୨୦୨୧ ହେବ ଅଭାବୀ ଲୋକଙ୍କୁ ଟିକା ଯୋଗାଣ ସମସ୍ୟା ସମାଧାନର ବର୍ଷ – ଡଃ ହର୍ଷବର୍ଦ୍ଧନ
କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡଃ ହର୍ଷବର୍ଦ୍ଧନ ଭିଡିଓ କନଫରେନସିଂ ମାଧ୍ୟମରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (ହୁ) କାର୍ଯ୍ୟନିର୍ବାହୀ ବୋର୍ଡର ୧୪୮ ତମ ଅଧିବେଶନରେ ଅଧ୍ୟକ୍ଷତା କରିଛନ୍ତି। ସେ ତାଙ୍କ ଅଭିଭାଷଣରେ ବିଶ୍ୱର ଅତ୍ୟଧିକ ଅଭାବୀ ବ୍ୟକ୍ତିଙ୍କ ଜୀବନରେ ଉଲ୍ଲେଖନୀୟ!-->…