Monthly Archives

February 2021

ଡରାଇଲା କରୋନା: ପୁଣେରେ ଫେରିଲା ନାଇଟ୍‍ କର୍ଫ୍ୟୁ, ୨୮ ଯାଏଁ ସ୍କୁଲ କଲେଜ ବନ୍ଦ

ପୁଣେ: କରୋନାର ଭୟାବହତା ପୁଣି ବୃଦ୍ଧି ପାଉଥିବାରୁ ପୁଣେରେ ଫେରିଲା ନାଇଟ୍‍ କର୍ଫ୍ୟୁ। ସୋମବାରଠାରୁ ପୁଣେରେ ରାତି ୧୧ଟାରୁ ସକାଳ ୬ଟା ଯାଏ ଜାରି ରହିବ ନାଇଟ୍‍ କର୍ଫ୍ୟୁ। କେବଳ ଅତ୍ୟାବଶ୍ୟକ ସେବା କଟକଣାରୁ ବାଦ୍‍ ପଡ଼ିବ। ଏହାସହିତ ଫେବୃୟାରୀ ୨୮ ଯାଏଁ ପୁଣେରେ ସ୍କୁଲ ଓ କଲେଜ ବନ୍ଦ ରହିବ।…

ଭବିଷ୍ୟବାଣୀ କଲେ ଜ୍ୟୋତିଷ : କନ୍ୟା ସନ୍ତାନ ଜନ୍ମ ଦେବେ କରୀନା !

ମୁମ୍ବାଇ ୧୯।୨:  ଜଣେ ସାଧାରଣ ମଣିଷ ହେଉ କିମ୍ବା କୌଣସି ସେଲିବ୍ରିଟି ସମସ୍ତଙ୍କ ପାଇଁ ମା ହେବାର ଅନୁଭବ ସ୍ୱତନ୍ତ୍ର ହୋଇଥାଏ। ବଲିଉଡ ଅଭିନେତ୍ରୀ କରୀନା କପୁର ଖାନ ଦ୍ୱିତୀୟ ଥର ପାଇଁ ମା ହେବାକୁ ଯାଉଛନ୍ତି। ପରିବାର ସଦସ୍ୟଙ୍କ ସହିତ ତାଙ୍କର ଫ୍ୟାନ୍ସ ମଧ୍ୟ ଆସୁଥିବା ଅତିଥିଙ୍କ ପାଇଁ…

କଂଗ୍ରେସ ନେତା ସତୀଶ ଶର୍ମାଙ୍କ ପାର୍ଥିବ ଶରୀରକୁ କାନ୍ଧଦେଲେ ରାହୁଲ ଗାନ୍ଧୀ

ନୂଆଦିଲ୍ଲୀ, ୧୯/୦୨ : ବରିଷ୍ଠ କଂଗ୍ରେସ ନେତା କ୍ୟାପଟେନ୍ ସତୀଶ ଶର୍ମାଙ୍କ ଆଜି ଦିଲ୍ଲୀରେ ଅନ୍ତିମ ସଂସ୍କାର ହୋଇଛି। ସତୀଶ ଶର୍ମାଙ୍କ ପାର୍ଥିବ ଶରୀରକୁ କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ କାନ୍ଧ ଦେଇଛନ୍ତି। ବୁଧବାର ଦିନ ସତୀଶଙ୍କର ପରଲୋକ ହୋଇଥିଲା। ସେ କ୍ୟାନସରରେ ପୀଡିତ ଥିଲେ। ତେବେ…

ବିଶ୍ୱବ୍ୟାପୀ ଆତଙ୍କ ବିସ୍ତାର କରୁଥିବା ଅଧିକାଂଶ ହେଉଛନ୍ତି ଉଚ୍ଚ ଶିକ୍ଷିତ ଏବଂ ସୁଦକ୍ଷ: ପ୍ରଧାନମନ୍ତ୍ରୀ ମୋଦୀ

