ସ୍ମୃତିରେ ଓଡ଼ିଆ ଅଭିନେତା, ନିର୍ଦ୍ଦେଶକ ଓ ନାଟ୍ୟକାର ବିଜୟ ମହାନ୍ତି – ଏକ ଦିଗନ୍ତ ବିସ୍ତାରି ପ୍ରତିଭାର…

ଜଣେ ଓଡ଼ିଆ ଅଭିନେତା, ନିର୍ଦ୍ଦେଶକ ଓ ନାଟ୍ୟକାର ଥିଲେ ବିଜୟ ମହାନ୍ତି। ତାଙ୍କ ବିୟୋଗରେ ଗୋଟିଏ ଯୁଗର ଅବସାନ ଘଟିଛି। ନାୟକ, ଖଳନାୟକ, ହାସ୍ୟ ଅଭିନେତା ସବୁ ଭୂମିକାରେ ଅଭିନୟ କରିଥିଲେ ଅଭିନେତା ବିଜୟ ମହାନ୍ତି। ତାଙ୍କର ନିଖୁଣ ଅଭିନୟ ପ୍ରତିଟି ଚରିତ୍ରକୁ କରିଥିଲା ଜୀବନ୍ତ। କୋଟି କୋଟି

ବାୟୁ ଦ୍ୱାରା କୋଭିଡ୍ ସଂକ୍ରମଣ ସମ୍ଭବ, ଆବଦ୍ଧ କୋଠରୀରେ ମଧ୍ୟ ମାସ୍କ ପିନ୍ଧନ୍ତୁ – ସି ଏସ ଆଇ ଆର

କଳିଙ୍ଗ ଜ୍ୟୋତି ବ୍ୟୁରୋ ନୂଆଦିଲ୍ଲୀ ୨୨/୦୭ : କରୋନା ସଙ୍କଟ ଦିନକୁ ଦିନ ଦ୍ରୁତ ଗତିରେ ବ୍ୟାପିବାରେ ଲାଗିଛି। ସଂକ୍ରମଣ ବ୍ୟାପିବାର ଭୟ ଭିତରେ ଭୂତାଣୁକୁ ନେଇ ଧୀରେ ଧୀରେ ଅନେକ ତଥ୍ୟ ସାମ୍ନାକୁ ଆସୁଛି। ଏହି କ୍ରମରେ କରୋନା ସଂକ୍ରମଣକୁ ନେଇ ପୁଣି ସତର୍କ ସୂଚନା ଦିଆଯାଇଛି। ବିଶ୍ୱ

ଖୋର୍ଦ୍ଧା ଆଦର୍ଶ ଥାନା କଣ୍ଟେନମେଣ୍ଟ ଜୋନ ଘୋଷଣା

ଖୋର୍ଦ୍ଧା, (କଳିଙ୍ଗ ଜ୍ୟୋତି ବ୍ୟୁରୋ), ୨୧/୦୭ : ଖୋର୍ଦ୍ଧା ଆଦର୍ଶ ଥାନାକୁ ମଙ୍ଗଳବାର କଣ୍ଟେନମେଣ୍ଟ ଜୋନ ଘୋଷଣା କରାଯାଇଛି। ଖୋର୍ଦ୍ଧା ଆଦର୍ଶ ଥାନାର ଯୋଦ୍ଧା ତଥା ଦୁଇ ସହକାରୀ ସବ-ଇନ୍ସପେକ୍ଟର ଓ ଜଣେ କନେଷ୍ଟବଳ କରୋନା ପଜିଟିଭ ଭାବେ ଚିହ୍ନଟ ହେବା ପରେ ଏପରି ପଦକ୍ଷେପ ନିଆଯାଇଛି। ଗତ

ନେପାଳ ପ୍ରଧାନମନ୍ତ୍ରୀଙ୍କ ବାଚଳାମି ପରେ, ଏବେ ଶ୍ରୀଲଙ୍କା ସରକାରଙ୍କ ଦାବି : ରାବଣ ପୃଥିବୀର ପ୍ରଥମ ବିମାନ ପାଇଲଟ

