ଭାରତର ପରିଚୟ ମୋଦୀ : କଂଗ୍ରେସ କି ଇନ୍ଦିରା ନୁହେଁ – ନକବୀ
ନୂଆଦିଲ୍ଲୀ ୦୩/୦୨/୨୦୨୨ କଳିଙ୍ଗ ଜ୍ୟୋତି : ଏବେ ଦେଶରେ ବାଧ୍ୟ ପ୍ରଧାନମନ୍ତ୍ରୀ ନୁହେଁ ବରଂ ଜଣେ ଦୃଢ଼ ପ୍ରଧାନମନ୍ତ୍ରୀ ଅଛନ୍ତି। ଏକଥା କହିଛନ୍ତି ଭାରତୀୟ ଜନତା ପାର୍ଟିର ବରିଷ୍ଠ ସଦସ୍ୟ ତଥା କେନ୍ଦ୍ର ସଂଖ୍ୟାଲଘୁ କଲ୍ୟାଣ ମନ୍ତ୍ରୀ ମୁଖତାର ଆବାସ ନକବୀ କହିଛନ୍ତି। ଗତ ୮ ବର୍ଷ ମଧ୍ୟରେ!-->…