Daily Archives

July 11, 2021

ମାଲକାନଗିରିରେ ଜନସଂଖ୍ୟା ନିୟନ୍ତ୍ରଣ ସଚେତନତା ରଥ ଶୁଭ ଉଦଘାଟନ

ମାଲକାନଗିରି  ୧୧/୦୭/୨୦୨୧ କଳିଙ୍ଗ ଜ୍ଯୋତି : ଆଜି ବିଶ୍ଵ ଜନସଂଖ୍ୟା ଦିବସ । ଏହି ଅବସରରେ ମାଲକାନଗିରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ସ୍ବାସ୍ଥ୍ୟ ବିଭାଗ ତରଫରୁ ଏକ ଜନସଂଖ୍ୟା ନିୟନ୍ତ୍ରଣ ସଚେତନତା ରଥର ଶୁଭ  ଉଦଘାଟନ  କରାଯାଇଛି । ଏହି ରଥକୁ ଭାରପ୍ରାପ୍ତ ଜିଲ୍ଲା ମୁଖ୍ୟ ଚିକିତ୍ସା

ଦାୟିତ୍ୱ ଗ୍ରହଣ ପରେ ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କ ବଡ଼ ଘୋଷଣା, ‘ଉଡାନ’ ଯୋଜନା ଅଧୀନରେ ସାମିଲ ହେଲା ୮ଟି ବିମାନ

ନୂଆଦିଲ୍ଲୀ ୧୧/୦୭/୨୦୨୧ କଳିଙ୍ଗ ଜ୍ଯୋତି : ନବନିଯୁକ୍ତ ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ ଆଜି ଏକ ବଡ଼ ଘୋଷଣା କରିଛନ୍ତି | ସହରଗୁଡ଼ିକୁ ମେଟ୍ରୋ ସହିତ ସଂଯୋଗ କରିବା ପାଇଁ ‘ଉଡାନ’ ଯୋଜନା ଅଧୀନରେ ନୂତନ ବିମାନ ସାମିଲ କରିବା ନେଇ ଘୋଷଣା କରିଛନ୍ତି

ରାତି ପାହିଲେ ଘୋଷଯାତ୍ରା, ରଥ ଓ ପଥ ପ୍ରସ୍ତୁତ

ପୁରୀ ୧୧/୦୭/୨୦୨୧ କଳିଙ୍ଗ ଜ୍ଯୋତି :ରାତି ପାହିଲେ ବିଶ୍ୱପ୍ରସିଦ୍ଧ ଘୋଷଯାତ୍ରା। ମହାପ୍ରଭୁଙ୍କ ଘୋଷଯାତ୍ରା ପାଇଁ ରଥ ଓ ପଥ ପ୍ରସ୍ତୁତ। ରତ୍ନବେଦୀ ଛାଡ଼ି ଜନ୍ମବେଦୀକୁ ବିଜେ କରିବେ ମହାବାହୁ। ସାଙ୍ଗରେ ଭଉଣୀ ସୁଭଦ୍ରା ଓ ବଡ଼ଭାଇ ବଳଭଦ୍ରଙ୍କୁ ସାଙ୍ଗରେ ନେଇ ଘୋଷଯାତ୍ରାରେ ଯିବେ ମହାପ୍ରଭୁ
error: Content is protected !!
Open chat