କଲମ୍ବୋ, (କଳିଙ୍ଗ ଜ୍ୟୋତି ବ୍ୟୁରୋ), ୨୧/୦୭ : ପୃଥିବୀରେ କିଏ ପ୍ରଥମେ ବିମାନ ଉଡ଼ାଇଥିଲେ। ଏଭଳି ପ୍ରଶ୍ନ ନେଇ ଶ୍ରୀଲଙ୍କା ସରକାର ଏକ ଅଜବ ଉତ୍ତର ଦେଇଛନ୍ତି। ଶ୍ରୀଲଙ୍କା ସରକାର କହିଛନ୍ତି ଯେ, ରାକ୍ଷସରାଜ ରାବଣ ପ୍ରଥମେ ପୁଷ୍ପକ ବିମାନ ନାମକ ଯାନ ଆକାଶରେ ଉଡ଼ାଉଥିବା ରାମାୟଣରେ ଉଲ୍ଲେଖ

କରୋନାକୁ ରୋକିପାରିବନି ଏନ-୯୫ ମାସ୍କ : ବ୍ୟବହାର ନ କରିବାକୁ ସବୁ ରାଜ୍ୟକୁ ସତର୍କ କଲେ କେନ୍ଦ୍ର ସରକାର

କଳିଙ୍ଗ ଜ୍ୟୋତି ବ୍ୟୁରୋ ନୂଆଦିଲ୍ଲୀ ୨୧/୦୭ : ଏନ-୯୫ ମାସ୍କ ବ୍ୟବହାର ନ କରିବା ପାଇଁ କେନ୍ଦ୍ର ସରକାର ଚେତାବନୀ ଦେଇଛନ୍ତି । ଏ ନେଇ କେନ୍ଦ୍ର ସରକାର ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଂଚଳଗୁଡିକୁ ଚିଠି ଲେଖିଛନ୍ତି । ଏଥିରେ କୁହାଯାଇଛି ଯେ, ଏହା ଜୀବାଣୁ ବିସ୍ତାରକୁ

ଆଜି ଭୁବନେଶ୍ଵର ସହରରୁ ୨୧ଜଣ ଏବଂ କଟକ ସହରରୁ ୩୨ଜଣ ନୂଆ କରୋନା ପଜିଟିଭ୍‌ ଚିହ୍ନଟ, ଉଭୟ ସହରରୁ ସ୍ଥାନୀୟ ସଂକ୍ରମିତ ୫…

ଭୁବନେଶ୍ଵର, (କଳିଙ୍ଗ ଜ୍ୟୋତି ବ୍ୟୁରୋ), ୨୧/୦୭ : ଆଜି ଭୁବନେଶ୍ଵର ସହରରୁ ଆଉ ୨୧ଜଣ ଏବଂ କଟକ ସହରରୁ ୩୨ଜଣ ନୂଆ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ଉଭୟ ଭୁବନେଶ୍ଵର ଏବଂ କଟକରୁ ୫ ଜଣ ଲେଖାଏ ସ୍ଥାନୀୟ ସଂକ୍ରମିତ ଚିହ୍ନଟହୋଇଛନ୍ତି । ସେହିଭଳି ଆଜି ଖୋର୍ଦ୍ଧା

ଦୁଇଟି ପର୍ଯ୍ୟାୟରେ ସମ୍ବଲପୁର ଜିଲ୍ଲା ସଟ୍‌ଡାଉନ୍ : ଜିଲ୍ଲାପାଳଙ୍କ ସୂଚନା – ଆସନ୍ତାକାଲି ଠାରୁ ଜୁଲାଇ ୩୧…

ସମ୍ବଲପୁର, (କଳିଙ୍ଗ ଜ୍ୟୋତି ବ୍ୟୁରୋ), ୨୧/୦୭ : ଆସନ୍ତାକାଲି ଠାରୁ ଜୁଲାଇ ୩୧ ଯାଏଁ ସଟ୍‌ଡାଉନ୍‌ ବଳବତ୍ତର ରହିବ। ଦୁଇଟି ପର୍ଯ୍ୟାୟରେ ସଟ୍‌ଡାଉନ୍‌ ଲାଗୁ ହେବ। ୨୨ରୁ ୨୫ ତାରିଖ ଯାଏଁ ପ୍ରଥମ ପର୍ଯ୍ୟାୟ ସଟ୍‌ଡାଉନ୍‌ ଏବଂ ୨୬ରୁ ୩୧ ତାରିଖ ଯାଏଁ ଦ୍ୱିତୀୟ ପର୍ଯ୍ୟାୟ ସଟ୍‌ଡାଉନ୍‌ ଲାଗୁ

