ବାଗଚୀ ଦମ୍ପତ୍ତିଙ୍କ ବଦାନ୍ୟତା : ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ସୁବ୍ରତ ବାଗ୍‌ଚୀ ଏବଂ ପତ୍ନୀ ସୁସ୍ମିତା…

ଭୁବନେଶ୍ୱର,(କଳିଙ୍ଗ ଜ୍ୟୋତି ବ୍ୟୁରୋ),୧୧/୦୮ : ବାଗଚୀ ଦମ୍ପତ୍ତିଙ୍କ ବଦାନ୍ୟତା - ଓଡିଶା ଦକ୍ଷତା ବିକାଶ ପରିଷଦର ଅଧ୍ୟକ୍ଷ ସୁବ୍ରତ ବାଗ୍‌ଚୀ ଏବଂ ତାଙ୍କ ପତ୍ନୀ ତଥା ‘ମୋ ସ୍କୁଲ’ ଅଧ୍ୟକ୍ଷା ସୁସ୍ମିତା ବାଗ୍‌ଚୀ ଆଜି ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିକୁ ୭.୫୦ କୋଟି ଟଙ୍କା ଦାନ

ଚଳିତବର୍ଷ ‘ଜିରୋ ଶିକ୍ଷା ବର୍ଷ’ ହେବ ନାହିଁ : ସେପ୍ଟେମ୍ବର ଶେଷ ସପ୍ତାହରୁ ପର୍ଯ୍ୟାୟକ୍ରମେ ସ୍କୁଲ ଖୋଲିବା ନେଇ…

ନୂଆଦିଲ୍ଲୀ,(କଳିଙ୍ଗ ଜ୍ୟୋତି ବ୍ୟୁରୋ),୧୧/୦୮ : ପିଲାଙ୍କ ପାଠପଢ଼ାରେ କ୍ଷତି ହୋଇଥିଲେ ହେଁ ଚଳିତବର୍ଷ ‘ଜିରୋ ଶିକ୍ଷା ବର୍ଷ’ ହେବ ନାହିଁ। ସ୍କୁଲ ଖୋଲି ପିଲାଙ୍କୁ ଶିକ୍ଷାଦାନ ପାଇଁ କେନ୍ଦ୍ର ସରକାର ଲକ୍ଷ୍ୟ ରଖିଛନ୍ତି। ଗତ ୪ ମାସ ଧରି ବନ୍ଦ ରହିଥିବା ସ୍କୁଲ ଆସନ୍ତା ସେପ୍ଟେମ୍ବର ଶେଷ

ରୁଷ ଲଞ୍ଚ କଲା ବିଶ୍ୱର ପ୍ରଥମ କରୋନା ଭାକ୍ସିନ : ରାଷ୍ଟ୍ରପତି ପୁଟିନଙ୍କ ଝିଅଙ୍କୁ ଦିଆଗଲା ପ୍ରଥମ ଡୋଜ

ନୂଆଦିଲ୍ଲୀ/ମସ୍କୋ,(କଳିଙ୍ଗ ଜ୍ୟୋତି ବ୍ୟୁରୋ),୧୧/୦୮ : ସବୁ ଅପେକ୍ଷାର ଅନ୍ତ ଘଟାଇ ବିଶ୍ୱର ପ୍ରଥମ ଦେଶ ଭାବେ ରୁଷ କରୋନାକୁ ମାତ ଦେଇପାରୁଥିବା ଟିକା ବାହାର କରିବାରେ ସକ୍ଷମ ହୋଇଛି। ଆଜି ରୁଷ କରୋନା ଟିକା ବାହାର କରିଥିବା ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଘୋଷଣା କରିଛନ୍ତି। ଋଷ