ନୂଆଦିଲ୍ଲୀ: ସମଗ୍ର ବିଶ୍ୱରେ ଆତଙ୍କ ବିସ୍ତାର କରୁଥିବା ଅଧିକାଂଶ ହେଉଛନ୍ତି ଉଚ୍ଚ ଶିକ୍ଷିତ ଏବଂ ସୁଦକ୍ଷ ବୋଲି ଶୁକ୍ରବାର ଦିନ ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି। ବିଶ୍ୱ ଭାରତୀ ବିଶ୍ୱବିଦ୍ୟାଳୟର ସମାବର୍ତ୍ତନ ଉତ୍ସବରେ ଉଦ୍‌ବୋଧନ ଦେଇ ପ୍ରଧାନମନ୍ତ୍ରୀ କହିଲେ, ସମଗ୍ର ବିଶ୍ୱରେ ଆତଙ୍କ…

ଅବହେଳା କରନ୍ତୁ ନାହିଁ, ପୁଣି ଫେରିପାରେ କରୋନା ଭାଇରସ୍‌: ପ୍ରଫେସର ମହାପାତ୍ର

ଭୁବନେଶ୍ୱର : କୋଭିଡ-୧୯ର ଭୟ କିଛି ଟା ହ୍ରାସ ପାଉଥିବା ଜଣାପଡୁଥିଲେ ମଧ୍ୟ ଲୋକମାନେ ନିଜକୁ ସୁରକ୍ଷିତ ରଖିବା ପାଇଁ କୋଭିଡ ନିୟମାବଳୀକୁ ଦୃଢ଼ଭାବେ ପାଳନ କରିବା ଉଚିତ୍‌ ବୋଲି ବିଶିଷ୍ଟ ସ୍ୱାସ୍ଥ୍ୟ ବିଶେଷଜ୍ଞ ପ୍ରଫେସର ଅଶୋକ କୁମାର ମହାପାତ୍ର ମତ ଦେଇଛନ୍ତି । ଓଡ଼ିଶାରେ କରୋନା ସଂକ୍ରମିତ…

ଦୁଇଦିନିଆ ଜାମ୍ମୁ କାଶ୍ମୀର ଗସ୍ତରେ ବିଦେଶୀ ରାଷ୍ଟ୍ରଦୂତ ପ୍ରତିନିଧି ଦଳ

ଶ୍ରୀନଗର :  ବିଦେଶୀ ରାଷ୍ଟ୍ରଦୂତମାନଙ୍କର ଏକ ପ୍ରତିନିଧି ଦଳ ଜାମ୍ମୁ କାଶ୍ମୀରକୁ ଦୁଇଦିନ ଗସ୍ତରେ ଯାଇଛନ୍ତି ।ଏହି ପ୍ରତିନିଧି ଦଳ ୟୁରୋପ ଓ ଆଫ୍ରିକୀୟ ଦେଶଗୁଡ଼ିକରୁ ଆସିଛନ୍ତି । ସେନାବାହିନୀ ଓ ଜାମ୍ମୁକାଶ୍ମୀର ପୁଲିସ୍‍ ବିଦେଶୀ ରାଷ୍ଟ୍ରଦୂତମାନଙ୍କୁ କେନ୍ଦ୍ରଶାସିତ ଅଞ୍ଚଳର ନିରାପତ୍ତା…

ଓଡିଶାବାସୀଙ୍କ ଜୀବନ ଜୀବିକା କ୍ଷେତ୍ରରେ ଯୋଗଦାନ ଦେବା ପାଇଁ ଆଇ୍‍ଏଲ୍‍ଏସ୍‍କୁ ଆହ୍ୱାନ : ଧର୍ମେନ୍ଦ୍ର ପ୍ରଧାନ

