Yearly Archives

2020

ଭଦ୍ରକ ଜିଲ୍ଲା ପ୍ରସିଦ୍ଧ ଶୈବପୀଠ ବାବା ଆଖଣ୍ଡଳମଣିଙ୍କ ମନ୍ଦିରର ବରିଷ୍ଠ ସେବାୟତଙ୍କ ପରଲୋକ

ଭଦ୍ରକ/ଆରଡି,(ମଣି ପ୍ରସାଦ ପାଢୀ/କଳିଙ୍ଗ ଜ୍ୟୋତି ବ୍ୟୁରୋ),୦୨/୧୦: ଭଦ୍ରକ ଜିଲ୍ଲା ଆରଡିସ୍ଥ ପ୍ରସିଦ୍ଧ ଶୈବପୀଠ 'ବାବା ଆଖଣ୍ଡଳମଣି'ଙ୍କ ମନ୍ଦିରର ବରିଷ୍ଠ ସେବାୟତ ଅନନ୍ତ ଚରଣ ପଣ୍ଡାଙ୍କ ୯୮ବର୍ଷ ବୟସରେ ଗତକାଲି, ଗୁରୁବାର ହୃଦଘାତରେ ପରଲୋକ ଘଟିଛି। ସ୍ଵର୍ଗତ ଅନନ୍ତ ଚରଣ ଦୀର୍ଘ

ରାଜଗାଙ୍ଗପୁର ମୁଖ୍ୟ ଡାକଘର: କାର୍ଯ୍ୟଳୟରେ “ପଣ୍ଡିତ ପୁଅ ମାଙ୍କଡ଼ ମାରିଲେ ଦୋଷ ନାହିଁ” ନୀତି ଦେଖିବାକୁ…

ରାଜଗାଙ୍ଗପୁର,(କଳିଙ୍ଗ ଜ୍ୟୋତି ବ୍ୟୁରୋ ଚିଫ ସୌମ୍ୟଜିତ ସ୍ୱାଇଁ),୩୦/୦୯ : ସମଗ୍ର ବିଶ୍ୱ କରୋନା ପ୍ରଭାବରେ ପ୍ରଭାବିତ । ଏହା ପ୍ରଭାବରୁ ମୁକ୍ତି ପାଇବା ପାଇଁ ସରକାରଙ୍କ ପକ୍ଷରୁ ଲକଡାଉନ ସଟଡାଉନ ଘୋଷଣା କରାଯାଇଥିଲା । ବର୍ତ୍ତମାନ ଅନଲକ ପ୍ରକ୍ରିୟାରେ ସାମାଜିକ ଦୂରତା ଓ ମାସ୍କ ବ୍ୟବହାରକୁ

ଉପ-ରାଷ୍ଟ୍ରପତି ଏମ୍.ଭେଙ୍କିଆ ନାଇଡୁ କରୋନା ପଜିଟିଭ ଚିହ୍ନଟ

ନୂଆଦିଲ୍ଲୀ,(କଳିଙ୍ଗ ଜ୍ୟୋତି ବ୍ୟୁରୋ),୩୦/୦୯ : ଦେଶର ଉପ-ରାଷ୍ଟ୍ରପତି ଏମ୍.ଭେଙ୍କିଆ ନାଇଡ଼ୁ କରୋନାରେ ସଂକ୍ରମିତ ହୋଇଛନ୍ତି । ଏନେଇ ମଙ୍ଗଳବାର ଉପରାଷ୍ଟ୍ରପତିଙ୍କ କାର୍ଯ୍ୟାଳୟ ପକ୍ଷରୁ ଟ୍ଵିଟ କରି ସୂଚନା ଦିଆଯାଇଛି । ଉପରାଷ୍ଟ୍ରପତି ପଜିଟିଭ୍ ଥିବା ନିଜ  ଟ୍ୱିଟ୍‌ରେ ସମସ୍ତଙ୍କୁ  

