Monthly Archives

February 2021

ଦୁଇ ଦିନରେ ଖେଳ ଶେଷ, ୩ୟ ଟେଷ୍ଟ ଜିତିଲା ଭାରତ

ଅହମ୍ମଦାବାଦ: ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ବୁଧବାର ଆରମ୍ଭ ହୋଇଥିବା ୩ୟ ଦିବାରାତ୍ର ଟେଷ୍ଟ ମ୍ୟାଚ ଦୁଇ ଦିନରେ ଶେଷ ହୋଇଛି। ଭାରତ ଏହି ମ୍ୟାଚରେ ଭ୍ରମଣକାରୀ ଦଳକୁ ୧୦ ଉଇକେଟରେ ପରାସ୍ତ କରି ୨-୧ ବିଜୟ ସହିତ ସିରିଜରେ ଆଗୁଆ ରହିଛି। ଆଉ ଗୋଟିଏ ମ୍ୟାଚ୍‌ ବାକି…

ସୋସିଆଲ ମିଡିଆ ଓ ଓଟିଟି ପ୍ଲାଟଫର୍ମ ପାଇଁ ଗାଇଡଲାଇନ୍ ଜାରି କଲେ କେନ୍ଦ୍ର ସରକାର

ନୂଆଦିଲ୍ଲୀ: ଭାରତ ସରକାର ଆଜି ସୋସିଆଲ ମିଡିଆ ପ୍ଲାଟଫର୍ମ, ଓଟିଟି ପ୍ଲାଟଫର୍ମ ଏବଂ ଡିଜିଟାଲ ମିଡିଆ ପାଇଁ ଗାଇଡଲାଇନ୍ ଜାରି କରିଛନ୍ତି। କେନ୍ଦ୍ର ସରକାରଙ୍କ ପକ୍ଷରୁ କରାଯାଇଥିବା ସାମ୍ବାଦିକ ସମ୍ମିଳନୀରେ ଆଜି କେନ୍ଦ୍ରମନ୍ତ୍ରୀ ରବିଶଙ୍କର ପ୍ରସାଦ ଓ ପ୍ରକାଶ ଜାଭଡେକର ଗାଇଡଲାଇନ ବିିଷୟରେ…

ସୁପ୍ରିମକୋର୍ଟଙ୍କ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି: ହିନ୍ଦୁ ମହିଳା ବାପାଙ୍କ ପରିବାରକୁ ଦେଇ ପାରିବେ ନିଜର ସମ୍ପତ୍ତି

ନୂଆଦିଲ୍ଲୀ,୨୪।୨: ଦେଶର ସର୍ବୋଚ୍ଚ ଅଦାଲତଙ୍କ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି। କୋର୍ଟଙ୍କର ଏହି ନିଷ୍ପତ୍ତି ଅନୁସାରେ, ଜଣେ ହିନ୍ଦୁ ବିବାହିତା ମହିଳା ତାଙ୍କର ସମ୍ପତ୍ତିର ଉତ୍ତରାଧିକାରୀ ଭାବରେ ନିଜ ବାପାଙ୍କ ଘରର ଲୋକଙ୍କୁ ରଖିପାରିବେ। ସୁପ୍ରିମକୋର୍ଟ ନିଜର ନିଷ୍ପତ୍ତିରେ ଏହି ବ୍ୟବସ୍ଥା…

ମେ’ ୧୮ରୁ +୨ ପରୀକ୍ଷା : ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ

ଭୁବନେଶ୍ବର: ଉଚ୍ଚ ମାଧ୍ୟମିକ ଶିକ୍ଷା ଦ୍ୱାରା ପରିଚାଳିତ +୨ ପରୀକ୍ଷା ତାରିଖ ବୁଧବାର ଘୋଷଣା କରିଛନ୍ତି ରାଜ୍ୟ ସରକାର। ମେ’ ୧୮ ତାରିଖରୁ ଆରମ୍ଭ ହୋଇ ଜୁନ୍‌ ୧୨ ତାରିଖ ପର୍ୟ୍ୟନ୍ତ ଚାଲିବ ଯୁକ୍ତ ଦୁଇ ପରୀକ୍ଷା। ଏନେଇ ସୂଚନା ଦେଇଛନ୍ତି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ।…

