ରାଜଗାଙ୍ଗପୁର: ସାମାଜିକ ଦୂରତା ଓ ମାସ୍କ ବ୍ୟବହାର ନିୟମକୁ ଉଲ୍ଲଘଂନ ଅଭିଯୋଗରେ ସହରର ୧୧ଟି ଦୋକାନ ଉପରେ ଚଢ଼ାଉ କରି…

ରାଜଗାଙ୍ଗପୁର,(କଳିଙ୍ଗ ଜ୍ୟୋତି ବ୍ୟୁରୋ ଚିଫ ସୌମ୍ୟଜିତ ସ୍ୱାଇଁ),୦୨/୦୯ : କରୋନା ମହାମାରୀରେ ସମଗ୍ର ଦେଶ କବଳିତ, ଲକଡାଉନ, ସଟଡାଉନ ସରକାରଙ୍କ ଏକ ବିହିତ ପ୍ରତିକାର ମାତ୍ର । ଦୀର୍ଘ ଦିନ ହେବ ଲୋକମାନେ ଗୃହବନ୍ଦୀ ହୋଇ ରହିବା ପରେ ଧୀରେ ଧୀରେ ସରକାରଙ୍କ ଦ୍ଵାରା ଲକଡାଉନ ଓ ସଟଡାଉନ ନିୟମ

ରାଜଧାନୀର ବିଭିନ୍ନ ସରକାରୀ କାର୍ଯ୍ୟାଳୟରେ ଛାଇଗଲାଣି କରୋନା : ବଢ଼ିଗଲାଣି କରୋନା ଆକ୍ରାନ୍ତଙ୍କ ସଂଖ୍ୟା

"ଅତି ଆବଶ୍ୟକ ନଥିଲେ କୌଣସି କାର୍ଯ୍ୟାଳୟ ଯାଆନ୍ତୁନି: ବିଏମ୍‌ସି" କଳିଙ୍ଗ ଜ୍ୟୋତି ବ୍ୟୁରୋ ଭୁବନେଶ୍ଵର ୦୨/୦୯: ରାଜଧାନୀରେ ଏବେ କେଉଁଦିନ ୫୦୦ରୁ ଅଧିକ ଆକ୍ରାନ୍ତ ବାହାରୁଛନ୍ତି ତ କେଉଁଦିନ ୩୦୦ରୁ ଅଧିକ। ଅଗଷ୍ଟ ମାସ ଯାକ ତ ପ୍ରାୟ ପ୍ରତିଦିନ ୩୦୦ରୁ ଅଧିକ ଆକ୍ରାନ୍ତ ବାହାରିଲେ। ଏବେ

ଏଲଏସିରେ ଭାରତ-ଚୀନ୍ ମଧ୍ୟରେ ବଢିଲା ବିବାଦ, ସେନାକୁ ସତର୍କ ରହିବାକୁ ଗୃହ ମନ୍ତ୍ରଣାଳୟର ନିର୍ଦେଶ

କଳିଙ୍ଗ ଜ୍ୟୋତି ବ୍ୟୁରୋ ନୂଆଦିଲ୍ଲୀ/ଲଦାଖ ୦୨/୦୯ : ଏଲଏସିରେ ଭାରତ-ଚୀନ୍ ମଧ୍ୟରେ ବିବାଦ ଭିତରେ କେନ୍ଦ୍ର ଗୃହମନ୍ତ୍ରଣାଳୟ ବୁଧବାର ଆଲର୍ଟ ଜାରି କରିଦେଇଛି। ଗୃହମନ୍ତ୍ରଣାଳୟ ଭାରତ-ଚୀନ୍, ଭାରତ-ନେପାଳ ଓ ଭାରତ-ଭୁଟାନ ସୀମାରେ ସୁରକ୍ଷାକର୍ମୀଙ୍କୁ ସତର୍କ ରହିବାକୁ ନିର୍ଦେଶ ଦେଇଛନ୍ତି।

