Monthly Archives

February 2021

ମୁକେଶ ଅମ୍ବାନୀଙ୍କ ଘର ବାହାରେ ବିସ୍ଫୋରକ ରଖିବା ଘଟଣା: ଜୈଶ-ଉଲ୍-ହିନ୍ଦ ଆତଙ୍କବାଦୀ ସଂଗଠନ ନିଜକୁ ଦାୟୀ କଲା,ଏବେ…

ମୁମ୍ବାଇ,୨୮।୨: ମହାରାଷ୍ଟ୍ରର ରାଜଧାନୀ ମୁମ୍ବାଇରେ ଉଦ୍ୟୋଗପତି ମୁକେଶ ଅମ୍ବାନୀଙ୍କ ଘର ଆଣ୍ଟିଲିଆ ବାହାରୁ ବିସ୍ଫୋରକ ମିଳିବା ମାମଲାରେ ରବିବାର ବଡ ଖବର ସାମନାକୁ ଆସିଛି। ଗଣମାଧ୍ୟମର ରିପୋର୍ଟ ଅନୁସାରେ ଆତଙ୍କବାଦୀ ସଂଗଠନ ଜୈଶ-ଉଲ-ହିନ୍ଦ୍ ଏହି ଘଟଣା ପାଇଁ ନିଜକୁ ଦାୟୀ କରିଛି।…

ଯେଉଁଠି ପଡୁଛି, ଯେତେବେଳେ ପଡୁଛି, ବର୍ଷାକୁ ଧର: ପ୍ରଧାନମନ୍ତ୍ରୀ ମୋଦୀ

ନୂଆଦିଲ୍ଲୀ: ଆଜି ‘ମନ୍‌କି ବାତ୍‌’ରେ ଜଳ ସଙ୍କଟ କଥା ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ କହିଛନ୍ତି, ଜଳ ସଂରକ୍ଷଣ ପ୍ରତି ସାମୂହିକ ଦାୟିତ୍ୱବୋଧକୁ ଆମେ ହୃଦୟଙ୍ଗମ କରିବା ଆବଶ୍ୟକ। ଅଳ୍ପ କେତେ ଦିନ ମଧ୍ୟରେ ଜଳଶକ୍ତି ମନ୍ତ୍ରାଳୟ ‘ବର୍ଷା ଧରା’ ଅଭିଯାନ ଆରମ୍ଭ କରିବ। ଏହାର ସ୍ଲୋଗାନ୍‌ ହେଉଛି,…

ସି-ଭୋଟର ସର୍ଭେ : ବାଂଲାରେ ମମତା, ଆସାମରେ ସର୍ବାନନ୍ଦ ଫେରିବା ସମ୍ଭାବନା

ନୂଆଦିଲ୍ଲୀ : ଦେଶର ୪ଟି ରାଜ୍ୟ ଓ ଗୋଟିଏ କେନ୍ଦ୍ର ଶାସିତ ଅଞ୍ଚଳ ପାଇଁ ବିଧାନସଭା ନିର୍ବାଚନ କାର୍ଯ୍ୟସୂଚୀ ଘୋଷଣା ସହିତ ଫଳାଫଳ ନେଇ ତର୍ଜମା ଆରମ୍ଭ ହୋଇଯାଇଛି। ସି-ଭୋଟର ପକ୍ଷରୁ ଶନିବାର ଏ ସଂକ୍ରାନ୍ତ ଓପିନିୟନ ପୋଲ୍‌ ଫଳାଫଳ ପ୍ରକାଶ କରାଯାଇଛି। ଏଥିରେ ସର୍ବାଧିକ ଚର୍ଚ୍ଚାରେ ଥିବା…

