ବାତ୍ୟାର ଆଖି ଧାମରା ଓ ବାଲେଶ୍ବର ଭିତରେ ଅତିକ୍ରମ କରିବ
ଭୁବନେଶ୍ବର: ଧାମରା ପାଖରେ ବାତ୍ୟା ୟସ ସ୍ଥଳଭାଗ ଅତିକ୍ରମ କରିବ। ୨୬ ତାରିଖ ଭୋର ସୁଦ୍ଧା ଧାମରା ପାଖରେ କେନ୍ଦ୍ରୀଭୂତ ହେବ। ଧାମରାର ଉତ୍ତରକୁ ଓ ବାଲେଶ୍ବରର ଦକ୍ଷିଣକୁ ସ୍ଥଳଭାଗ ଅତିକ୍ରମ କରିବ। ବାତ୍ୟାର ଆଖି ଧାମରା ଓ ବାଲେଶ୍ବର ଭିତରେ ଅତିକ୍ରମ କରିବ। ବାତ୍ୟା ରିକର୍ଭ କରି ପଶ୍ଚିମବଙ୍ଗ!-->…
