Daily Archives

July 1, 2021

ଘରୋଇ ଏଲପିଜି ସିଲିଣ୍ଡରର ମୂଲ୍ୟ ୨୫.୫ ଟଙ୍କା ବୃଦ୍ଧି

ଭୁବନେଶ୍ୱର/ନୂଆଦିଲ୍ଲୀ ୦୧/୦୭/୨୦୨୧ କଳିଙ୍ଗ ଜ୍ଯୋତି : ତୈଳ ମାର୍କେଟିଂ କମ୍ପାନୀଗୁଡିକ ଘରୋଇ ଏଲପିଜି ସିଲିଣ୍ଡରର ମୂଲ୍ୟ ୧୪.୨ କିଲୋଗ୍ରାମ ସିଲିଣ୍ଡର ପିଛା ୨୫.୫ ଟଙ୍କା ବୃଦ୍ଧି କରିଛନ୍ତି। ଯାହା ଆଜି ଠାରୁ ଲାଗୁ ହେବ। ମୁମ୍ବଇ ଏବଂ ଦିଲ୍ଲୀରେ ରନ୍ଧନ ଗ୍ୟାସ ୧୪.୨ କିଲୋଗ୍ରାମ ସିଲିଣ୍ଡର

କେବଳ ଶାସକ ବଦଳିଲେ ସ୍ବେଚ୍ଛାଚାର ହଟିବାର ଗ୍ୟାରେଣ୍ଟି ନାହିଁ: ପ୍ରଧାନ ବିଚାରପତି

ନୂଆଦିଲ୍ଲୀ ୦୧/୦୭/୨୦୨୧ କଳିଙ୍ଗ ଜ୍ଯୋତି : ନିର୍ବାଚନ ବଳରେ ଶାସକ ବଦଳାଇ ଦେବା ପାଇଁ ଜନତାଙ୍କର ଥିବା ସାମାନ୍ୟ ଅଧିକାର ନିର୍ବାଚିତଙ୍କ ସ୍ବେଚ୍ଛାଚାର ବଦଳାଇ ଦେବ ବୋଲି କିଛି ଗ୍ୟାରେଣ୍ଟି ନାହିଁ ବୋଲି ଭାରତର ପ୍ରଧାନ ବିଚାରପତି ଏନ୍‌ଭି ରମଣା କହିଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି ଯେ,

ଦୂତୀ ଚାନ୍ଦଙ୍କୁ ଅଲିମ୍ପିକ ଟିକେଟ୍ : ବିଶ୍ବ ମାନ୍ୟତା ଭିତ୍ତିରେ ଯୋଗ୍ୟତା ଅର୍ଜନ କଲେ

ଭୁବନେଶ୍ବର ୩୦/୦୬/୨୦୨୧ କଳିଙ୍ଗ ଜ୍ଯୋତି : ଓଡ଼ିଆ ସ୍ପ୍ରିଣ୍ଟର ଦୂତୀ ଚାନ୍ଦ ଟୋକିଓ ଅଲିମ୍ପିକ ପାଇଁ ଯୋଗ୍ୟତା ଅର୍ଜନ କରିଛନ୍ତି । ବିଶ୍ବ ମାନ୍ୟତା ଆଧାରରେ ତାଙ୍କୁ ଚୟନ କରାଯାଇଥିବା ଜଣାଯାଇଛି । ତାଙ୍କୁ ୧୦୦ ଓ ୨୦୦ ମିଟର ମହିଳା ସ୍ପ୍ରିଣ୍ଟ ଇଭେଣ୍ଟରେ ସେ ଏହି ଯୋଗ୍ୟତା ଅର୍ଜନ

ଅଧିକ ତାଲାବନ୍ଦ ହେଲେ ବ୍ୟବସାୟ, ନିଯୁକ୍ତି ଓ ଅର୍ଥନୀତି ବିଧ୍ୱସ୍ତ ହୋଇଯିବ- ରାହୁଲ ବଜାଜ

ନୂଆଦିଲ୍ଲୀ ୦୧/୦୭/୨୦୨୧ କଳିଙ୍ଗ ଜ୍ଯୋତି : କୋଭିଡ-୧୯ ମହାମାରୀକୁ ନିୟନ୍ତ୍ରଣ କରିବାକୁ ଘୋଷଣା କରାଯାଉଥିବା ତାଲାବନ୍ଦ ଦ୍ୱାରା ବ୍ୟବସାୟ, ନିଯୁକ୍ତି ଏବଂ ସମୁଦାୟ ଅର୍ଥନୀତି ନଷ୍ଟ ହେଉଛି । କରୋନା ଭୂତାଣୁ ସଂକ୍ରମଣକୁ ସଠିକ ଭାବରେ ନିୟନ୍ତ୍ରଣ ନକରି ଏଭଳି ତାଲାବନ୍ଦ କରାଗଲେ ତାହା