-ସ୍ୱଦେଶୀ କୋଭିଡ୍‍ ଟିକା ବିକାଶ ଓ ଗବେଷଣାରେ ଆଇଏଲଏସର ଭୂମିକା ଗୁରୁତ୍ୱପୂର୍ଣ୍ଣ-ଆକାଂକ୍ଷୀ ଜିଲ୍ଲା ନବରଙ୍ଗପୁରରେ ବୈଜ୍ଞାନିକ ଜ୍ଞାନକୌଶଳର ବିକଶିତ କାର୍ଯ୍ୟ ପ୍ରଶଂସନୀୟ-ଆଇଏଲଏସ ଭୁବନେଶ୍ୱରର ଉତ୍ସର୍ଗୀକୃତ ମନୋଭାବ ଏବଂ ଉଦ୍ୟମ ସମାଜକୁ ଲାଭ ଦେବ-ଆଇଏଲ୍‍ଏସ୍‍ ଭୁବନେଶ୍ୱର ଠାରେ ସେଣ୍ଟର…

ଭାରତକୁ ବ୍ୟାପିଲା ଦକ୍ଷିଣ ଆଫ୍ରିକା, ବ୍ରାଜିଲ ଭୂତାଣୁ

ନୂଆଦିଲ୍ଲୀ: ଦକ୍ଷିଣ ଆଫ୍ରିକା ଓ ବ୍ରାଜିଲରେ ଦେଖାଯାଇଥିବା ନୂଆ ଭାରିଏଣ୍ଟ (ପ୍ରକାର) କରୋନା ଭୂତାଣୁ ଭାରତକୁ ସଂକ୍ରମିତ ହୋଇଛି। ଭାରତକୁ ଏହି ନୂଆ ପ୍ରକାରର ଭୂତାଣୁ ସଂକ୍ରମଣ ସମ୍ପର୍କରେ ଆଇସିଏମ୍‌ଆର ମହାନିର୍ଦେଶକ ଡାକ୍ତର ବଳରାମ ଭାର୍ଗବ ମଙ୍ଗଳବାର ସୂଚନା ଦେଇଛନ୍ତି। ଜଣେ ଭାରତୀୟ…

ପଦ୍ମଶ୍ରୀ ତୁଳସୀ ମୁଣ୍ଡା ଡାକ୍ତରଖାନାରେ ଭର୍ତ୍ତି

ଭୁବନେଶ୍ୱର: ହଠାତ୍‍ ଅସୁସ୍ଥ୍‍ ହେବାରୁ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି ପଦ୍ମଶ୍ରୀ ତୁଳସୀ ମୁଣ୍ଡା। ମଙ୍ଗଳବାର ତାଙ୍କ ଛାତିରେ ଯନ୍ତ୍ରଣା ହେବାରୁ ପ୍ରଥମେ ତାଙ୍କୁ ଯୋଡ଼ା ସ୍ଥିତ ଟାଟା ମେମୋରିଆଲ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା ଏବଂ ପରେ ଭୁବନେଶ୍ୱରର ଏକ ଘରୋଇ ଡାକ୍ତରଖାନାକୁ…

ଉପରାଜ୍ୟପାଳ ପଦରୁ ହଟିଲେ କିରଣ ବେଦୀ

ନୂଆଦିଲ୍ଲୀ: କିରଣ ବେଦୀଙ୍କୁ ପୁଡୁଚେରୀ ଉପରାଜ୍ୟପାଳ ପଦରୁ ହଟାଯାଇଛି। ପୁଡୁଚେରୀର କଂଗ୍ରେସ ସରକାର ସହିତ କିରଣଙ୍କ ବିବାଦକୁ ନେଇ ମଙ୍ଗଳବାର ତାଙ୍କୁ ଏହି ପଦରୁ ହଟାଯାଇଛି। ପୁଡୁଚେରୀ ବିଧାନସଭାରୁ କଂଗ୍ରେସ ବିଧାୟକ ଜନ୍‌କୁମାର ଇସ୍ତଫା ଦେବାର କିଛି ଘଣ୍ଟା ପରେ କିରଣଙ୍କୁ ତାଙ୍କ ପଦରୁ…
error: Content is protected !!
Open chat