Yearly Archives

2021

ପିଏମ୍‍ କେୟାର୍ସ ପାଣ୍ଠିରୁ ଓଡ଼ିଶାର ୮ଟି ଜିଲ୍ଲାରେ ପ୍ରତିଷ୍ଠା ହେବ ମେଡ଼ିକାଲ ଅମ୍ଳଜାନ ପ୍ଲାଂଟ୍‍ : ଧର୍ମେନ୍ଦ୍ର…

-ସମୟୋପଯୋଗୀ ପଦକ୍ଷେପ ପାଇଁ ପ୍ରଧାନମନ୍ତ୍ରୀ ଏବଂ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କୁ ଧନ୍ୟବାଦ-ବାଲେଶ୍ୱର, ଭଦ୍ରକ, ବଲାଙ୍ଗିର, ଦେବଗଡ଼, ଝାରସୁଗୁଡ଼ା, କୋରାପୁଟ, ନୟାଗଡ଼ ଏବଂ ସୋନପୁର ଜିଲ୍ଲାରେ ଡ଼ିଆରଡ଼ିଓ ଦ୍ୱାରା ପିଏସଏ ଅକ୍ସିଜେନ୍‍ ପ୍ଲାଂଟ୍‍ ପ୍ରତିଷ୍ଠା ହେବ-ଢ଼େଙ୍କାନାଳ, ଗଜପତି,

ଅବପାତର ରୂପ ନେଲା ଲଘୁଚାପ ; ପାରାଦ୍ୱୀପ ଓ ସାଗର ଦ୍ୱୀପ ମଧ୍ୟରେ ଲ୍ୟାଣ୍ଡଫଲ କରିବ : ଆଇଏମଡି

ନୂଆଦିଲ୍ଲୀ : ପୂର୍ବ ବଙ୍ଗୋପ ସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ କ୍ଷେତ୍ର ସୋମବାର ଅବପାତର ରୂପ ନେଇଛି। ଆସନ୍ତାକାଲି ସୁଦ୍ଧା ଏହା ବାତ୍ୟାର ରୂପ ନେବ ଏବଂ ପରେ ଭୟଙ୍କର ବାତ୍ୟାର ରୂପ ନେଇ ଆସନ୍ତା ୨୬ ତାରିଖ ସନ୍ଧ୍ୟାରେ ସ୍ଥଳଭାଗ ଛୁଇଁବ। ଏହା ପାରାଦ୍ୱୀପ ଓ ସାଗର ଦ୍ୱୀପ ମଧ୍ୟରେ

ଭାରତ ତିଆରି ନାଜାଲ ଟିକା ମହତ୍ୱପୂର୍ଣ୍ଣ ପରିବର୍ତ୍ତନ ଆଣିବ: ହୁ ମୁଖ୍ୟ ବୈଜ୍ଞାନିକ

ଜେନେଭା : ଭାରତରେ ତିଆରି ହେଉଥିବା ନାଜାଲ ଟିକା ପିଲାଙ୍କ ପାଇଁ ଚିକିତ୍ସା କ୍ଷେତ୍ରରେ ଏକ ମହତ୍ୱପୂର୍ଣ୍ଣ ପରିବର୍ତ୍ତନ ଆଣିବ। ତେବେ ଏହି ଟିକା ଚଳିତ ବର୍ଷ ଉପଲବ୍ଧ ହୋଇନପାରେ ବୋଲି କହିଛନ୍ତି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ମୁଖ୍ୟ ବୈଜ୍ଞାନିକ ସୋମ୍ୟା ସ୍ୱାମୀନାଥନ୍‍। ଦେଶକୁ କୋଭିଡର ତୃତୀୟ

ଅତି ଭୀଷଣ ବାତ୍ୟାର ରୂପ ନେବ ୟାସ : ଆଇଏମଡି

ଭୁବନେଶ୍ୱର : ସମ୍ଭାବ୍ୟ ବାତ୍ୟା ‘ୟାସ’ ଅତି ଭୀଷଣ ବାତ୍ୟାରେ ପରିଣତ ହୋଇ ଉପକୂଳ ମୁହାଁ ହେବ। ଶନିବାର ସକାଳେ ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି ବୋଲି ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) ପକ୍ଷରୁ ସୂଚନା ଦିଆଯାଇଛି। ଏହା କ୍ରମେ ଘନୀଭୂତ ହୋଇ ୨୪ ତାରିଖରେ

ମୋବାଇଲରୁ ମିଳିବ କୋଭିଡ ପରୀକ୍ଷା ରିପୋର୍ଟ, ପରୀକ୍ଷା କେନ୍ଦ୍ର ଯିଵା ଦରକାର ନାହିଁ

ରାଜ୍ୟ କୋଭିଡ ଡ୍ୟାସବୋର୍ଡରେ 'Covid-19 Test Report' ସୁବିଧାର ଶୁଭାରମ୍ଭ ଭୁବନେଶ୍ୱର : ଲୋକମାନଙ୍କୁ ସୁବିଧାରେ କୋଭିଡ ପରୀକ୍ଷା ରିପୋର୍ଟ ପ୍ରଦାନ କରିବା ପାଇଁ ଓଡ଼ିଶା ସରକାର କୋଭିଡ ଟେଷ୍ଟ ରିପୋର୍ଟ ୱେବସାଇଟ୍ ଲୋକାର୍ପିତ କରିଛନ୍ତି। କୋଭିଡ-୧୯ ପରୀକ୍ଷା ; ଯଥା ଆରଟି