ବାଲେଶ୍ୱର ଓ ତିର୍ତ୍ତୋଲ ଉପ-ନିର୍ବାଚନ ପାଇଁ ବାଜିଲା ବିଗୁଲ

ଭୁବନେଶ୍ୱର,(କଳିଙ୍ଗ ଜ୍ୟୋତି ବ୍ୟୁରୋ),୩୦/୦୯ : ବାଲେଶ୍ୱର ଓ ତିର୍ତ୍ତୋଲ ଉପନିର୍ବାଚନ ପାଇଁ ବିଗୁଲ୍‌ ବାଜିଛି । କରୋନା କଟକଣା ମଧ୍ୟରେ ଆସନ୍ତା ନଭେମ୍ବର ୩ ତାରିଖରେ ଭୋଟ୍‌ ଗ୍ରହଣ ହେବ । ଏଥିସହ ମଙ୍ଗଳବାର ଠାରୁ ଆଦର୍ଶ ଆଚରଣ ବିଧି ଲାଗୁ ହୋଇଛି । ମୁଖ୍ୟ ନିର୍ବାଚନ ଅଧିକାରୀ ସୁଶୀଲ

କୋଭିଡ କଟକଣା ମଧ୍ୟରେ ଆରମ୍ଭ ହେଲା ବିଧାନସଭା ମୌସୁମୀ ଅଧିବେଶନ

ଭୁବନେଶ୍ୱର,(କଳିଙ୍ଗ ଜ୍ୟୋତି ବ୍ୟୁରୋ),୩୦/୦୯ : କୋଭିଡ କଟକଣା ମଧ୍ୟରେ ଓଡିଶା ବିଧାନସଭାର ମୌସୁମୀ ଅଧିବେଶନ ଆରମ୍ଭ ହୋଇଛି । ଏହି ଅଧିବେଶନ ଅକ୍ଟୋବର ୭ ପର୍ଯ୍ୟନ୍ତ ଚାଲିବ । ୧୬ତମ ବିଧାନସଭାର ୪ର୍ଥ ଅଧିବେଶନରେ ମୋଟ ୮ଟି କାର୍ଯ୍ୟ ଦିବସ ରହିବ । ଏଥିରେ ୭ଟି ସରକାରୀ ଦିବସ ଗୋଟିଏ ବେସରକାରୀ

ରାଜଗାଙ୍ଗପୁର: ସହରରେ ଥିବା ‘ମାନାପୁରମ ଗୋଲଡ଼ ଲୋନ ବ୍ୟାଙ୍କ’ ବ୍ରାଞ୍ଚରୁ ଡକାୟତି ଉଦ୍ୟମ ବିଫଳ ! !

ରାଜଗାଙ୍ଗପୁର,(କଳିଙ୍ଗ ଜ୍ୟୋତି ବ୍ୟୁରୋ ଚିଫ ସୌମ୍ୟଜିତ ସ୍ୱାଇଁ),୨୯/୦୯ : ଆଜି ରାଜଗାଙ୍ଗପୁର ସହରର ବ୍ୟସ୍ତବହୁଳ ସୁବାଷ ଛକ ପେଟ୍ରୋଲ ପମ୍ପ ସମ୍ମୁଖରେରେ ଥିବା 'ମାନାପୂରଣ ଗୋଲଡ଼ ଲୋନ ବ୍ୟାଙ୍କ' ବ୍ରାଞ୍ଚରେ ସନ୍ଧ୍ୟା ୪.୦୫ ଘଟିକା ସମୟରେ ୫ ଜଣ ଦୁର୍ବୃତ୍ତ ହାତରେ ବନ୍ଧୁକ ଓ ମାରଣାସ୍ତ୍ର

ମୋବାଇଲ୍‌ ଆପ୍‌ରେ ମିଳିବ ମାତା ବୈଷ୍ଣୋ ଦେବୀଙ୍କ ଦର୍ଶନ ; ପ୍ରସାଦର ମଧ୍ୟ ହେଲା ହୋମ୍‌ ଡେଲିଭରି

ଜମ୍ମୁ/ ନୂଆଦିଲ୍ଲୀ କଳିଙ୍ଗ ଜ୍ୟୋତି ବ୍ୟୁରୋ ୨୮-୦୯-୨୦ : ମାତା ବୈଷ୍ଣୋ ଦେବୀଙ୍କ ଭକ୍ତମାନଙ୍କ ପାଇଁ ଖୁସି ଖବର। ଏଣିକି ମାତା ବୈଷ୍ଣୋ ଦେବୀଙ୍କ ଲାଇଭ୍‌ ଭର୍ଚୁଆଲ ଦର୍ଶନ ମିଳିବ ମୋବାଇଲ୍‌ ଆପ୍‌ରେ ଏବଂ ମାତାଙ୍କ ପ୍ରସାଦର ହେବ ହୋମ୍‌ ଡେଲିଭରି। ଯେଉଁ ଭକ୍ତମାନେ ଜମ୍ମୁର କଟ୍‌ରା

