ଚାନ୍ଦବାଲି ବ୍ଲକ ‘ମତୋ – ଚୌଧୁରୀଘାଟ’ ରାସ୍ତା ସମ୍ପ୍ରସାରଣ ପାଇଁ ନଳଗୋହିରା ବଜାର ଉଚ୍ଛେଦ :…
ଭଦ୍ରକ,(କଳିଙ୍ଗ ଜ୍ୟୋତି ବ୍ୟୁରୋ),୨୫/୦୭ : ବହୁପ୍ରତୀକ୍ଷିତ ତଥା ବହୁମୁଖୀ, ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକ ଅନ୍ତର୍ଗତ 'ମତୋ -ଚୌଧୁରୀଘାଟ ରାସ୍ତା ସମ୍ପ୍ରସାରଣ ପାଇଁ ପ୍ରଶାସନ ପକ୍ଷରୁ ଜମି ଅଧିଗ୍ରହଣ ଓ ଜବରଦଖଲ ଉଚ୍ଛେଦ ଅଭିଯାନ ଆରମ୍ଭ ହୋଇଛି । ଏହି ବହୁପ୍ରତୀକ୍ଷିତ ରାସ୍ତା ଦ୍ବାରା!-->…