଇନ୍ ଅଫ୍ ଆକଚୁଆଲ୍ କଣ୍ଟ୍ରୋଲ୍ (ଏଲଏସି)ରେ ଚୀନର କୌଣସି ପ୍ରକାର ବିଶୃଙ୍ଖଳିତ ଆଚରଣ ଆଗାମୀ ଦିନରେ ମହଙ୍ଗା ସାବ୍ୟସ୍ତ ହୋଇପାରେ। କାରଣ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଏବେ ସେନାକୁ ସମ୍ପୂର୍ଣ୍ଣ କ୍ଷମତା

ରଥଯାତ୍ରା ପ୍ରସଙ୍ଗରେ ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀଙ୍କୁ ପୁରୀ ବିଧାୟକଙ୍କ ଚିଠି । ବିନା ଭକ୍ତରେ ରଥଯାତ୍ରା ନେଇ କଲେ…

କଳିଙ୍ଗ ଜ୍ୟୋତି: ଭୁବନେଶ୍ୱର:୨୧.୬.୨୦-ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ପୁରୀ ବିଧାୟକ ଜୟନ୍ତ ଷଡଙ୍ଗୀ । ବିନା ଭକ୍ତରେ ରଥଯାତ୍ରା କରିବା ଲାଗି ଅନୁରୋଧ କରିଛନ୍ତି ବିଧାୟକ । କିଛି ସେବାୟତ ଓ ପୁଲିସଙ୍କୁ ନେଇ ରଥଯାତ୍ରା କରାଯାଉ । ବିଧାୟକ ଭାବେ ରଥଯାତ୍ରା ପାଇଁ ସମସ୍ତ

ରଥଯାତ୍ରାକୁ ନେଇ ଆଉ ଏକ ମାମଲା: ସୁପ୍ରିମକୋର୍ଟ ଗଲେ ବିଜେପି ମୁଖପାତ୍ର ସମ୍ବିତ ପାତ୍ର

ନୂଆଦିଲ୍ଲୀ: ରଥଯାତ୍ରା ସଂକ୍ରାନ୍ତରେ ସୁପ୍ରିମକୋର୍ଟଙ୍କ ନିର୍ଦେଶ ପରେ ରାଜ୍ୟରେ ସୃଷ୍ଟି ହୋଇଛି ମିଶ୍ରିତ ପ୍ରତିକ୍ରିୟା । ରଥଯାତ୍ରା କରାଯିବା ଓ ନକରାଯିବା ନେଇ ଚାଲିଛି ବିତର୍କ । ବିରୋଧୀ ଏହି ପ୍ରସଙ୍ଗରେ ସରକାରଙ୍କୁ ଘେରିଛନ୍ତି । ଅନ୍ୟପକ୍ଷରେ ପୁରୀ ଶଙ୍କରାଚାର୍ଯ୍ୟ ନିଶ୍ଚଳାନନ୍ଦ

ଶ୍ରମିକ ମାନଙ୍କର ଦୁର୍ଦିନ ଦେଖା ମିଳୁନି ରାଜଗାଙ୍ଗପୁର ଶ୍ରମିକ ନେତା ନେତ୍ରୀ ମାନଙ୍କୁ !

ସୁନ୍ଦରଗଡ଼,ରାଜଗାଙ୍ଗପୁର(ସୌମ୍ୟଜୀତ ସ୍ୱାଇଁ)ରାଜଗାଙ୍ଗପୁର ଓ ଆଖ ପାଖ ଅଞ୍ଚଳରେ ଶିଳ୍ପ ଅନୁଷ୍ଠାନ ରେ ଭର୍ତି ରହିଛି !ଏହା ଫଳରେ ଜନସାଧାରଣ ମାନେ କାର୍ଯ୍ୟକ୍ଷମ ହୋଇପାରୁଛନ୍ତି କିନ୍ତୁ କିଛି କମ୍ପାନୀ ର କର୍ତ୍ତୃପକ୍ଷ ଶ୍ରମିକ ମାନଙ୍କ ଉପରେ ନିର୍ଯାତନା ଦେବାର ଦୃଶ୍ୟ ମଧ୍ୟ ନଜର କୁ ଆସିଛି
error: Content is protected !!
Open chat