କଳିଙ୍ଗ ଜ୍ୟୋତି ବ୍ୟୁରୋ ଧର୍ମଗଡ ୧୮/୦୭ : କିଛି ଦିନ ତଳେ କଳାହାଣ୍ଡି ଜିଲ୍ଲା ଧର୍ମଗଡ ଥାନା ଅନ୍ତର୍ଗତ ନର୍ଲା ବ୍ଲକ ର ସେମଲା ଗ୍ରାମରୁ ଦୁଇଜଣ ଦୁର୍ବୁତ୍ତ ଗୋମାସଂ ଛତିଶଗଡ କୁ ଚୋରା ଚାଲାଣ କରିବା ସମୟରେ ଗାଁ ଲୋକଙ୍କୁ ଦେଖି ଚମ୍ପଟ ମାରିଥିଲେ ପରେ ଧର୍ମଗଡ ଥାନାରେ ହିନ୍ଦୁ ସଂଗଠନ ତରଫରୁ ଏଫ.ଆଇ.ଆର. ଦଆଯାଇଥିଲ।
ପରେ ଧର୍ମଗଡ ପୋଲିସ ଦୁର୍ବୁତ୍ତ କୁ ଶୀଘ୍ର ଧରିବାର ପ୍ରତିଶୃତି ଦେଇଥିଲା ଏଇ ଘଟଣା କିଛିଦିନ ବିତିବା ପରେ ଓଡ଼ିଶା ପୋଲିସ ଛତିଶଗଡ ପୋଲିସ ସାହାଯ୍ୟ ରେ ଦୁର୍ବୁତ୍ତ ଙ୍କୁ ଅତି କମ ସମୟ ମଧ୍ୟ ରେ ଧରିଥିବା ରେ ସଫଳ ହୋଇଛି।
ବୟାନ ଅନୁଯାୟୀ ମୁଖ୍ୟ କଣ୍ଟ୍ରାକ୍ଟରକୁ ଧରିବା ପାଇଁ ପ୍ରତିଶ୍ରୁତି ଦେଇଥିବା ରୁ ଛତିଶଗଡ଼ ଗରିୟାବନ୍ଦ ଆରକ୍ଷ ଅଧିକାରୀ ଭୋଜରାଜ ପଟେଲ ମହୋଦୟ, ସେ ଅତି କମ ସମୟ ମଧ୍ୟ ରେ ମୁଖ୍ୟ ଆସାମୀ କୁ ଗିରଫ କରି ଆଇନ ଅନୁଯାୟୀ ଦଣ୍ଡ ବିଧାନ ର ବ୍ୟବସ୍ତା କରାଯିବ ବୋଲି ପ୍ରତିଶ୍ରୁତି ଦେଇଥିବାରୁ ସମସ୍ତଙ୍କୁ ବହୁତ ବହୁତ ଧନ୍ୟବାଦ ଜଣାଇଛନ୍ତି ଶ୍ରୀ ଲଷ୍ମୀକାନ୍ତ ବାଗ ମହୋଦୟ ଓ ଛତିଶଗଡ଼ ଗୋ ରକ୍ଷା କମିଟି ।