ହାଇକୋର୍ଟର ମୁଖ୍ୟ ବିଚାରପତି ଉଦ୍‌ଘାଟନ କଲେ ୧୫ଟି ସ୍ବତନ୍ତ୍ର ଫାଷ୍ଟଟ୍ରାକ କୋର୍ଟ

କଟକ ୦୧/୦୭/୨୦୨୧ କଳିଙ୍ଗ ଜ୍ଯୋତି : ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି ଡକ୍ଟର ଜଷ୍ଟିସ ଏସ୍. ମୁରଲିଧର ଗୁରୁବାର ଆଭାସୀ ମାଧ୍ୟମରେ ରାଜ୍ୟର ବିଭିନ୍ନ ସ୍ଥାନରେ ୧୫ଟି ସ୍ବତନ୍ତ୍ର ଫାଷ୍ଟଟ୍ରାକ୍ କୋର୍ଟ ଉଦଘାଟନ କରିଛନ୍ତି। ଏହାବ୍ୟତୀତ ଜଗତସିଂହପୁର ଜିଲ୍ଲାର ଏରସମା ଓ ଗଞ୍ଜାମ ଜିଲ୍ଲାର

୨ରୁ ୧୭ ବର୍ଷ ପିଲାଙ୍କ ଉପରେ କୋଭୋଭାକ୍ସ ଟିକା ପରୀକ୍ଷଣକୁ ମନା କଲେ ସରକାର

ନୂଆଦିଲ୍ଲୀ ୦୧/୦୭/୨୦୨୧ କଳିଙ୍ଗ ଜ୍ଯୋତି : ଦେଶରେ ୨ରୁ ୧୭ ବର୍ଷ ବୟସର ପିଲାଙ୍କ ଠାରେ କୋଭିଡ-୧୯ ଟିକା କୋଭୋଭାକ୍ସର ୨ୟ ଏବଂ ୩ୟ ପର୍ଯ୍ୟାୟ ପରୀକ୍ଷଣ କରିବାକୁ କରାଯାଇଥିବା ଆବେଦନକୁ କେନ୍ଦ୍ର ସରକାର ଅଗ୍ରାହ୍ୟ କରିଦେଇଛନ୍ତି । ସେରମ୍‍ ଇନଷ୍ଟିଚ୍ୟୁଟ ଅଫ ଇଣ୍ଡିଆ ପକ୍ଷରୁ ଏଥିପାଇଁ ଭାରତର

ରାଜ୍ୟରେ ଖୁବ୍ ଶୀଘ୍ର ଗର୍ଭବତୀମାନଙ୍କର ଟିକାକରଣ କରାଯିବ: ପରିବାର କଲ୍ୟାଣ ନିର୍ଦ୍ଦେଶକ

ଭୁବନେଶ୍ବର ୦୧/୦୭/୨୦୨୧ କଳିଙ୍ଗ ଜ୍ଯୋତି : ରାଜ୍ୟରେ କୋଭିଡ କଟକଣା ଆଂଶିକ କୋହଳକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର। ସେ କହିଛନ୍ତି ବି କାଟାଗୋରୀରେ ରଖାଯାଇଥିବା  ଜିଲ୍ଲାଗୁଡ଼ିକରେ ସ୍ଥିତି ସଂପୂର୍ଣ୍ଣ ନିୟନ୍ତ୍ରଣକୁ ଆସିନଥିବା ବେଳେ ସେଠି କ୍ରମାଗତ

‘ଭ୍ୟାକ୍ସିନେସନ୍‌ ପାସ୍‌ପୋର୍ଟ’ ପାଇଁ ‘କୋଭିସିଲ୍‌ଡ୍‌’କୁ ଅନୁମୋଦନ କଲେ ୭ ୟୁରୋପୀୟ ସଂଘ ଦେଶ ଏବଂ…

ନୂଆଦିଲ୍ଲୀ ୦୧/୦୭/୨୦୨୧ କଳିଙ୍ଗ ଜ୍ଯୋତି : ‘ଭ୍ୟାକ୍ସିନେସନ୍‌ ପାସ୍‌ପୋର୍ଟ’ ପ୍ରସଙ୍ଗରେ ବିବାଦ ଚାଲିଥିବା ବେଳେ ‘ସିରମ୍ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍ ଇଣ୍ଡିଆ’ର ‘କୋଭିସିଲ୍‌ଡ୍‌’ ଟିକାକୁ ସାତଟି ଇଉରୋପୀୟ ସଂଘ ରାଷ୍ଟ୍ର ଏବଂ ସୁଇଜର୍‌ଲାଣ୍ଡ୍‌ ଅନୁମୋଦନ କରିଛନ୍ତି। ଅଷ୍ଟ୍ରିଆ,
error: Content is protected !!
Open chat