ପୁଣି ଥରେ ଲକଡାଉନ ହେଲେ ଅର୍ଥନୀତି ଭୁଷୁଡ଼ିପଡ଼ିବ, ରାଜ୍ୟ ସରକାରଙ୍କୁ ସତର୍କ କରାଇଲା ଫିକ୍କି
ଭୁବନେଶ୍ବର : ଓଡ଼ିଶା ସମେତ ସାରା ଦେଶରେ ପୁଣି ଥରେ କରୋନା ସଂକ୍ରମଣ ବଢିଚାଲିଥିବାବେଳେ ଓଡ଼ିଶା ସରକାର ଆସନ୍ତା ୧୭ ତାରିଖରୁ ରାଜ୍ୟରେ ରାତ୍ରିକାଳୀନ କର୍ଫ୍ୟୁ ଓ ୧୦ଟି ସୀମାବର୍ତ୍ତୀ ଜିଲ୍ଲାରେ ସପ୍ତାହାନ୍ତ ସଟଡାଉନ ଘୋଷଣା କରିଛନ୍ତି । ତେବେ ରାଜ୍ୟରେ ପୁଣି ଥରେ ଲକଡାଉନ, ଏପରିକି ଆଂଶିକ!-->…