ବେସରକାରୀ ହସ୍ପିଟାଲ୍‌ରେ କ‌ରୋନା ଟିକା ଡୋଜ୍‌ ପିଛା ୨୫୦ ଟଙ୍କା ହୋଇପାରେ : ରିପୋର୍ଟ

ନୂଆଦିଲ୍ଲୀ: ବେସରକାରୀ ହସ୍ପିଟାଲ୍‌ଗୁଡ଼ିକରେ କରୋନା ଭାଇରସ୍‌ ଟିକା ଦର ଡୋଜ୍‌ ପିଛା ୨୫୦ ଟଙ୍କା ହୋଇପାରେ। ଯଦିଓ ଏହି ଟିକା ସରକାରୀ ହସ୍ପିଟାଲ୍‌ରେ ମାଗଣାରେ ଦିଆଯାଉଛି,କିନ୍ତୁ ବେସରକାରୀ ହସ୍ପିଟାଲରେ ଟିକାକରଣ ପାଇଁ ଲୋକମାନଙ୍କୁ ଦେୟ ଦେବାକୁ ପଡ଼ିବ। ତେବେ, ଏଯାବତ୍‌ ଟିକାର…

ଆଜି ବି ଭୁବନେଶ୍ବର ରାଜ୍ୟର ସବୁଠାରୁ ଉତ୍ତପ୍ତ ସହର

ଭୁବନେଶ୍ବର: ଆଜି ବି ରାଜଧାନୀ ଭୁବନେଶ୍ବର ରାଜ୍ୟର ସବୁଠାରୁ ଉତ୍ତପ୍ତ ସହର ପାଲଟିଛି । ଆଜି ରାଜଧାନୀର ସର୍ବୋଚ୍ଚ ତାପମାତ୍ରା ୪୦.୪ ଡିଗ୍ରି ସେଲସିୟସ୍ ରେକର୍ଡ କରାଯାଇଛି, ଯାହାକି ସାରା ରାଜ୍ୟରେ ସର୍ବାଧିକ । ଅପରପକ୍ଷରେ ଫୁଲବାଣୀରେ ତାପମାତ୍ରା ସବୁଠାରୁ କମ୍ ରହିଛି। ଏଠାରେ ତାପମାତ୍ରା…

ମାଛ ବ୍ୟବସାୟୀଙ୍କୁ ମାଡ଼ମାରି ଟଙ୍କା ଛଡ଼ାଇ‌ନେଲେ ଦୁର୍ବୃତ୍ତ

କାମାକ୍ଷାନଗର: ମାଛ ବ୍ୟବସାୟୀଙ୍କୁ ମାଡ଼ମାରି ଟଙ୍କା ଛଡ଼ାଇନଲେ ଦୁର୍ବୃତ୍ତ। ଢେଙ୍କାନାଳ ଜିଲ୍ଲା କଙ୍କଡ଼ାହାଡ଼ ଥାନା ଖତେଇବେଣି କେନାଲ ନିକଟରେ ଘଟିଛି ଏହି ଭଳି ଘଟଣା। ସୂଚନା ମୁତାବକ ବ୍ୟବସାୟୀ ଜଣଙ୍କ ହେଉଛନ୍ତି ଜୟପୁର ଗ୍ରାମର ଚୈତନ୍ୟ ବେହେରା। ସେ ଆଜି ବ୍ୟବସାୟ ସାରି ଘରକୁ ଫେରୁଥିବା…

କ୍ରମାଗତ ଭାବେ ଦ୍ୱିତୀୟ ଦିନ ଦେଶର ଉତ୍ତପ୍ତ ସହର ପାଲଟିଲା ଭୁବନେଶ୍ୱର

ଭୁବନେଶ୍ବର: ଦ୍ବିତୀୟ ଦିନ ଲାଗି ଦେଶର ସବୁଠୁ ଉତ୍ତପ୍ତ ସହର ଭାବେ ସାମ୍ନାକୁ ଆସିଲା ରାଜଧାନୀ ଭୁବନେଶ୍ୱର । ଆଜି ଦିନବେଳା ଭୁବନେଶ୍ବରରେ ସର୍ବାଧିକ ତାପମାତ୍ରା ୩୯.୪ ଡିଗ୍ରି ସେଲସିଅସ୍ ରେକର୍ଡ କରାଯାଇଛି, ଯାହା ଗତ ୧୦ ବର୍ଷରେ ତୃତୀୟ ସର୍ବାଧିକ ବୋଲି କୁହାଯାଉଛି । ତେବେ ଆସନ୍ତା ୫ ଦିନ…