ରାଜସ୍ଥାନ କଂଗ୍ରେସ ବିବାଦର ଅନ୍ତ : ହାଇକମାଣ୍ଡଙ୍କ ହସ୍ତକ୍ଷେପ ପରେ ମାନିଲେ ପାଇଲଟ

ଗାନ୍ଧୀ ପରିବାର ପ୍ରତି ଆନୁଗତ୍ୟ ପ୍ରମାଣ କଲେ ସଚ୍ଚିନ ପାଇଲଟ, ମାସେ ପରେ ଦଳକୁ ଫେରିଲେ - ମିଳିପାରେ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ବିବାଦ ଭୁଲିଲେ ପାଇଲଟ, କହିଲେ- ‘ରାଜନୀତିରେ ବ୍ୟକ୍ତିଗତ ଶତ୍ରୁତା ଓ ମତପାର୍ଥକ୍ୟର ସ୍ଥାନ ନାହିଁ ’ ଜୟପୁର/ନୂଆଦିଲ୍ଲୀ,(କଳିଙ୍ଗ ଜ୍ୟୋତି

ତିରୁମାଳା ତିରୁପତି ମନ୍ଦିରର ୭୪୩ଜଣ କର୍ମଚାରୀ କରୋନା ସଂକ୍ରମିତ : ମନ୍ଦିର ବନ୍ଦ କରିବା ପାଇଁ ଲୋକଙ୍କ ଦାବି

କଳିଙ୍ଗ ଜ୍ୟୋତି ବ୍ୟୁରୋ ହାଇଦ୍ରାବାଦ ୧୧/୦୮: କରୋନା ସଂକ୍ରମଣକୁ ରୋକିବା ପାଇଁ କିଛି ମାସ ବନ୍ଦ ରହିବା ପରେ ଖୋଲିଥିଲା ଆନ୍ଧ୍ରପ୍ରଦେଶରେ ଥିବା ତିରୁମାଳା ତିରୁପତି ମନ୍ଦିର। ହେଲେ ଖୋଲିବା ପରଠାରୁ ଏ ପର୍ଯ୍ୟନ୍ତ ମନ୍ଦିରର ୭୪୩ଜଣ କର୍ମଚାରୀ କରୋନା ଭୂତାଣୁ ଦ୍ବାରା କବଳିତ ହୋଇସାରିଛନ୍ତି।

ଆସନ୍ତା ୧୨ ତାରିଖରେ ରୁଷିଆର ଜାତୀୟ ଗବେଷଣା କେନ୍ଦ୍ର ଓ ପ୍ରତିରକ୍ଷା ମନ୍ତ୍ରାଳୟ ପକ୍ଷରୁ ପ୍ରସ୍ତୁତ ବିଶ୍ୱର ପ୍ରଥମ…

କଳିଙ୍ଗ ଜ୍ୟୋତି ବ୍ୟୁରୋ ନୂଆଦିଲ୍ଲୀ/ ମସ୍କୋ ୧୧/୦୮ : ପ୍ରଥମ କରୋନା ଟିକା କିଏ ଆଣିବ ଏ ନେଇ ସାରା ବିଶ୍ୱରେ ପ୍ରତିଯୋଗତା ଚାଲିଥିବା ବେଳେ ରୁଷ ସରକାରଙ୍କ ପକ୍ଷରୁ ବଡ ଘୋଷଣା କରାଯାଇଛି । ଅଗଷ୍ଟ ୧୨ ତାରିଖରେ ବିଶ୍ୱର ପ୍ରଥମ କରୋନା ଟିକାର ହେବ ରେଜିଷ୍ଟ୍ରେସନ୍ । ଏନେଇ ଘୋଷଣା କରିଛନ୍ତି

ୟୁଏଇରେ ଆଇପିଏଲ ଆୟୋଜନକୁ ଭାରତ ସରକାରଙ୍କ ଚୂଡ଼ାନ୍ତ ମଂଜୁରୀ ; ଦୁବାଇ, ସାରଜାହା ଓ ଆବୁଧାବିରେ ଖେଳାଯିବ ଆଇପିଏଲର…

କଳିଙ୍ଗ ଜ୍ୟୋତି ବ୍ୟୁରୋ ନୂଆଦିଲ୍ଲୀ ୧୧/୦୮: ଭାରତୀୟ କ୍ରିକେଟ୍ କଂଟ୍ରୋଲ ବୋର୍ଡ଼କୁ ଆଇପିଏଲ୍ ଆୟୋଜନ ନିମନ୍ତେ କେନ୍ଦ୍ର ସରକାର ବିଧିବଦ୍ଧ ମଞ୍ଜୁରୀ ଦେବା ପରେ ଲିଗ ଚେୟାରମ୍ୟାନ ବ୍ରିଜେଶ ପଟେଲ ଖେଳକୁ ନେଇ ସୂଚନା ଦେଇଛନ୍ତି । ସୋମବାର ଶ୍ରୀ ପଟେଲ ଦେଇଥିବା ସୂଚନା ଅନୁସାରେ ଆଇପିଏଲ୍