ମୋଟେରା ନାଁ ବଦଳି ହେଲା ‘ନରେନ୍ଦ୍ର ମୋଦୀ ଷ୍ଟାଡିୟମ’, ଉଦ୍‌ଘାଟନ କଲେ ରାଷ୍ଟ୍ରପତି

ଅହମ୍ମଦାବାଦ: ଗୁଜରାଟର ଅହମ୍ମଦାବାଦସ୍ଥିତ ଦୁନିଆର ସବୁଠୁ ବଡ଼ କ୍ରିକେଟ୍‌ ଷ୍ଟାଡିୟମ ମୋଟେରା ଷ୍ଟାଡିୟମକୁ ରାଷ୍ଟ୍ରପତି ରାମନାଥ କୋବିନ୍ଦ ବୁଧବାର ଉଦ୍‌ଘାଟନ କରିଛନ୍ତି। ଏହି ଅବସରରେ ଏକ ବଡ଼ ନିଷ୍ପତ୍ତିକ୍ରମେ ଷ୍ଟାଡିୟମର ନାମକୁ ବଦଳାଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନାମରେ ନାମିତ…

ଗୁଜୁରାଟ: ଦୁଇଟି ଯାକ ରାଜ୍ୟସଭା ଆସନକୁ ହାତେଇଲା ବିଜେପି

ଗାନ୍ଧୀନଗର: ଗୁଜୁରାଟର ଦୁଇଟି ଯାକ ରାଜ୍ୟସଭା ଆସନରେ ଭାରତୀୟ ଜନତା ପାର୍ଟି (ବିଜେପି) ପ୍ରାର୍ଥୀ ବିଜୟଲାଭ କରିଛନ୍ତି। ଦଳୀୟ ପ୍ରାର୍ଥୀ ଦୀନେଶଚାମଦ୍ରା ଜେମଲଭାଇ ଅନନଭାଦିଆ ଏବଂ ରାମଭାଇ ହରଜୀଭାଇ ମୋକାରିଆ ଉଭୟ ରାଜ୍ୟସଭା ଆସନରେ ଜିତିଛନ୍ତି। ଉଲ୍ଲେଖଯୋଗ୍ୟ, କଂଗ୍ରେସ ସାଂସଦ…

ଅପରେସନ୍ ସାଇଲେଣ୍ଟ ଭାଇପରକୁ ସଫଳତା: ଅପରାଧର ୨୨ ବର୍ଷ ପରେ ବହୁଚର୍ଚ୍ଚିତ ଗଣଦୁଷ୍କର୍ମ ମାମଲାର ମୁଖ୍ୟ ଅଭିଯୁକ୍ତ ବିବନ…

କଟକ: ୧୯୯୯ ମସିହାରେ ଘଟିଥିବା ଏକ ବହୁଚର୍ଚ୍ଚିତ ଗଣଦୁ‌ର୍ଷ୍କମ ମାମଲାର ମୁଖ୍ୟ ଅଭିଯୁକ୍ତ ବିବନ ବିଶ୍ବାଳକୁ ଗିରଫ କରିଛି କମିସନରେଟ ପୁଲିସ। ଘଟଣାରେ ସମ୍ପୃକ୍ତ ଥିବା ତିନି ଅଭିଯୁକ୍ତଙ୍କ ମଧ୍ୟରୁ ପୂର୍ବରୁ ଦୁଇ ଜଣଙ୍କୁ ପୁଲିସ ଗିରଫ କରିଥିବାବେଳେ ଘଟଣାର ମୁଖ୍ୟ ଅଭିଯୁକ୍ତ ତଥା…

