Daily Archives

July 6, 2021

ମୋତେ ଗିରଫ କରିବେ ନାହିଁ ବୋଲି ଲେଖିକି ଦେଲେ ମୁଁ ପୁଲିସ୍‌ରେ ହାଜର ହେବାକୁ ରାଜି; ଟ୍ୱିଟର ଇଣ୍ଡିଆ ଏମ୍‌ଡି ମନୀଷ…

ନୂଆଦିଲ୍ଲୀ ୦୬/୦୭/୨୦୨୧ କଳିଙ୍ଗ ଜ୍ଯୋତି : ଉତ୍ତର ପ୍ରଦେଶ ପୁଲିସ ଗିରଫ କରିବା ନାହିଁ ବୋଲି ଆଗ ନିଶ୍ଚିତ କରୁ ତେବେ ମୁଁ ହାଜର ହେବାକୁ ରାଜି ଅଛି। ଆଜି କର୍ଣ୍ଣାଟକା ହାଇକୋର୍ଟରେ ଏପରି କହିଛନ୍ତି ଭାରତର ଟ୍ୱିଟର ଏମ୍‌ଡି ମନୀଷ ମାହେଶ୍ୱରୀ। ଲୋନୀ ଭାଇରାଲ୍ ଭିଡିଓ ଘଟଣାରେ ମନୀଷ ନୋଟିସ୍

ଭୁବନେଶ୍ୱର ଏମ୍ସ ପରିସରରେ ଅଗ୍ନିଶମ ସେବା କେନ୍ଦ୍ରକୁ ମୁଖ୍ୟମନ୍ତ୍ରୀଙ୍କ ମଞ୍ଜୁରୀ

ଭୁବନେଶ୍ୱର ୦୬/୦୭/୨୦୨୧ କଳିଙ୍ଗ ଜ୍ଯୋତି : ଭୁବନେଶ୍ୱର ଏମ୍ସ ପରିସରରେ ଏକ ଅଗ୍ନିଶମ ସେବା କେନ୍ଦ୍ର ଖୋଲାଯିବା ପ୍ରସ୍ତାବକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଞ୍ଜୁର କରିଛନ୍ତି । ଏହି କେନ୍ଦ୍ରରେ ଜଣେ ଷ୍ଟେସନ ଅଫିସରଙ୍କ ସମେତ ଦଶ ଜଣ କର୍ମଚାରୀ ରହିବେ । ଏଥିପାଇଁ ରାଜ୍ୟ ସରକାର ଦଶଟି

ଟ୍ୱିଟର ପାଳନ କରିନି ନୂଆ ଆଇଟି ନିୟମ ; ସରକାର ଟ୍ୱିଟର ବିରୋଧରେ ନେଇପାରିବେ କାର୍ଯ୍ୟାନୁଷ୍ଠାନ – ଦିଲ୍ଲୀ ହାଇକୋର୍ଟ

ନୂଆଦିଲ୍ଲୀ ୦୬/୦୭/୨୦୨୧ କଳିଙ୍ଗ ଜ୍ଯୋତି : କେନ୍ଦ୍ର ସରକାରଙ୍କ ନୂଆ ଆଇଟି ନିୟମକୁ ଟ୍ୱିଟର ପାଳନ କରିନଥିବା ନେଇ କହିଛି। ଟ୍ୱିଟର ଓ ସରକାରଙ୍କ ମଧ୍ୟରେ ଚାଲିଥିବା ବିବାଦ ମଧ୍ୟରେ ଦିଲ୍ଲୀ ହାଇକୋର୍ଟରେ ଟ୍ୱିଟରେ ମାନିଛି। ଏହାପରେ ହାଇକୋର୍ଟ କହିଛନ୍ତି, ନିଜ ତରଫରୁ ଟ୍ୱିଟରକୁ କୌଣସି

ରଥଯାତ୍ରାରେ ଛେରାପହଁରା କରିବେ ଗଜପତି

ଭୁବନେଶ୍ବର ୦୬/୦୭/୨୦୨୧ କଳିଙ୍ଗ ଜ୍ଯୋତି : ବିଶ୍ବ ପ୍ରସିଦ୍ଧ ପୁରୀ ରଥଯାତ୍ରାରେ ଗଜପତି ମହାରାଜା ଦିବ୍ୟସିଂହ ଦେବ ଛେରାପହଁରା କରିବେ। ରଥଯାତ୍ରାରେ ଛେରାପହଁରା ନେଇ ଗଜପତି ମହାରାଜା ଦିବ୍ୟସିଂହ ଦେବ ଆଜି ସୂଚନା ଦେଇଛନ୍ତି। ଗଜପତି ମହାରାଜା ଦିବ୍ୟସିଂହ ଦେବ କହିଛନ୍ତି ଯେ ଆମେ

ବନ୍ଦ ହେବ ରାଜ୍ୟର ସମସ୍ତ କୋଭିଡ୍ ସେବା କେନ୍ଦ୍ର

ଭୁବନେଶ୍ବର ୦୬/୦୭/୨୦୨୧ କଳିଙ୍ଗ ଜ୍ଯୋତି :  କରୋନା ସଂକ୍ରମଣ ଧୀରେ ଧୀରେ ହ୍ରାସ ପାଉଥିବାରୁ ରାଜ୍ୟରେ ଚାଲୁ ରହିଥିବା ସମସ୍ତ ସରକାରୀ ଓ ବେସରକାରୀ କୋଭିଡ୍ ସେବା କେନ୍ଦ୍ରଗୁଡ଼ିକୁ  ବନ୍ଦ କରିବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି । ତେବେ ଯଦି ଏକ କୋଭିଡ୍ ସେବା କେନ୍ଦ୍ରରେ କରୋନା
error: Content is protected !!
Open chat