ପଦମପୁର ସବ୍‍ ଜେଲ୍‍ରୁ ୮୩ କଏଦୀ କରୋନା ପଜିଟିଭ୍‍ ଚିହ୍ନଟ

ବରଗଡ଼ : ପଦମପୁର ସବ୍‍ ଜେଲ୍‍ରୁ ୮୩ ଜଣ କଏଦୀ କରୋନା ପଜିଟିଭ୍‍ ଚିହ୍ନଟ ହୋଇଛନ୍ତି। ମୋଟ୍‍ ୧୨୫ ଜଣଙ୍କ ସ୍ୱାବ୍‍ ଟେଷ୍ଟ କରାଯାଇଥିଲା। ସେଥି ମଧ୍ୟରୁ ୮୩ ଜଣଙ୍କ ରିପୋର୍ଟ ପଜିଟିଭ୍‍ ଆସିଥିଲା। ଚିହ୍ନଟ ପଜିଟିଭ୍‍ ମାନଙ୍କୁ ସଙ୍ଗରୋଧରେ ରଖାଯାଇଥିବା ଏସଡିଏମଓ ସୂଚନା ଦେଇଛନ୍ତି।

ଓଡ଼ିଶାରେ ସମ୍ଭାବ୍ୟ ବାତ୍ୟା ନେଇ ଭାରତ ସରକାର ସମ୍ପୂର୍ଣ୍ଣ ସହଯୋଗ କରିବା ପାଇଁ ପ୍ରସ୍ତୁତ : ଧର୍ମେନ୍ଦ୍ର ପ୍ରଧାନ

ଭୁବନେଶ୍ୱର : ଓଡ଼ିଶାରେ ସମ୍ଭାବ୍ୟ ବାତ୍ୟା ‘ୟାସ୍‍’କୁ ନେଇ ପ୍ରାକ୍‍ ପ୍ରସ୍ତୁତି ଏବଂ ତାହାର ମୁକାବିଲା ପାଇଁ ହୋଇଥିବା ପ୍ରସ୍ତୁତି ଉପରେ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ, ଭାରତୀୟ ପାଣିପାଗ (ଆଇଏମଡ଼ି) ନିର୍ଦ୍ଦେଶକ ମୃତ୍ୟୁଞ୍ଜୟ ମହାପାତ୍ର ଏବଂ ଏନଡ଼ିଆରଏଫ ଡ଼ିଜି ସତ୍ୟ ନାରାୟଣ

ସାମାଜିକ ଗଣମାଧ୍ୟମ କମ୍ପାନୀଗୁଡ଼ିକୁ କେନ୍ଦ୍ରର ନିର୍ଦେଶ: କରୋନାର ଭାରତୀୟ ଭାରିଆଣ୍ଟ ସମ୍ପର୍କିତ ଖବର ହଟାଅ

ନୂଆଦିଲ୍ଲୀ: କରୋନା ଭୂତାଣୁର ଭାରତୀୟ ଭାରିଆଣ୍ଟ ବି୧.୬୧୭ ସମ୍ପର୍କିତ ଖବରକୁ ହଟାଇବା ଲାଗି କେନ୍ଦ୍ର ସରକାର ସାମାଜିକ ଗଣମାଧ୍ୟମ କମ୍ପାନୀଗୁଡ଼ିକୁ ଆଦେଶ ଦେଇଛନ୍ତି। ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରଣାଳୟ ପକ୍ଷରୁ ଏ ନେଇ ନିର୍ଦେଶ ଦିଆଯାଇଥିବା ଖବର ସରବରାହ ସଂସ୍ଥା ରଏଟର୍ସ ପକ୍ଷରୁ

ବିଧାୟକ ପ୍ରଦୀପ ପାଣିଗ୍ରାହୀ, ଆଇଏଫଏସ ଅଧିକାରୀ ଅଭୟକାନ୍ତ ପାଠକ କରୋନା ଆକ୍ରାନ୍ତ

ଭୁବନେଶ୍ୱର : ଦୁର୍ନୀତି ଅଭିଯ଼ୋଗରେ ଝାରପଡ଼ା ଜେଲରେ ଥିବା ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ ଓ ଆଇଏଫଏସ ଅଧିକାରୀ ଅଭୟକାନ୍ତ ପାଠକ କରୋନାରେ ଆକ୍ରାନ୍ତ ହୋଇଥିବା ଜଣାଯ଼ାଇଛି । ଉଭୟଙ୍କୁ ଝାରପଡ଼ା ଜେଲରେ ଆଇସୋଲେସନରେ ରଖାଯ଼ାଇଛି । ସେମାନଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଉପରେ ନଜର

ଲଂଚ ହେଲା କୋଭିସେଲ୍ଫ : ୨୫୦ ଟଙ୍କାରେ ନିଜେ ଘରେ କରିପାରିବେ କରୋନା ପରୀକ୍ଷା

ନୂଆଦିଲ୍ଲୀ: କରୋନା ସଂକ୍ରମଣ ଦିନକୁ ଦିନ ବଢୁଥିବାବେଳେ କରୋନା ପରୀକ୍ଷା ପାଇଁ ଆପଣ ଟେଷ୍ଟିଙ୍ଗ ସେଣ୍ଟରକୁ ଯାଉଛନ୍ତି କି ? ଯଦି ହଁ ତେବେ ଆପଣଙ୍କୁ ସେଠାରେ ବି ସଂକ୍ରମଣର ଭୟ ରହୁଥିବ । ତେବେ ପ୍ରଥମ ଥର ପାଇଁ ଆଇସିଏମଆର ଭାରତର କରୋନାର ପ୍ରଥମ ହୋମ ଟେଷ୍ଟ କିଟକୁ ମଞ୍ଜୁରୀ ଦେଇଛି। ପୁନେର
error: Content is protected !!
Open chat