ଇ-ବାଣିଜ୍ୟ ସଂସ୍ଥା ଉପରେ କେନ୍ଦ୍ର ସରକାର ଉପଭୋକ୍ତା ସୁରକ୍ଷା ଆଇନ-୨୦୧୯ କୁ କାର୍ଯ୍ୟକାରୀ କଲେ

ଭୁବନେଶ୍ୱର, (କଳିଙ୍ଗ ଜ୍ୟୋତି ବ୍ୟୁରୋ), ୨୧।୭ : ଦେଶରେ ଇ-ବାଣିଜ୍ୟ କାରବାର ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ଗ୍ରାହକମାନେ ଅନ୍‌ଲାଇନ ଜରିଆରେ ମଗାଉଥିବା ସାମଗ୍ରୀ ଖରାପ ପଡ଼ିଲେ ସେହି ସଂସ୍ଥାଗୁଡ଼ିକ ବିରୋଧରେ ପୂର୍ବରୁ ଅଭିଯୋଗ କରିବାର କୌଣସି ଆଇନଗତ ବ୍ୟବସ୍ଥା ନ ଥିଲା।

“ଅଲ୍‌ବିଦା ବିଜୟ” – ପଞ୍ଚଭୂତରେ ଲୀନ ହେଲେ ଅଭିନେତା ବିଜୟ ମହାନ୍ତି : ରାଷ୍ଟ୍ରୀୟ ମର୍ଯ୍ୟାଦା…

ଭୁବନେଶ୍ୱର, (କଳିଙ୍ଗ ଜ୍ୟୋତି ବ୍ୟୁରୋ), ୨୧/୦୭ : ବରିଷ୍ଠ ଅଭିନେତା ବିଜୟ ମହାନ୍ତିଙ୍କର ଶେଷକୃତ୍ୟ ଭୁବନେଶ୍ୱର ସତ୍ୟନଗର ଶ୍ମଶାନରେ ସଂପନ୍ନ ହୋଇଛି। କୋଭିଡ କଟକଣା ପାଇଁ ମାତ୍ର ଅଳ୍ପକେତେ ଜଣ ଲୋକଙ୍କ ସମାଗମରେ ବିଜୟଙ୍କ ଶେଷକୃତ୍ତ୍ୟ କରାଯାଇଛି। ନିଜର ବଳିଷ୍ଠ ଅଭିନୟରେ ଲକ୍ଷ ଲକ୍ଷ

ଅକ୍ସଫୋର୍ଡ ୟୁନିଭର୍ସିଟିର କରୋନା ଭାକ୍ସିନ ସୁରକ୍ଷିତ; ଖୁବ୍‌ ଶୀଘ୍ର ଭାରତରେ ଉତ୍ପାଦନ ଆରମ୍ଭ ହେବ

କଳିଙ୍ଗ ଜ୍ୟୋତି ବ୍ୟୁରୋ ନୂଆଦିଲ୍ଲୀ ୨୧/୦୭ : କରୋନା ଟିକା ପ୍ରସ୍ତୁତି କ୍ଷେତ୍ରରେ ବ୍ରିଟେନ୍‌କୁ ଆସିଲା ବଡ଼ ଖବର । ଅକ୍ସଫୋର୍ଡ ୟୁନିଭର୍ସିଟି ପ୍ରସ୍ତୁତ କରିଥିବା ଭ୍ୟାକ୍ସିନ AZD1222 ମଣିଷ ଶରୀରରେ କରୋନା ପ୍ରତିରୋଧକ ଶକ୍ତି ବୃଦ୍ଧି କରୁଥିବା ଜଣାପଡ଼ିଛି । ଟିକା ନେବାର ୧୪ ଦିନ ଭିତରେ
error: Content is protected !!
Open chat