BREAKING NEWS: ୨୬ ନମ୍ବର ଜାତୀୟ ରାଜପଥ ଭବାନୀପାଟଣା-ଜୟପୁର ରାସ୍ତା ସିଂଝରଣ ନିକଟରେ ମର୍ମନ୍ତୁଦ ସଡକ ଦୁର୍ଘଟଣା – ଦୁଇଜଣ ମହିଳା ଓ ଜଣେ ଶିଶୁ କନ୍ୟା ଗୁରତର ଆହତ, ଡ୍ରାଇଭରଙ୍କ ଅବସ୍ଥା ସଙ୍କଟାପନ୍ନ Breaking NewsLlifestyleOdisha By Kalinga Jyoti Last updated Aug 20, 2020 0 527 Share ଭବାନୀପାଟଣା,(କଳିଙ୍ଗ ଜ୍ୟୋତି ବ୍ୟୁରୋ),୨୦/୦୮: ଆଜି କଳାହାଣ୍ଡି ଜିଲ୍ଲା ଭବାନୀପାଟଣା-ଜୟପୁର ୨୬ ନମ୍ବର ଜାତୀୟ ରାଜପଥ ନିକଟସ୍ଥ ସିଂଝରଣ ପାଖରେ ଓଡି 08 K 0014 ନମ୍ବର ବିଶିିଷ୍ଟ ଏକ ମାରୁତି ସୁଜୁକି କାର ଭାରସାମ୍ୟ ହରାଇ ରାସ୍ତା କଡରେ ଥିବା ଏକ ଗଛରେ ପିଟି ହୋଇଛି । ଏହି ମର୍ମନ୍ତୁଦ ସଡକ ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯାହା ଫଳରେ ଗାଡିଚାଳକ ଗୁରୁତର ଆହତ ହୋଇଛନ୍ତି ଏବଂ ତାଙ୍କ ଅବସ୍ଥା ସଙ୍କଟାପନ୍ନ ଥିବା ବେଳେ ଦୁଇଜଣ ମହିଳା ଓ ଜଣେ ଶିଶୁ କନ୍ୟା ଗୁରତର ଆହତ ହୋଇଥିବା ଜଣାପଡିଛି । Kalinga Jyoti Bhawanipatna-Jaypore NHbyuroCar Accidentchief reporterKalahandikalinga jyotikhabarnews