Yearly Archives

2021

କୋଭିଡ ସ୍ଥିତି ନେଇ ପ୍ରଧାନମନ୍ତ୍ରୀଙ୍କ ସହ କଥା ହେଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର :  କୋଭିଡ ସ୍ଥିିତି ନେଇ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ ଟେଲିଫୋନ ଯୋଗେ କଥା ହୋଇଛନ୍ତି। ବର୍ତ୍ତମାନର କୋଭିଡ ସ୍ଥିତି ଯୁଦ୍ଧ ସହ ସମାନ। ଜାତୀୟସ୍ତରରେ କୋଭିଡ ମୁକାବିଲାରେ ଓଡିଶା ସହଯୋଗ କରିବ। ଦେଶରେ ଦେଖାଦେଇଥିବା ଅକ୍ସିଜେନ

କେନ୍ଦ୍ର ଶିକ୍ଷା ମନ୍ତ୍ରୀ ରମେଶ ପୋଖରିୟାଲ ନିଶଙ୍କ କରେନା ପଜିଟିଭ୍

ନୂଆଦିଲ୍ଲୀ :  କେନ୍ଦ୍ର ଶିକ୍ଷା ମନ୍ତ୍ରୀ ରମେଶ ପୋଖରିୟାଲ ନିଶଙ୍କ କରେନା ସଂକ୍ରମିତ ହୋଇଛନ୍ତି । ଶ୍ରୀ ପୋଖରିୟାଲ ଏକ ଟ୍ୱିଟରେ କହିଛନ୍ତି ଯେ ଡାକ୍ତରଙ୍କ ପରାମର୍ଶ ଅନୁଯାୟୀ ସେ ଔଷଧ ସେବନ କରିବା ସହ ଚିକିତ୍ସିତ ହେଉଛନ୍ତି। ନିକଟରେ ତାଙ୍କ ସମ୍ପର୍କରେ ଆସିଥିବା ସମସ୍ତଙ୍କୁ କରୋନା

ଅଗଷ୍ଟ ୧୫ ସୁଦ୍ଧା ଟିକାକରଣ ସାରିବାକୁ କେନ୍ଦ୍ରର ​‌ଯୋଜନା

ନୂଆଦିଲ୍ଲୀ: ଆଗାମୀ ସାଢ଼େ ୩ ମାସ ଅର୍ଥାତ ଅଗଷ୍ଟ ୧୫ ସୁଦ୍ଧା ଦେଶରେ ଟିକାକରଣ ଅଭିଯାନ ଶେଷ ହେବ। ୧୮ ବର୍ଷରୁ ଅଧିକ ବୟସର ସମସ୍ତ ବ୍ୟକ୍ତିଙ୍କୁ ଏହି ସମୟ ମଧ୍ୟରେ ଟିକାକରଣ କରାଯିବ ବୋଲି କେନ୍ଦ୍ର ସରକାର ଯୋଜନା କରିଛନ୍ତି। ଏଥିପାଇଁ ଦେଶବ୍ୟାପୀ ୧୦ ଲକ୍ଷରୁ ଅଧିକ ଟିକାକରଣ କେନ୍ଦ୍ର

ରାଜ୍ୟମାନେ ଚାହିଁଲେ ଲକଡାଉନ୍ ଲାଗୁ କରିପାରିବେ- ଅମିତ ଶାହ

ନୂଆଦିଲ୍ଲୀ, ୧୯/୦୪ : ଚିନ୍ତା ବଢାଇଲାଣି କରୋନାର ନୂଆ ଷ୍ଟ୍ରେନ୍। ଦେଶରେ ଦେନିକ କରୋନା ସଂକ୍ରମିତଙ୍କ ସଂଖ୍ୟା ଦ୍ରୁତ ଗତିରେ ବୃଦ୍ଧି ପାଇବାରେ ଲାଗିଛି। ବର୍ଦ୍ଧିତ ସଂକ୍ରମଣ ସରକାରଙ୍କ ମୁଣ୍ଡ ବ୍ୟଥାର କାରଣ ପାଲଟିଲାଣି। ସେପଟେ ଦେଶରେ ପୂର୍ବବତ୍ ଲକଡାଉନ୍ ଲାଗୁ ଆଶଙ୍କା କରି ଲୋକମାନେ

କେନ୍ଦ୍ର ସରକାରଙ୍କ ବଡ଼ ଘୋଷଣା, ମେ’ ୧ରୁ ୧୮ ବର୍ଷରୁ ଅଧିକ ସମସ୍ତଙ୍କୁ ମିଳିବ ଟିକା

ନୂଆଦିଲ୍ଲୀ: କରୋନା ଟିକା ନେଇ କେନ୍ଦ୍ର ସରକାରଙ୍କ ବଡ଼ ଘୋଷଣା। ମେ’ ୧ରୁ ୧୮ ବର୍ଷରୁ ଅଧିକ ସମସ୍ତଙ୍କୁ ମିଳିବ ଟିକା। ଉତ୍ପାଦକମାନେ କେନ୍ଦ୍ରକୁ ୫୦ ପ୍ରତିଶତ ଟିକା ଯୋଗାଇବେ। ବାକି ୫୦ ପ୍ରତିଶତ ରାଜ୍ୟମାନଙ୍କୁ ଦେଇପାରିବେ ଉତ୍ପାଦକ। ଏଣିକି ରାଜ୍ୟମାନେ ସିଧାସଳଖ ଉତ୍ପାଦକଙ୍କଠାରୁ କିଣି

