ମୁଖ୍ୟମନ୍ତ୍ରୀଙ୍କ ଇସାରା: କୋହଳ ହେବ ଲକ୍ଡାଉନ୍, କମ୍ ସଂକ୍ରମଣ ଜିଲ୍ଲାରେ ଅନ୍ଲକ୍ ନେଇ ବିଚାର
ଭୁବନେଶ୍ବର ୧୦/୦୬/୨୦୨୧ କଳିଙ୍ଗ ଜ୍ଯୋତି ବ୍ଯୁରୋ : ରାଜ୍ୟରେ କରୋନାର ଦ୍ୱିତୀୟ ଲହର ଜୀବନ ଜୀବିକାକୁ ଧ୍ୱସ୍ତ ବିଧ୍ୱସ୍ତ କରିଦେଇଛି । ବିଶେଷଜ୍ଞମାନେ କରୋନାର ତୃତୀୟ ଲହର ଆସିବ ବୋଲି ଆକଳନ କରୁଛନ୍ତି । ଏହାକୁ ଗମ୍ଭୀରତାର ସହ ନେଇ ରାଜ୍ୟ ସରକାର ତୃତୀୟ ଲହରର ମୁକାବିଲା ପାଇଁ ପ୍ରସ୍ତୁତିକୁ!-->…
