Monthly Archives

June 2021

ଗୋଟିଏ ଦିନରେ ଲକ୍ଷ ଲକ୍ଷ ଲୋକଙ୍କୁ ଟିକା ହିଁ ନୂତନ ଭାରତର ଶକ୍ତି – ମୋଦୀ

ନୂଆଦିଲ୍ଲୀ ୨୭/୦୬/୨୦୨୧ କଳିଙ୍ଗ ଜ୍ଯୋତି : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଦେଶରେ ତୃତୀୟ ଟୀକାକରଣ ପର୍ଯ୍ୟାୟରେ ଗୋଟିଏ ଦିନରେ ଲକ୍ଷ ଲକ୍ଷ ଲୋକଙ୍କୁ ଟୀକାକରଣ କରାଯିବ ବିଷୟ ଉଲ୍ଲେଖ କରି କହିଛନ୍ତି ଯେ ଏହା ହିଁ ହେଉଛି ନୂତନ ଭାରତର ଶକ୍ତି। ଆଜି ଆକାଶବାଣୀରେ ପ୍ରଚାରିତ ମନ କି

ଜାମ୍ମୁ ବାୟୁସେନା ଘାଟି ବିସ୍ଫୋରଣ ମାମଲା, ୨ ଅଭିଯୁକ୍ତଙ୍କୁ ଗିରଫ କଲା ଏନଆଇଏ

ଜାମ୍ମୁ ୨୭/୦୬/୨୦୨୧ କଳିଙ୍ଗ ଜ୍ଯୋତି : ଜାମ୍ମୁ ବାୟୁସେନା ଷ୍ଟେସନ ବିସ୍ଫୋରଣ ସ୍ଥଳରେ ପ୍ରାୟ ପାଞ୍ଚ ଘଣ୍ଟାରୁ ଅଧିକ ଅନୁସନ୍ଧାନ ପରେ ଜାତୀୟ ଅନୁସନ୍ଧାନ ଏଜେନ୍ସି (ଏନଆଇଏ) ଟିମ୍ ଦୁଇ ଜଣ ସନ୍ଦିଗ୍ଧଙ୍କୁ ସହର ବାହାରେ ଥିବା ବେଲିଚେରଣ ଅଞ୍ଚଳରୁ ଗିରଫ କରିଛି। ଭାରତ-ପାକ୍ ଅନ୍ତର୍ଜାତୀୟ

ଟିକା ସମ୍ବନ୍ଧୀୟ ନକାରାତ୍ମକ ଗୁଜବ ପ୍ରତି କର୍ଣ୍ଣପାତ କରନ୍ତୁ ନାହିଁ: ‘ମନ୍‌ କି ବାତ୍‌’ରେ କହିଲେ ପ୍ରଧାନମନ୍ତ୍ରୀ…

ନୂଆଦିଲ୍ଲୀ ୨୬/୦୬/୨୦୨୧ କଳିଙ୍ଗ ଜ୍ଯୋତି : ଟିକା ସମ୍ବନ୍ଧୀୟ ନକାରାତ୍ମକ ଗୁଜବ ପ୍ରତି କର୍ଣ୍ଣପାତ କରନ୍ତୁ ନାହିଁ ବୋଲି ଆଜି ମାସିକ ବେତାର କାର୍ଯ୍ୟକ୍ରମ ‘ମନ୍‌ କି ବାତ୍‌’ର ୭୮ତମ ସଂସ୍କରଣରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି। ସେ କହିଛନ୍ତି, ବିଜ୍ଞାନକୁ ବିଶ୍ବାସ କରିବା

ସଂକ୍ରମଣ ବଢିଲେ ଆଉଥରେ ହୋଇପାରେ ଲକ୍‌ଡାଉନ୍‌! ଡେଲ୍ଟା ପ୍ଲସ୍‌ ଆକ୍ରାନ୍ତଙ୍କ ପାଖ ଦେଇ ଗଲେ ବି ହୋଇପାରନ୍ତି ସଂକ୍ରମିତ…