ବୈଦିକ ଶିକ୍ଷାକୁ ଗୁରୁତ୍ବ; ଗଠନ ହେବ ସ୍ବତନ୍ତ୍ର ଶିକ୍ଷା ବୋର୍ଡ

ନୂଆଦିଲ୍ଲୀ: କେନ୍ଦ୍ର ସରକାର ଦେଶରେ ବୈଦିକ ଶିକ୍ଷାକୁ ପ୍ରୋତ୍ସାହନ ଦେବା ନିମନ୍ତେ ‘ବୈଦିକ ଶିକ୍ଷା ବୋର୍ଡ’ ଗଠନ କରିବାକୁ ଯାଉଛନ୍ତି। ଏ ଦିଗରେ ବିଚାରବିମର୍ଶ ଚାଲିଛି। ସ୍କୁଲ ପାଠ୍ୟକ୍ରମରେ ମଧ୍ୟ ବୈଦିକ ଶିକ୍ଷାକୁ ସାମିଲ କରିବା ପାଇଁ ବିଚାର କରାଯାଉଛି। ବୈଦିକ ଶିକ୍ଷା ବୋର୍ଡ ସ୍ଥାପନ…

କରୋନା କଟକଣା ନେଇ ଏସଆରସିଙ୍କ ଚିଠି, ବାହାର ରାଜ୍ୟରେ ସଂକ୍ରମଣ ବଢୁଥିବାରୁ ଓଡିଶାରେ କଡାକଡି ହେବ କୋଭିଡ ନିୟମ

ଭୁବନେଶ୍ବର: କରୋନା ନିୟମ କଡ଼ାକଡ଼ି ପାଇଁ ଚିଠି ଲେଖିଲେ ଏସଆରସି । ସମସ୍ତ ଜିଲ୍ଲାପାଳ, ମୁନିସପାଲ କମିସନର ଓ ଏସପିଙ୍କୁ ଚିଠି ଲେଖିଲେ ଏସଆରସି । କିଛି ରାଜ୍ୟରେ ସଂକ୍ରମଣ ବୃଦ୍ଧିକୁ ଦୃଷ୍ଟିରେ ରଖି ନିୟମ କଡ଼ାକଡ଼ି ପାଇଁ ନିର୍ଦ୍ଦେଶ ରହିଛି । ମାସ୍କ ବ୍ୟବହାର, ସାନିଟାଇଜର ବ୍ୟବହାର ଓ…

ସଂକଟ‌ରେ ପୁଡୁଚେରୀ ସରକାର: ଫ୍ଲୋର ଟେଷ୍ଟର ଗୋଟିଏ ଦିନ ପୂର୍ବରୁ କଂଗ୍ରେସର ଆଉ ଜଣେ ବିଧାୟକଙ୍କ ଇସ୍ତଫା

ପୁଡୁଚେରୀ: ସଂକଟ‌ରେ ପୁଡୁଚେରୀ ସରକାର। ପୁଣି ଶାସକ କଂଗ୍ରେସ ଦଳରୁ ଜଣେ ବିଧାୟକ ଇସ୍ତଫା ଦେଇ ମୁଖ୍ୟମନ୍ତ୍ରୀ ନାରାୟଣସାମୀଙ୍କୁ ଚିନ୍ତାରେ ପକାଇଛନ୍ତି। ବିଧାନସଭାରେ ପୁଡୁଚେରୀ ସରକାରଙ୍କ ଫ୍ଲୋର ଟେଷ୍ଟର ଗୋଟିଏ ଦିନ ପୂର୍ବରୁ କଂଗ୍ରେସର ଆଉ ଜଣେ ବିଧାୟକ ଇସ୍ତଫା ଦେଇଥିବାର ସୂଚନା ମିଳିଛି।…
error: Content is protected !!
Open chat