ପୁଲୱାମା ଆକ୍ରମଣର ଅଭିଯୁକ୍ତ ନିଟ୍ ପରୀକ୍ଷା ଦେବା ପାଇଁ ଅନୁମତି ମାଗିଲା

କଳିଙ୍ଗ ଜ୍ୟୋତି ବ୍ୟୁରୋ ନୂଆଦିଲ୍ଲୀ ୦୨/୦୯ : ପୁଲୱାମା ଆତଙ୍କବାଦୀ ଆକ୍ରମଣରେ ବିସ୍ଫୋରକ ଯୋଗାଡ଼ କରିବାରେ ସାହାଯ୍ୟ କରିଥିବା ଅଭିଯୁକ୍ତ ଯୁବକ ସେପ୍ଟେମ୍ବର ୧୩ରେ ହେବାକୁ ଥିବା ନିଟ୍ ପରୀକ୍ଷା ଦେବା ପାଇଁ ଜମ୍ମୁର ଏନଆଇଏ ସ୍ପେଶାଲ କୋର୍ଟରୁ ଅନୁମତି ମାଗିଛି। ଅଭିଯୁକ୍ତର ନାଁ ୱେଜ ଉଲ

ସ୍କୁଲଗୁଡିକରେ ଫି’ ଛାଡ ମାମଲାରେ ହାଇକୋର୍ଟଙ୍କ ରାୟକୁ ଓଡ଼ିଶା ଅଭିଭାବକ ମହାସଂଘ(ଓଏଏମ୍‌)ର ସ୍ୱାଗତ

କଳିଙ୍ଗ ଜ୍ୟୋତି ବ୍ୟୁରୋ ଭୁବନେଶ୍ଵର ୦୨/୦୯: କରୋନା ମହାମାରୀ କାରଣରୁ ସ୍କୁଲଗୁଡିକରେ ଫି’ ଛାଡ ମାମଲାର ମଙ୍ଗଳବାର ରାୟ ଶୁଣାଇଛନ୍ତି ହାଇକୋର୍ଟ । ଆପୋଷ ସମାଧାନ କରି ଏସମ୍ପର୍କରେ ନିଷ୍ପତ୍ତି ନେବାକୁ ହାଇକୋର୍ଟଙ୍କ ରାୟକୁ ସ୍ୱାଗତ କରିଛି ଓଡ଼ିଶା ଅଭିଭାବକ ମହାସଂଘ (ଓଏଏମ୍‌) ।

ବୁଲା କୁକୁରଙ୍କ କରାମତି : ଜୀବନ ବିକଳରେ ରକ୍ତାକ୍ତ ଅବସ୍ଥାରେ ଗାଡି ଛାଡି ଘଟଣାସ୍ଥଳରୁ ଲୁଟେରା ଫେରାର୍

କଳିଙ୍ଗ ଜ୍ୟୋତି ବ୍ୟୁରୋ ଭୁବନେଶ୍ଵର ୦୨/୦୯: ଲୁଟ୍‌ ପାଇଁ ପ୍ରସ୍ତୁତି ସରିଥିଲା । ଟାର୍ଗେଟ ଜାଗାରେ ପହଞ୍ଚି ଯାଇଥିଲେ । କିନ୍ତୁ ଲୁଟେରାଙ୍କ ଏହି ପ୍ଲାନିଂକୁ ବିଗାଡ଼ି ଦେଲେ ବୁଲା କୁକୁର । ଲୁଟେରାଙ୍କ ସନ୍ଦିଗ୍ଧ ହାବଭାବ ଦେଖି ଖୁବ୍‌ ଭୁକି ଭୁକି ଗୋଡ଼ାଇଲେ । କୁକୁରଙ୍କ ଏମିତି କାଣ୍ଡ

ଟ୍ୱିଟରକୁ ଟକ୍କର ଦେବ ଦେଶୀ ଆପ ‘କୁ’