ନୂଆଦିଲ୍ଲୀ ୨୬/୦୬/୨୦୨୧ କଳିଙ୍ଗ ଜ୍ଯୋତି : ଡେଲ୍ଟାପ୍ଲସ ଆକ୍ରାନ୍ତଙ୍କ ପାଖ ଦେଇ ଚାଲିକରି ଗଲେ ସଂକ୍ରମିତ ହେବାର ସମ୍ଭାବନା ରହିଛି ବୋଲି ଏମସ୍‌ର ନିର୍ଦ୍ଦେଶକ ଡାକ୍ତର ଗୁଲେରିଆ ପ୍ରକାଶ କରିଛନ୍ତି । ଏହା ଏକ ନୂଆ ମ୍ୟୁଟେସନ୍‌ । ଅନ୍ୟ ପ୍ରତିରୂପ ଅପେକ୍ଷା ଏହା ଦ୍ରୁତଗତିରେ ବ୍ୟାପୁଥିବା

ଧାରା ୩୭୦, ୩୫ ଏ ପ୍ରତ୍ୟାର୍ପଣ ନ ହେବା ପର୍ଯ୍ୟନ୍ତ ନିର୍ବାଚନ ଲଢ଼ିବି ନାହିଁ: ମେହବୁବା ମୁଫ୍‌ତି

ନୂଆଦିଲ୍ଲୀ ୨୬/୦୬/୨୦୨୧ କଳିଙ୍ଗ ଜ୍ଯୋତି : ଜମ୍ମୁ ଓ କଶ୍ମୀରକୁ ଧାରା ୩୭୦ ଏବଂ ୩୫ ଏ ପ୍ରତ୍ୟର୍ପଣ ନ କରାଯିବା ପର୍ଯ୍ୟନ୍ତ ‘କ୍ଷମତା ରାଜନୀତି’ କିଂବା ନିର୍ବାଚନରେ ଅଂଶ ଗ୍ରହଣ କରିବେ ନାହିଁ ବୋଲି ‘ପିପୁଲ୍‌ସ୍‌ ଡେମୋକ୍ରାଟିକ୍‌ ପାର୍ଟି’ର ଅଧ୍ୟକ୍ଷା ଏକ ଜାତୀୟସ୍ତରୀୟ ଗଣମାଧ୍ୟମର ଜଣେ

ଟିକା ଅନୁପାତରେ ପରିବର୍ତ୍ତନ ପାଇଁ ଦାବି କଲା ଓଡ଼ିଶା

ଭୁବନେଶ୍ବର ୨୬/୦୬/୨୦୨୧ କଳିଙ୍ଗ ଜ୍ଯୋତି : ଟିକା ଅନୁପାତରେ ପରିବର୍ତ୍ତନ ପାଇଁ ଚିଠି ଲେଖିଲା ଓଡ଼ିଶା । ଘରୋଇ ହସ୍ପିଟାଲକୁ ୨୫ ପ୍ରତିଶତ ପରିବର୍ତେ ୫ ପ୍ରତିଶତ ଟିକା ଯୋଗାଣ ପାଇଁ ଦାବି। ପରିବର୍ତିତ କୋଭିଡ ଟିକାକରଣ ଗାଇଡ ଲାଇନ ଅନୁଯାୟୀ, ଘରୋଇ ହସ୍ପିଟାଲଗୁଡ଼ିକ ଟିକା ପ୍ରସ୍ତୁତ କମ୍ପାନି

୩୦ ଜିଲ୍ଲା ପାଇଁ ବିଜେଡିର ନୂଆ ପର୍ଯ୍ୟବେକ୍ଷକ ନିଯୁକ୍ତ

ଭୁବନେଶ୍ବର ୨୬/୦୬/୨୦୨୧ କଳିଙ୍ଗ ଜ୍ଯୋତି : ବିଜେଡ଼ି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ୩୦ ଜିଲ୍ଲା ପାଇଁ ପର୍ଯ୍ୟବେକ୍ଷକ ନିଯୁକ୍ତ କରିଛନ୍ତି। ଅନୁଗୁଳ ଜିଲ୍ଲା ପାଇଁ ପ୍ରଶାନ୍ତ ମୁଦୁଲି, ବାଲେଶ୍ବର ଜିଲ୍ଲା ପାଇଁ ପ୍ରତାପ ଦେବ, ବରଗଡ଼ ଜିଲ୍ଲା ପାଇଁ ସୁଧୀର ସାମଲ ଓ