୨୪ରୁ ସାରା ଓଡ଼ିଶାରେ ଲାଗୁ ହେଲା ଶନିବାର-ରବିବାର ସପ୍ତାହାନ୍ତ    ସଟଡାଉନ

ଭୁବନେଶ୍ଵର : ରାଜ୍ୟରେ ବଢୁଥିବା ସଂକ୍ରମଣ ଭିତରେ ରାଜ୍ୟକୁ ପୁଣି ଫେରିଛି ସପ୍ତାହନ୍ତ ସଟଡାଉନ୍‌ । ରାଜ୍ୟ ସରକାର ଆଜି ରାଜ୍ୟର ସମସ୍ତ ସହରାଞ୍ଚଳରେ ସପ୍ତାହନ୍ତ ସଟଡାଉନ୍‌ ଘୋଷଣା କରିଛନ୍ତି । ଆସନ୍ତା ଶନିବାର ଓ ରବିବାରଠାରୁ ରାଜ୍ୟର ସମସ୍ତ ସହରାଞ୍ଚଳରେ ସଟଡାଉନ୍‌ କଟକଣା ଜାରି ରହିବ ।

ପିପିଲି ଉପନିର୍ବାଚନ: ଶୋଭାଯାତ୍ରା ଓ ନିର୍ବାଚନୀ ସଭା କରିବନି ବିଜେଡ଼ି

ଭୁବନେଶ୍ଵର: ପିପିଲି ଉପନିର୍ବାଚନରେ ଆଉ ରାଲି କରିବନି ବିଜୁ ଜନତା ଦଳ(ବିଜେଡ଼ି)। ସାଧାରଣ ସଭା ଓ ଶୋଭାଯାତ୍ରା ନ କରିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି। ବଢ଼ି ଚାଲିଥିବା କରୋନା ସଂକ୍ରମଣ ଦୃଷ୍ଟିରୁ ରାଲି ବନ୍ଦ ପାଇଁ ନିଷ୍ପତ୍ତି ନିଆଯାଇଛି। ନିର୍ବାଚନୀ ସଭା ଓ

କରୋନାକୁ ନେଇ ନୀରବତା ଭାଙ୍ଗିଲେ ମନମୋହନ; ମୋଦୀଙ୍କୁ କହିଲେ- ଅଧିକ ଟିକାକରଣ ଦ୍ବାରା ହିଁ ମିଳିବ ବିଜୟ

ନୂଆଦିଲ୍ଲୀ: କରୋନା ସଂକ୍ରମଣ ଦେଶରେ ଆତଙ୍କ ସୃଷ୍ଟି କରିଛି। ପ୍ରତିଦିନ ନୂଆ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ହସ୍ପିଟାଲରେ ବେଡ୍‌ ଏବଂ ଅକ୍ସିଜେନ ଅଭାବ ଦେଖାଦେଲାଣି। କରୋନା ଟିକା ବି ପର୍ଯ୍ୟାପ୍ତ ମିଳୁନାହିଁ। ଏହା ମଧ୍ୟରେ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ

ରାତ୍ରିକାଳୀନ କର୍ଫ୍ୟୁ କଟକଣା ନ ମାନିଲେ, ଫାଇନ ଦେବେ…ଗିରଫ ହେବେ – ପୁଲିସ କମିଶନର

ରାତ୍ରିକାଳୀନ କର୍ଫ୍ୟୁ କଟକଣା ଅମାନ୍ୟ କଲେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଆଇନ ଖିଲାପକାରୀଙ୍କୁ କେବଳ ଫାଇନ ନୁହେଁ, ଆବଶ୍ୟକ ପଡିଲେ ଗିରଫ କରାଯାଇ ଆଇନ ଅନୁଯାୟୀ ପଦକ୍ଷେପ ଗ୍ରହଣ କରାଯିବ ବୋଲି ପୁଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ କହିଛନ୍ତି। ଆଜି ଅପରାହ୍ନରେ ଗଣମାଧ୍ୟମକୁ

ଖୋଲା ବଜାରରେ ମିଳୁ କରୋନା ଟିକା: ମୁଖ୍ୟମନ୍ତ୍ରୀ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଚିଠି ଲେଖିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭୁବନେଶ୍ୱର: : ଖୋଲା ବଜାରରେ କରୋନା ଟିକା ମିଳୁ। ଏହାଦ୍ୱାରା କ୍ରୟ କରିବାକୁ ସମର୍ଥ ଲୋକେ ନିଜେ ଟିକା କ୍ରୟ କରି ନେଇପାରିବେ। ଫଳରେ ଟିକା କିଣିବାକୁ ଅସମର୍ଥ ବର୍ଗଙ୍କ ପ୍ରତି ସରକାର ଧ୍ୟାନ
error: Content is protected !!
Open chat