କଳିଙ୍ଗ ଜ୍ୟୋତି ବ୍ୟୁରୋ ନୂଆଦିଲ୍ଲୀ ୦୨/୦୯ : ଚୀନ୍‍କୁ ଜବାବ ଦେବା ଲାଗି ଆତ୍ମନିର୍ଭର ଭାରତ ଅଭିଯାନରେ ଆରମ୍ଭ ହୋଇଥିବା ‘ଆପ୍‍ ଇନୋଭେସନ୍‍ ଚ୍ୟାଲେଞ୍ଜ’ରେ ଯେଉଁ ଆପ୍‍ଗୁଡିକ ପୁରସ୍କୃତ ହୋଇଥିଲା, ସେଥିମଧ୍ୟରୁ ଅନ୍ୟତମ ଦେଶୀ ଟ୍ୱିଟର ‘କୁ’। ଦେଶର ବିବିଧତାକୁ ଦୃଷ୍ଟିରେ ରଖି ନିଆଯାଇଥିବା

ଲାଲଗଡ ହେବ ଶାନ୍ତିର ସ୍ୱର୍ଗ: ମାଲକାନଗିରି ଏବେ ମାଓ ମୁକ୍ତ ହେବାକୁ ଯାଉଛି – ଜିଲ୍ଲାରେ ଫେରୁଛି ଶାନ୍ତି

ମାଲକାନଗିରି,(କଳିଙ୍ଗ ଜ୍ୟୋତି ବ୍ୟୁରୋ),୦୨/୦୯ : ମାଓ ଉପଦୃତ ମାଲକାନଗିରି ଜିଲ୍ଲାର ନାଁ ଶୁଣିଲେ ମନରେ ଆସେ ମାଓବାଦୀଙ୍କ ଲାଲ ତାଣ୍ଡବ ର ଚିତ୍ର । କେବେ ନିରୀହ ଲୋକଙ୍କୁ ହତ୍ୟକ୍ଷ ତ ପୁଣି କେତେବେଳେ ଉନ୍ନୟନମୂଳକ କାର୍ଯ୍ୟକୁ ବାଧା ଦେବା ପାଇଁ ତୁମୁଳ କାଣ୍ଡ । ଏସବୁ ମାଲକାନଗିରି ଜିଲ୍ଲା

ପ୍ରବାସୀ ଥଇଥାନ ଯୋଜନା ଭେଳିକି: ରାଜ୍ୟରେ କାମଧନ୍ଦା ନପାଇ ଦୁର୍ଦ୍ଦିନରେ ଏବେ ପ୍ରବାସୀଙ୍କ ‘ସ୍ୱସ୍ଥାନ-ଗଚ୍ଛ’

ଭୁବନେଶ୍ୱର,(କଳିଙ୍ଗ ଜ୍ୟୋତି ବ୍ୟୁରୋ),୦୨/୦୯ : ପ୍ରବାସୀଙ୍କୁ କାମଧନ୍ଦା ଯୋଗାଇ ପାରିଲାନି ସରକାର । ଫଳରେ ଭିଟାମାଟି ଛାଡି ପୁଣି ଦାଦନ ଖଟିବାକୁ ବାଧ୍ୟ ହେଉଛନ୍ତି ପ୍ରବାସୀ । ଓଡ଼ିଶାରେ ପର୍ଯ୍ୟାପ୍ତ ପରିମାଣରେ ଭରପୁର ପ୍ରାକୃତିକ ସଂପଦ । ଖଣି ଖାଦାନ ଠାରୁ ଆରମ୍ଭ କରି ଚାଷ ଜମି, ନଦୀ

୧୦ ଟଙ୍କାରେ ମିଳିବ ୪ଟି “ମୋଦୀ ଇଡ଼ଲି”

କଳିଙ୍ଗ ଜ୍ୟୋତି ବ୍ୟୁରୋ ସାଲେମ ୦୨/୦୯ : ଦକ୍ଷିଣ ଭାରତର ପ୍ରସିଦ୍ଧ ଖାଦ୍ୟ ଇଡଲି ଖାଉଥିବା ଲୋକ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପ୍ରଶଂସକଙ୍କ ପାଇଁ ଏକ ଖୁସି ଖବର | ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନାମରେ ତାମିଲନାଡୁର ସାଲେମରେ ଜନସାଧାରଣଙ୍କୁ ‘ମୋଦୀ ଇଡଲି’ ବିକ୍ରୟ ପାଇଁ
error: Content is protected !!
Open chat