ସରପଞ୍ଚଙ୍କ ନିଷ୍ଠା ଓ ପରିଶ୍ରମ ପାଇଁ ଆରୋଗ୍ୟ ହାର ବଢୁଛି , ମୃତ୍ୟୁହାର କମୁଛି-ମୁଖ୍ୟମନ୍ତ୍ରୀ

କଳିଙ୍ଗ ଜ୍ୟୋତି ବ୍ୟୁରୋ ଭୁବନେଶ୍ୱର ୧୧/୦୮: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଭିଡିଓ କନଫରେନ୍ସି ଜରିଆରେ ଗଞ୍ଜାମ ଜିଲ୍ଲାର ବିଭିନ୍ନ ପଞ୍ଚାୟତର ସରପଞ୍ଚମାନଙ୍କ ସହିତ କୋଭିଡ୍‌ ପରିଚାଳନା ସମ୍ପର୍କରେ ଆଲୋଚନା କରିଥିଲେ। ଗଞ୍ଜାମ ଜିଲ୍ଲାରେ କୋଭିଡ୍‌ ସଂକ୍ରମଣର ନିୟନ୍ତ୍ରଣ ପାଇଁ

ସୁଶାନ୍ତ ମୃତ୍ୟୁ ପ୍ରସଙ୍ଗ : ବିଜେପି ସାଂସଦ ସୁବ୍ରମଣ୍ୟମ ସ୍ବାମୀଙ୍କ ପୋଷ୍ଟମର୍ଟମ କରିଥିବା ଡ଼ାକ୍ତରଙ୍କ ଭୂମିକା ଉପରେ…

କଳିଙ୍ଗ ଜ୍ୟୋତି ବ୍ୟୁରୋ ନୂଆଦିଲ୍ଲୀ ୧୧/୦୮ : ସୁଶାନ୍ତ ସିଂହ ରାଜପୁତ ମାମଲାରେ ନିୟମିତ ସ୍ବର ଉଠାଉଥିବା ବିଜେପି ସାଂସଦ ସୁବ୍ରମଣ୍ୟମ ସ୍ବାମୀ ଆଜି ଦେଇଛନ୍ତି ଏକ ବଡ଼ ବୟାନ । ସେ ନିଜ ଟ୍ବିଟରରେ ଏ ସମ୍ପର୍କରେ ଉଲ୍ଲେଖ କରି ପୋଷ୍ଟମର୍ଟମ କରିଥିବା ଡ଼ାକ୍ତରଙ୍କ ଭୂମିକା ଉପରେ ସନ୍ଦେହବ୍ୟକ୍ତ

ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ପ୍ରେସ୍‌ମିଟ୍‌ ଚାଲିଥିବା ବେଳେ ହ୍ୱାଇଟ ହାଉସ୍‌ ବାହାରେ ଫୁଟିଲା ଗୁଳି

କଳିଙ୍ଗ ଜ୍ୟୋତି ବ୍ୟୁରୋ ନୂଆଦିଲ୍ଲୀ ୧୧/୦୮: ବିଶ୍ୱର ସବୁଠାରୁ ସୁରକ୍ଷିତ ସ୍ଥାନ ବୋଲି ମନେକରାଯାଉଥିବା ହ୍ୱାଇଟ ହାଉସ ବାହାରେ ଗୁଳିକାଣ୍ଡ ହୋଇଛି । ହ୍ୱାଇଟ ହାଉସ ବାହାରେ ଗୁଳିକାଣ୍ଡ । ହ୍ୱାଇଟ ହାଉସ ବାହାରେ ଗୁଳିକାଣ୍ଡ ହୋଇଥିବା ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ସୂଚନା
error: Content is protected !!
Open chat