ମହାରାଷ୍ଟ୍ର ପୂର୍ବତନ ଗୃହମନ୍ତ୍ରୀ ଅନିଲ ଦେଶମୁଖଙ୍କୁ ଇଡିର ସମନ୍, ପିଏ-ପିଏସ ଗିରଫ

ମୁମ୍ବାଇ ୨୬/୦୬/୨୦୨୧ କଳିଙ୍ଗ ଜ୍ଯୋତି : ୧୦୦ କୋଟି ଟଙ୍କାର ଳାଞ୍ଚ କାରବାର ମାମଲାରେ ପୁଣିଥରେ ଅଡୁଆରେ ମହାରାଷ୍ଟ୍ରର ପୂର୍ବତନ ଗୃହମନ୍ତ୍ରୀ ଅନିଲ ଦେଶମୁଖ। ଗତକାଲି ପ୍ରବର୍ତ୍ତନ ନିର୍ଦେଶାଳୟ(ଇଡି) ତାଙ୍କ ଘରେ ଚଢାଉ କରିଥିଲା। ଏବେ ତାଙ୍କର ପିଏ ଓ ପିଏସଙ୍କୁ ଗିରଫ କରିଛି ଇଡି। ପିଏମଏଲଏ

କୋଭାଭାକ୍ସର ଉତ୍ପାଦନ ଆରମ୍ଭ କଲା ସିରମ୍‌

ପୁଣେ ୨୬/୦୬/୨୦୨୧ କଳିଙ୍ଗ ଜ୍ଯୋତି : ଆମେରିକାର ଔଷଧ କମ୍ପାନୀ ନୋଭାଭାକ୍ସ ଦ୍ବାରା ବିକଶିତ କରୋନା ଟିକାକୁ ଭାରତରେ ଉତ୍ପାଦନ ଆରମ୍ଭ କରିଛି ସିରମ୍ ଇନଷ୍ଟିଚ୍ୟୁଟ୍ ଅଫ ଇଣ୍ଡିଆ (ଏସଆଇଆଇ)। ନୋଭାଭାକ୍ସର ଭାରତ ଉତ୍ପାଦିତ ଟିକାର ନାମ କୋଭାଭାକ୍ସ ରଖାଯାଇଛି। ଏସ୍‌ଆଇଆଇର ପୁଣେସ୍ଥିତ

ନିଜେ ଅସହାୟ ୱାର୍ଡ ସଭ୍ୟା, ସାହାଯ୍ୟ କରିବେ କାହାକୁ

ନନ୍ଦପୁର ୨୬/୦୬/୨୦୨୧ କଳିଙ୍ଗ ଜ୍ଯୋତି :  ଲୋକଙ୍କ ପ୍ରତିନିଧି ହେବାର  ପ୍ରଥମ ପାହାଚ ୱାର୍ଡ ସଭ୍ୟ ସଭ୍ୟା, ଯେଉଁଠାରୁ ଲୋକଙ୍କ ସୁଖ ଦୁଃଖର ସାଥି ହୋଇ ନିଜ ୱାର୍ଡର ସମସ୍ୟା ଗୁଡ଼ିକ ପଞ୍ଚାୟତ ସ୍ତରରେ ପହଞ୍ଚାଯାଏ। କିନ୍ତୁ ଯଦି ନିଜେ ୱାର୍ଡ ସଭ୍ୟ /ସଭ୍ୟା ସମସ୍ୟା ଘେରରେ ଥାଇ ପ୍ରଶାସନିକ
error: Content is protected !!
Open chat