Yearly Archives

2022

୪୨ ମୌଜା କର୍ମକାଣ୍ଡ ବ୍ରାହ୍ମଣ ମହାସଭାର ସାଧାରଣ ସଭାରେ ପଣ୍ଡିତ ଭାଗବତ ଆଚାର୍ଯ୍ୟଙ୍କ “ପଞ୍ଚାଶତ୍…

କଟକ ସଦର, (କଳିଙ୍ଗ ଜ୍ୟୋତି ବ୍ୟୁରୋ), ୨୧ ଜୁନ ୨୦୨୨ : ୪୨ ମୌଜା କର୍ମକାଣ୍ଡ ବ୍ରାହ୍ମଣ ମହାସଭାର ଏକ ସାଧାରଣ ସଭା ଦହିଗାଁସ୍ଥିତ ମା ବରୁଣେଇ ପୀଠରେ ଅନୁଷ୍ଠିତ ହୋଇଯାଇଛି । ଏହି ସଭାରେ ଅସ୍ଥାୟୀ ସଭାପତି ପଣ୍ଡିତ ଶ୍ରୀଯୁକ୍ତ ଭାଗବତ ଆଚାର୍ଯ୍ୟଙ୍କ ସଭାପତିତ୍ଵରେ ଅନୁଷ୍ଠିତ

ସ୍କୁଲ ଗାଡ଼ି ଓଲଟି ୮ ଛାତ୍ରଛାତ୍ରୀ ଆହତ !

ନିମାପଡ଼ା, (ବସନ୍ତ ଦାସ / କଳିଙ୍ଗ ଜ୍ୟୋତି), ୨୧ ଜୁନ ୨୦୨୨ : ପୁରୀ ଜିଲ୍ଲା ନିମାପଡ଼ା ବ୍ଲକର ଖେଲାର ଠାରେ ଥିବା ବିବେକାନନ୍ଦ ଶିକ୍ଷା କେନ୍ଦ୍ର କୁ ଛାତ୍ରଛାତ୍ରୀ ମାନଙ୍କୁ ନେବା ଆଣିବା କରୁଥିବା ଏକ ଟାଟା ମ୍ୟାଜିକ ଗାଡ଼ି ବଉଳପଦା କେନାଲବନ୍ଧ ଠାରେ ଓଲଟି ପଡ଼ିବାରୁ ଗାଡ଼ିରେ ଥିବା ୧୨

ନିମାପଡ଼ା : ଅଗ୍ନିକାଣ୍ଡରେ ଲକ୍ଷାଧିକ ଟଙ୍କାର ସମ୍ପତ୍ତି ନଷ୍ଟ !

ନିମାପଡ଼ା, (ବସନ୍ତ ଦାସ / କଳିଙ୍ଗ ଜ୍ୟୋତି), ୨୧ ଜୁନ ୨୦୨୨ : ପୁରୀ ଜିଲ୍ଲା ନିମାପଡ଼ା ବ୍ଲକ ଭୋଦର ପଞ୍ଚାୟତ ଗୋପାଳପୁର ମଲଉ ସାହିର ପଞ୍ଚୁ କାଣ୍ଡିଙ୍କ ଘରେ ଗତକାଲି ରାତିରେ ଅଗ୍ନିକାଣ୍ଡ ଘଟି ଦୁଇ ବଖରା ବାସଗୃହ ସମେତ ସମସ୍ତ ଆସବାବ ପତ୍ର ନଷ୍ଟ ହୋଇଯାଇଛି । ଖବର ପାଇ ନିମାପଡ଼ା ଅଗ୍ନିଶମ

ନିରୀହ ଲୋକଙ୍କୁ ହଇରାଣ ନକରି ଯଥାଶୀଘ୍ର ପୀଡ଼ିତ ପରିବାରର ସମସ୍ୟାର ସମାଧାନ କରିବା ପାଇଁ ବରଗଡ ଜିଲ୍ଲାପାଳଙ୍କୁ ଅନୁରୋଧ…

କଳିଙ୍ଗଜ୍ୟୋତି, ଭୁବନେଶ୍ଵର / ଅତାବିରା, ବରଗଡ ; ୨୧ ଜୁନ, ୨୦୨୨: ନ୍ୟାୟ ନମିଳିଲେ ଜିଲ୍ଲାପାଳ ଅଫିସ ଆଗରେ ବିଷ ଖାଇ ପୁରା ପରିବାର ଆତ୍ମହତ୍ୟା କରିବୁ ବୋଲି କୋହର ସହିତ କାନ୍ଦି କାନ୍ଦି କହିଛନ୍ତି ଅତାବିରା ଥାନା ଅନ୍ତର୍ଗତ ବଡମାଳ ଗ୍ରାମର ଭାଗୀରଥି ମିର୍ଧା । ଭାଗରଥି ତାଙ୍କ

ହିମାଚଳ ପ୍ରଦେଶର କାଙ୍ଗଡା ଫୋର୍ଟ ଠାରେ ‘ଆନ୍ତର୍ଜାତିକ ଯୋଗ ଦିବସ’ କାର୍ଯ୍ୟକ୍ରମରେ ଯୋଗଦେଲେ କେନ୍ଦ୍ରମନ୍ତ୍ରୀ…

ଶାରିରୀକ ଓ ମାନସିକ ଶାନ୍ତି ପାଇଁ ଯୋଗ ଏକ ବୈଜ୍ଞାନିକ ପ୍ରୟୋଗ- ଧର୍ମେନ୍ଦ୍ର ପ୍ରଧାନ • ଚାପଗ୍ରସ୍ତ ଦୁନିଆରେ ଯୋଗର ମହତ୍ତ୍ୱ ବେଶ୍ ପ୍ରାସଙ୍ଗିକତା ହୋଇଛି• ଯୋଗ ଏକ କାର୍ଯ୍ୟକ୍ରମ ନୁହେଁ ବରଂ ଜୀବନ ପଦ୍ଧତି• ଛାତ୍ରଛାତ୍ରୀମାନେ ପିଲା

