ପତଞ୍ଜଳିକରୋନା ଔଷଧର ପ୍ରଚାର ବନ୍ଦ କରିବାକୁ ନିର୍ଦ୍ଦେଶ
ନୂଆଦିଲ୍ଲୀ, ୨୩ା୬: ପତଞ୍ଜଳି ଆୟୁର୍ବେଦ ଦ୍ୱାରାକରୋନା ଔଷଧ ପ୍ରସ୍ତୁତ ହୋଇଥିବା ସୂଚନା ମିଳିଛି । ଏହି ପ୍ରସଙ୍ଗରେ ବିଜ୍ଞାପନରେ ଦାବିର ସତ୍ୟତା ଜାରି ନଥିବା ସ୍ପଷ୍ଟ କରିଛି ଆୟୁଷ ମନ୍ତ୍ରାଳୟ । ସଂସ୍ଥାଠାରୁ ଔଷଧ ସମ୍ପର୍କରେ ବିସ୍ତୃତ ବିବରଣୀ ତଲବ କରିଛି ବିଭାଗ । କେନ୍ଦ୍ରୀୟ!-->!-->!-->…
