କଟକର ସାହି-ବସ୍ତିରେ ବଢୁଛି ସଂକ୍ରମଣ : ଗୋଟିଏ ଦିନରେ ସହରରୁ ୯୩ ପଜିଟିଭ ଚିହ୍ନଟ
କଳିଙ୍ଗ ଜ୍ୟୋତି ବ୍ୟୁରୋ କଟକ ୨୪/୦୭: କଟକ ସହରରେ ଗଲା ୩ ଦିନ ଧରି ବଢିବାରେ ଲାଗିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ସାହିବସ୍ତିରୁ ସଂକ୍ରମଣ ବଢୁଥିବା ବେଳେ ସ୍ଥିତି ନିୟନ୍ତ୍ରଣ ପାଇଁ ପ୍ରଶାସନ ପକ୍ଷରୁ ଜୋରଦାର ଉଦ୍ୟମ ଆରମ୍ଭ ହୋଇଛି। ଆଜି କଟକ ସହରରୁ ୯୩ ଜଣ ସଂକ୍ରମିତ ଚିହ୍ନଟ ହୋଇଥିବା!-->…