୯୯୦ ଟଙ୍କାରେ ମିଳିବ ୨-ଡିଜି ଔଷଧ, କେନ୍ଦ୍ର ଓ ରାଜ୍ୟ ପାଇଁ ରିହାତି
ନୂଆଦିଲ୍ଲୀ: କରୋନା ମହାମାରୀ ବିରୋଧୀ ଲଢ଼େଇ ପାଇଁ ପ୍ରତିରକ୍ଷା ଉନ୍ନୟନ ଗବେଷଣା ପ୍ରତିଷ୍ଠାନ (ଡିଆରଡିଓ) ପକ୍ଷରୁ ପ୍ରସ୍ତୁତ କରାଯାଇଥିବା ଔଷଧ ୨-ଡିଜିର ମୂଲ୍ୟ ଧାର୍ଯ୍ୟ କରିଛନ୍ତି କେନ୍ଦ୍ର ସରକାର। ଏହାର ମୂଲ୍ୟ ୯୯୦ ଟଙ୍କା ରଖାଯାଇଛି। ତେବେ ସରକାରୀ ଡାକ୍ତରଖାନା, କେନ୍ଦ୍ର ଏବଂ ରାଜ୍ୟ!-->…
