Daily Archives

December 12, 2021

୨ ଘଣ୍ଟାରେ ଜାଣିହେବ ଓମିକ୍ରନ ସଂକ୍ରମଣ ସ୍ତିତି, ଆଇସିଏମଆରର ନୂଆ ପରୀକ୍ଷା କିଟ

ନୂଆଦିଲ୍ଲୀ ୧୨/୧୨/୨୦୨୧ କଳିଙ୍ଗ ଜ୍ୟୋତି : କରୋନାର ଆଉ ଏକ ରୂପ ଓମିକ୍ରନକୁ ନେଇ ସାଧାରଣରେ ଆଲୋଚନା ଜାରି ରହିଥିବା ବେଳେ ଦିବ୍ରୁଗଡ଼ ସ୍ତିତ ଭାରତୀୟ ଭେଷଜ ଅନୁସନ୍ଧାନ ପରିଷଦ, ଆଇସିଏମଆର ନୂଆ ନମୁନା କିଟ ପରୀକ୍ଷା ପ୍ରସ୍ତୁତ କରିଛି। ଏହି କିଟ ଜରିଆରେ ମାତ୍ର ୨ଘଣ୍ଟା ମଧ୍ୟରେ ଜଣେ…

ବାକ୍ ସ୍ବାଧୀନତାର ଅଧିକାର ଲଗାମହୀନ ଘୋଡ଼ା ନ ହେଉ – ରାଷ୍ଟ୍ରପତି

ନୂଆଦିଲ୍ଲୀ ୧୨/୧୨/୨୦୨୧ କଳିଙ୍ଗ ଜ୍ୟୋତି : କୌଣସି କ୍ଷେତ୍ରରେ ବାଛବିଚାର ନ ରହିବା ହିଁ ମାନବାଧିକାର ସୁରକ୍ଷା ପ୍ରତି ସର୍ବାଧିକ ସମ୍ମାନ ହେବ ବୋଲି ମତ ଦେଇଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ। ବାର୍ଷିକ ମାନବ ଅଧିକାର ଦିବସ ଅବସରରେ ଆୟୋଗ ଦ୍ବାରା ଆୟୋଜିତ ଏକ କାର୍ଯ୍ୟକ୍ରମରେ ଉଦବୋଧନ…

ପିନାକ-ଇଆର ରକେଟର ସଫଳ ପରୀକ୍ଷଣ

ପୋଖରାଣ ୧୨/୧୨/୨୦୨୧ କଳିଙ୍ଗ ଜ୍ୟୋତି : ରାଜସ୍ଥାନର ପୋଖରାଣଠାରେ ସ୍ବଦେଶୀ ଜ୍ଞାନକୌଶଳରେ ନିର୍ମିତ ଓ ବିକଶିତ ପିନାକ (ପିନାକ-ଇଆର) ରକେଟର ସଫଳ ପରୀକ୍ଷଣ କରାଯାଇଛି। ଗତ ତିନି ଦିନ ଧରି କ୍ରମାଗତ ଭାବେ ଏହି ପରୀକ୍ଷଣ ଚାଲିଥିଲା। ସ୍ବତନ୍ତ୍ର ଲଞ୍ଚର ବ୍ୟବସ୍ଥାରେ ଡିଆରଡିଓ ଏବଂ ସ୍ଥଳ ସେନା…

ରାଷ୍ଟ୍ରୀୟ ଲୋକ ଅଦାଲତ, ରାଜ୍ୟରେ ୧୨ ହଜାର ମାମଲା ଫଇସଲା

କଟକ ୧୨/୧୨/୨୦୨୧ କଳିଙ୍ଗ ଜ୍ୟୋତି : ଓଡ଼ିଶା ରାଜ୍ୟ ଆଇନସେବା ପ୍ରାଧିକରଣର ମୁଖ୍ୟ ପୃଷ୍ଠପୋଷକ ମୁଖ୍ୟ ବିଚାରପତି ଏସ.ମୁରଲୀଧର, ପ୍ରାଧିକରଣର କାର୍ଯ୍ୟ ନିର୍ବାହୀ ଅଧ୍ୟକ୍ଷ ବିଚାରପତି ଯଶୱନ୍ତ ସିଂହଙ୍କ ମାର୍ଗଦର୍ଶନରେ ରାଜ୍ୟର ସମସ୍ତ ୩୦ଟି ଜିଲାରେ ଗତକାଲି ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ…
error: Content is protected !!
Open chat