ଫେବ୍ରୁଆରି ମାସରେ ଥିବା କରୋନା ଗାଇଡଲାଇନ୍ ଅବଧିକୁ ମାର୍ଚ୍ଚ ୩୧ ଯାଏ ବୃଦ୍ଧି କଲେ କେନ୍ଦ୍ର ସରକାର

ନୂଆଦିଲ୍ଲୀ: ସାରା ଦେଶରେ ମାର୍ଚ୍ଚ ୩୧ ତାରିଖ ଯାଏ ବଢିଲା କରୋନା ଗାଇଡଲାଇନ୍ ଅବଧି । କରୋନା ସଂକ୍ରମଣ ଦୃଷ୍ଟିରୁ ଏପରି ନିଷ୍ପତ୍ତି ନେଇଛି କେନ୍ଦ୍ର ଗୃହ ବିଭାଗ । ଗାଇଡଲାଇନ୍ ଅନୁଯାୟୀ, ପୂର୍ବଭଳି ଜାରି ରହିବ କଣ୍ଟେନମେଣ୍ଟ ବ୍ୟବସ୍ଥା ଓ ସାବଧାନତା । ତେବେ ଟିକାକରଣ ତ୍ୱରାନ୍ୱିତ କରିବାକୁ…

ଆଇପିଏଏଲ୍‌ ବେଟିଂର ମୁଖ୍ୟ ଅଭିଯୁକ୍ତ ଗିରଫ

ଭୁବନେଶ୍ବର: ବ୍ରହ୍ମପୁର ପୁଲିସକୁ ମିଳିଛି ସଫଳତା। ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌(ଆଇପିଏଲ୍‌) ବେଟିଂର ମାଷ୍ଟରମାଇଣ୍ଡ ତଥା ମୁଖ୍ୟ ଅଭିଯୁକ୍ତ ଦିନେଶ ରାଠୀଙ୍କୁ ବ୍ରହ୍ମପୁର ପୁଲିସ ଗିରଫ କରିବାରେ ସଫଳ ହୋଇଛି।କଲକାତାରୁ ବେଟିଂ ଚଳାଇଥିବା ଦିନେଶ ରାଠୀଙ୍କୁ ଗିରଫ କରାଯାଇଛି। ଦିନେଶକୁ…

୪ ରାଜ୍ୟ ଓ ଗୋଟିଏ କେନ୍ଦ୍ରଶାସିତ ଅଂଚଳ ପାଇଁ ଘୋଷଣା ହେଲା ନିର୍ବାଚନ ତାରିଖ

ଚାରିଟି ରାଜ୍ୟ ତଥା ଗୋଟିଏ କେନ୍ଦ୍ରଶାସିତ ଅଞ୍ଚଳରେ ଆସନ୍ତା ବିଧାନସଭା ନିର୍ବାଚନ ପାଇଁ ଆଜି ମୁଖ୍ୟ ନିର୍ବାଚନ କମିଶନର ସୁନୀଲ ଆରୋରା ତାରିଖ ଘୋଷଣା କରିଛନ୍ତି। ଦିଲ୍ଲୀର ବିଜ୍ଞାନ ଭବନରେ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ ସେ ଏହି ବିଷୟ ଘୋଷଣା କରିଛନ୍ତି। ପଶ୍ଚିମବଙ୍ଗ, ଆସାମ,…
error: Content is protected !!
Open chat