୧୭ ଫସଲ ହେବ ବୀମା ଭୁକ୍ତ – ଓଡିଶା ସରକାର

ଭୁବନେଶ୍ବର ୨୧/୦୬/୨୦୨୨ କଳିଙ୍ଗ ଜ୍ୟୋତି ବ୍ୟୁରୋ :  ଚଳିତ ବର୍ଷ ୧୭ ଫସଲ ବୀମାଭୁକ୍ତ କରାଯିବ। ଖରିଫ ଋତୁରେ ୮ଟି ଏବଂ ରବି ଋତୁରେ ୯ଟି ଫସଲକୁ ବୀମାଭୁକ୍ତ କରାଯିବାକୁ ସୋମବାର ମୁଖ୍ୟସଚିବ ସୁରେଶ ଚନ୍ଦ୍ର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ରାଜ୍ୟସ୍ତରୀୟ ଫସଲବୀମା ସମନ୍ୱୟ କମିଟି

ଯୋଗ ଜୀବନରେ ଶାନ୍ତି ଆଣିଦିଏ: ପ୍ରଧାନମନ୍ତ୍ରୀ

ଆଜି ଅନ୍ତର୍ଜାତୀୟ ଯୋଗ ଦିବସ ନୂଆଦିଲ୍ଲୀ ୨୧/୦୬/୨୦୨୨ କଳିଙ୍ଗ ଜ୍ୟୋତି ବ୍ୟୁରୋ : ଆଜି ଅନ୍ତର୍ଜାତୀୟ ଯୋଗ ଦିବସ। କରୋନା ମହାମାରୀ ପାଇଁ ଦୀର୍ଘ ୨ ବର୍ଷ ହେବ ଭର୍ଚୁଆଲ ଭାବେ ଯୋଗ ଦିବସ ପାଳିତ ହୋଇଥିଲା। କିନ୍ତୁ ଚଳିତ ବର୍ଷ ଭର୍ଚୁଆଲ ନୁହେଁ। ସିଧାସଳଖ ଲୋକମାନେ ଯୋଗ ଦିବସ ଅଭିମୁଖେ

ଡିଜିଟାଲ ସାକ୍ଷରତା ହାସଲ କ୍ଷେତ୍ରରେ ଗ୍ରାମାଞ୍ଚଳ ଆଗରେ – ସ୍ମୃତି ଇରାନୀ

ନୂଆଦିଲ୍ଲୀ ୦୯/୦୩/୨୦୨୨ କଳିଙ୍ଗ ଜ୍ୟୋତି : ଦେଶର ଗ୍ରାମାଞ୍ଚଳରେ ବୈଷୟିକ ଜ୍ଞାନର ବହୁଳ ବ୍ୟବହାର ହେଉଛି ଓ ଅଧିକରୁ ଅଧିକ ଗ୍ରାମାଞ୍ଚଳର ମହିଳା ଡିଜିଟାଲ ସାକ୍ଷରତା ହାସଲ କରୁଛନ୍ତି ବୋଲି କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀ କହିଛନ୍ତି। ‘ମହିଳା ଏବଂ ଡିଜିଟାଲ ଅର୍ଥନୀତି: ଆତ୍ମନିର୍ଭର ନାରୀ,

ରବିବାର ପୁଣେ ମେଟ୍ରୋ ରେଳ ପ୍ରକଳ୍ପକୁ ଉଦ୍‍ଘାଟନ କରିବେ ପ୍ରଧାନମନ୍ତ୍ରୀ

ପୁଣେ ମେଟ୍ରୋ ରେଳ ପ୍ରକଳ୍ପକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରବିବାର  (ଆସନ୍ତାକାଲି) ଉଦ୍‍ଘାଟନ କରିବେ । ଏହା ସହିତ ସେ ଅନେକ ବିକାଶ ମୂଳକ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିବେ। ଛତ୍ରପତି ଶିବାଜୀ ମହାରାଜଙ୍କର ଏକ ପ୍ରତିମୂର୍ତ୍ତିକୁ ପୁଣେ ପୌର ନିଗମ ପରିସରରେ ଶ୍ରୀ ମୋଦୀ

ପୌର ନିର୍ବାଚନ ପୂର୍ବରୁ ପଦାରେ ପଡିଲା ବିଜେଡି ର ଗୋଷ୍ଠୀ କନ୍ଦଳ

ପର୍ଯ୍ୟବେକ୍ଷକ ଙ୍କ କାର୍ଯ୍ୟରେ ଅସନ୍ତୁଷ୍ଟ ହେଲେ କର୍ମୀ ରାଜଗାଙ୍ଗପୁର ୦୪/୦୩/୨୦୨୨ କଳିଙ୍ଗ ଜ୍ୟୋତି(ସୌମ୍ୟଜୀତ ସ୍ଵାଇଁ) : ପୌରନିର୍ବାଚନ ପୂର୍ବରୁ ପଦାରେ ପଡିଲା ବିଜେଡ଼ି ର ଗୋଷ୍ଠୀ କନ୍ଦଳ। ଶୃଙ୍ଖଳିତ ଦଳ ବୋଲାଉଥିବା ବିଜେଡି ଦଳର ବିଶୃଙ୍ଖଳିତ କାର୍ଯ୍ୟକ୍ରମ ସହରବାସୀ ଙ୍କୁ ଦ୍ୱନ୍ଦ
error: Content is protected !!
Open chat