ଓକିଲଙ୍କ ଫିସ୍‌ ଦେବାକୁ ସବୁ ଅଳଙ୍କାର ବିକିଛି, ଏବେ ଗୋଟିଏ ମାତ୍ର କାର୍ ଚଳାଉଛି : ଅନୀଲ ଅମ୍ବାନୀ

ଲଣ୍ଡନ/ନୂଆଦିଲ୍ଲୀ କଳିଙ୍ଗ ଜ୍ୟୋତି ବ୍ୟୁରୋ ୨୬-୦୯-୨୦ : ଶୁକ୍ରବାର ଦିନ ଲଣ୍ଡନ ଅଦାଲତରେ ଋଣୀ ଉଦ୍ୟୋଗୀ ଅନୀଲ ଅମ୍ବାନୀ କହିଛନ୍ତି ଯେ, ସେ ସରଳ ଜୀବନଯାପନ କରୁଛନ୍ତି, ଗୋଟିଏ ମାତ୍ର କାର୍ ଚଳାଉଛନ୍ତି ଏବଂ ଓକିଲଙ୍କ ଫିସ୍ ଦେବାକୁ ସବୁ ଅଳଙ୍କାର ବିକ୍ରୟ କରି ଦେଇଛନ୍ତି। ସେ

ଭାରତ ଛାଡିଲା ବାଇକ ନିର୍ମାତା ଆମେରିକୀୟ କମ୍ପାନୀ “ହାର୍ଲେ ଡେଭିଡ଼ସନ”

ନୂଆଦିଲ୍ଲୀ କଳିଙ୍ଗ ଜ୍ୟୋତି ବ୍ୟୁରୋ ୨୬-୦୯-୨୦ : ଲକଜୁରି ବାଇକ ନିର୍ମାତା ଆମେରିକୀୟ କମ୍ପାନୀ ହାର୍ଲେ ଡେଭିଡ଼ସନ ଭାରତ ଛାଡ଼ୁଛି। କମ୍ପାନୀ ଭାରତରେ ଏହାର ବ୍ୟବସାୟ ବନ୍ଦ କରିବାକୁ ନିଷ୍ପତ୍ତି ନେଇଛି। ଏହାଫଳରେ ଦେଶରେ ହାର୍ଲେ ଡେଭିଡ଼ସନର ଗାଡି ଆଉ ଉତ୍ପାଦନ ହେବ ନାହିଁ। ବର୍ତ୍ତମାନ

ବେସରକାରୀ ସ୍କୁଲଙ୍କ ଧମକ : ଫି’ ଦେବା ପାଇଁ ଅଳଙ୍କାର ବିକିବା ସହ ଫିକ୍ସ ଡିପୋଜିଟ୍‌କୁ ମଧ୍ୟ ଭାଙ୍ଗିବାକୁ ବାଧ୍ୟ…

ଗୁରୁଗ୍ରାମ/ନୂଆଦିଲ୍ଲୀ କଳିଙ୍ଗ ଜ୍ୟୋତି ବ୍ୟୁରୋ ୨୬-୦୯-୨୦ : ମିଲେନିୟମ୍ ସିଟିରେ ଥିବା ବଡ ସ୍କୁଲରେ ନିଜ ପିଲାଙ୍କୁ ପଢ଼ାଇବା ବାପା ମା’ଙ୍କର ସ୍ବପ୍ନ ଥାଏ। କିନ୍ତୁ ଏବେ ଫି’ ପ୍ରଦାନ କରିବା ପାଇଁ ଅଭିଭାବକଙ୍କ ଉପରେ ଚାପ ପ୍ରୟୋଗ କରାଯାଉଛି। ମାର୍ଚ୍ଚ ମାସରୁ ଏବେ ସୁଦ୍ଧା ଲକ୍ଷେ ଟଙ୍କା
error: Content is protected !!
Open chat