Monthly Archives

June 2021

ଭାରତ ନିର୍ମିତ ସ୍ପୁଟନିକ ଭି ପ୍ରଥମ ବ୍ୟାଚକୁ ମଞ୍ଜୁରି

ଚଣ୍ଡିଗଡ: ଭାରତରେ ନିର୍ମିତ ପ୍ରଥମ ଦଫା ରୁଷୀୟ କୋଭିଡ ଟିକା ସ୍ପୁଟନିକ ଭି ସେଣ୍ଟ୍ରାଲ ଡ୍ରଗ୍ସ ଲାବୋରେଟୋରୀ (ସିଡିଏଲ) କସଉଲିର ମଞ୍ଜୁରି ଲାଭ କରିଛି। ଭାରତରେ ଏହି ଟିକା ଉତ୍ପାଦନ କରୁଥିବା କମ୍ପାନୀଗୁଡିକ ମଧ୍ୟରେ ହେଟେରୋ ଡ୍ରଗ୍ସ ଏବଂ ଏହା ହାଇଦରାବାଦସ୍ଥତ ଡ୍ରଗ୍ସ କମ୍ପାନୀ ବୋଲି

ଏ ବର୍ଷ ଓଡ଼ିଶାରେ ସ୍ବାଭାବିକ ମୌସୁମୀ ବର୍ଷା, ଜୁନରେ ଅଧିକ ବର୍ଷିବ : ଆଇଏମଡି

ଭୁବନେଶ୍ବର : ଚଳିତ ମୌସୁମୀ ଋତୁରେ ଓଡ଼ିଶାରେ ସ୍ବାଭାବିକ ବର୍ଷା ହେବ । ଜୁନ ମାସରେ ସ୍ବାଭାବିକଠାରୁ ଅଧିକ ବର୍ଷା ହେବ ବୋଲି କହିଛନ୍ତି ଭାରତୀୟ ପାଣିପାଗ ବିଭାଗ (ଆଇଏମଡି)ର ମହାନିର୍ଦ୍ଦେଶକ ଡ. ମୃତ୍ୟୁଞ୍ଜୟ ମହାପାତ୍ର । ସେ କହିଛନ୍ତି ଯ଼େ, ସାଧାରଣତଃ ଜୁନ ୧ରେ କେରଳରେ ମୌସୁମୀ

ବ୍ଲାକ ଫଙ୍ଗସ୍: ଆଇଆଇଟି ହାଇଦ୍ରାବାଦ ପ୍ରସ୍ତୁତ କଲା ଓରାଲ ସଲ୍ୟୁସନ

ନୂଆଦିଲ୍ଲୀ: ଦେଶରେ ଏବେ କରୋନା ସହିତ ବ୍ଲାକ ଫଙ୍ଗସ୍ ବି ମହାମାରୀ ରୂପ ନେବାକୁ ବସିଲାଣି । କରୋନା କାଳରେ ବି ଏହି ବ୍ଲାକ ଫଙ୍ଗସ୍ ରୋଗରେ ସଂକ୍ରମିତ ହୋଇ କିଛି ଲୋକଙ୍କ ଜୀବନ ଗଲାଣି । କରୋନା ତୁଳନାରେ ଏହି ରୋଗର ଚିକିତ୍ସା କେବଳ ମହଙ୍ଗା ନୁହେଁ, ଏବେ ଏହି ରୋଗରେ ଆକ୍ରାନ୍ତ ରୋଗୀଙ୍କ

ମେ ୭ରେ ଶୀର୍ଷରେ ଥିଲା କରୋନା: ସ୍ବାସ୍ଥ୍ୟ ମନ୍ତ୍ରଣାଳୟ

ନୂଆଦିଲ୍ଲୀ : କରୋନା ସଙ୍କଟ ମଧ୍ୟରେ ଏକ ଅଶ୍ଵସ୍ତିକର ଖବର ଦେଇଛି ସ୍ବାସ୍ଥ୍ୟ ମନ୍ତ୍ରଣାଳୟ। କରୋନା ଏହାର ଶୀର୍ଷ ସ୍ତର ବା ପିକ୍‌କୁ ଅତିକ୍ରମ କରିସାରିଛି। ଗତ ମେ ୭ ତାରିଖରେ କରୋନା ପିକ୍‌ରେ ରହିଥିଲା ଏବଂ ଏହା ପରଠାରୁ ଦେଶରେ ସଂକ୍ରମଣ ହ୍ରାସ ପାଉଛି ବୋଲି ସ୍ବାସ୍ଥ୍ୟ ମନ୍ତ୍ରଣାଳୟ
error: Content is protected !!
Open chat