ଜାମିନ ପାଇଁ ହାଇକୋର୍ଟରେ ବିଧାୟକ ପ୍ରଶାନ୍ତ ଜଗଦ୍ଦେବ

କଟକ ୧୨/୧୦/୨୦୨୧ କଳିଙ୍ଗ ଜ୍ୟୋତି: ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ ଜାମିନ ପାଇଁ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଛନ୍ତି। ଅକ୍ଟୋବର ୮ରେ ଖୋର୍ଦ୍ଧା ଅତିରିକ୍ତ ଦୌରା ଜଜ୍ ଅଦାଲତରେ ଜାମିନ ଖାରଜ ହେବା ପରେ ଏହି ନିର୍ଦ୍ଦେଶ ବିରୋଧରେ ଶ୍ରୀ ଜଗଦ୍ଦେବ ହାଇକୋର୍ଟରେ ଆବେଦନ କରିଛନ୍ତି। ଏଠାରେ

ହଟିଲା କ୍ଷମତା ପ୍ରତିବନ୍ଧକ କଟକଣା : ଅକ୍ଟୋବର ୧୮ରୁ ଦେଶ ଭିତରେ ବିମାନ ଉଡ଼ାଣ ନିୟମିତ

ନୂଆଦିଲ୍ଲୀ ୧୨/୧୦/୨୦୨୧ କଳିଙ୍ଗ ଜ୍ୟୋତି : ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ଚଳିତ ମାସ ୧୮ରୁ କୌଣସି କ୍ଷମତା ପ୍ରତିବନ୍ଧକ ବିନା ସମସ୍ତ ଘରୋଇ ବିମାନ ଉଡ଼ାଣ କାର୍ଯ୍ୟକୁ ନିୟମିତ କରିବାକୁ ନିଷ୍ପତ୍ତି ନେଇଛି। ନିର୍ଦ୍ଧାରିତ ଘରୋଇ ଅପରେଟରଙ୍କ ସ୍ଥିତି ଏବଂ ବିମାନ ଯାତ୍ରା ପାଇଁ

୨ରୁ ୧୮ ବର୍ଷ ବୟସ୍କ ପିଲାଙ୍କ ପାଇଁ କୋଭାକ୍ସିନକୁ ଅନୁମତି

ନୂଆଦିଲ୍ଲୀ ୧୨/୧୦/୨୦୨୧ କଳିଙ୍ଗ ଜ୍ୟୋତି : ଦୀର୍ଘ ଦିନ ଧରି ନିଜ ପିଲାମାନଙ୍କ ପାଇଁ କରୋନା ଟିକାକୁ ଅପେକ୍ଷା କରିଥିବା ଅଭିଭାବକଙ୍କ ପାଇଁ ଆଶ୍ବସ୍ତିକର ଖବର। ଡ୍ରଗ୍ସ କ​ଣ୍ଟ୍ରୋଲର ଜେନେରାଲ ଅଫ୍‌ ଇଣ୍ଡିଆ ପିଲାଙ୍କ ପାଇଁ ଟିକାକରଣକୁ ମଞ୍ଜୁରୀ ଦେଇଛନ୍ତି। ଭାରତ ସରକାର ୨ରୁ ୧୮ ବର୍ଷ ବୟସ୍କ

ଡିଏମ୍‌କେ ନେତା ଏ. ରାଜାଙ୍କର ହୃଦଘାତରେ ନିଧନ

ଚେନ୍ନାଇ ୦୨/୧୦/୨୦୨୧ କଳିଙ୍ଗ ଜ୍ୟୋତି : ଡିଏମ୍‌କେର ନେତା ତଥା ତାମିଲନାଡୁର ପୂର୍ବତନ ବିଧାୟକ ବୀରପଣ୍ଡି ଏ ରାଜାଙ୍କର ୫୮ ବର୍ଷ ବୟସରେ ହୃଦଘାତରେ ପରଲୋକ ଘଟିଛି । ସେ ଡିଏମ୍‌କେର ଲୋକପ୍ରିୟ ତଥା ଟାଣୁଆ ନେତା ଭି ଅରୁମୁଗମ୍‌ଙ୍କ ପୁଅ । ତାମିଲନାଡୁ ସଲିମ୍‌ ଜିଲ୍ଲାରେ ସେ ବେଶ୍‌

ୟୁଜିସି ପାଠ୍ୟକ୍ରମରେ ସ୍ଥାନ ପାଇବ ସନ୍ଥକବି ଭୀମ ଭୋଇଙ୍କ ଜୀବନୀ: କେନ୍ଦ୍ର ଶିକ୍ଷାମନ୍ତ୍ରୀ

ରେଢାଖୋଲ ୦୨/୧୦/୨୦୨୧ କଳିଙ୍ଗ ଜ୍ୟୋତି : ୟୁଜିସି ପାଠ୍ୟକ୍ରମରେ ସନ୍ଥକବି ଭୀମ ଭୋଇଙ୍କ ଜୀବନୀ ସାମିଲ ହେବ ବୋଲି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଘୋଷଣା କରିଛନ୍ତି। ରେଢାଖୋଲରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଯୋଗ ଦେଇ କେନ୍ଦ୍ର ଶିକ୍ଷାମନ୍ତ୍ରୀ କହିଛନ୍ତି, ଭୀମ ଭୋଇଙ୍କ ଉପରେ

ଡିଏନଏ ପରୀକ୍ଷା ପାଇଁ ଜଣେ ବ୍ୟକ୍ତିଙ୍କୁ ବାଧ୍ୟ କରାଯାଇପାରିବ ନାହିଁ: ସୁପ୍ରିମକୋର୍ଟ

ନୂଆଦିଲ୍ଲୀ ୦୨/୧୦/୨୦୨୧ କଳିଙ୍ଗ ଜ୍ୟୋତି : ଡିଏନଏ ପରୀକ୍ଷା ପାଇଁ କାହାରିକୁ ବାଧ୍ୟ କରାଯାଇପାରିବ ନାହିଁ । ଜଣେ ବ୍ୟକ୍ତିଙ୍କୁ ଡିଏନଏ ପରୀକ୍ଷା ପାଇଁ ବାଧ୍ୟ କରାଇବା ଅର୍ଥ ହେଉଛି ଯେ ଆମେ ତାଙ୍କର ବ୍ୟକ୍ତିଗତ ଅଧିକାର ଉପରେ ହସ୍ତକ୍ଷେପ କରିବା । ସୁପ୍ରିମକୋର୍ଟ କହିଛନ୍ତି ଯେ ଆମେ କାହାକୁ

‘ହିନ୍ଦୁ ରାଷ୍ଟ୍ର’ ଦାବି ପୂରଣ ହେଲାନାହିଁ; ଆଜି ସରଯୂ ନଦୀରେ ‘ଜଳ ସମାଧି’ ନେବେ ପରମହଂସ ଆଚାର୍ଯ୍ୟ ମହାରାଜ

ଅଯୋଧ୍ୟା ୦୨/୧୦/୨୦୨୧ କଳିଙ୍ଗ ଜ୍ୟୋତି : ଭାରତକୁ ‘ହିନ୍ଦୁ ରାଷ୍ଟ୍ର’ ଭାବେ ଘୋଷଣା କରିବା ପାଇଁ କେନ୍ଦ୍ର ସରକାରଙ୍କୁ ନିବେଦନ କରିଥିବା ପ୍ରସିଦ୍ଧ ଋଷି ପରମହଂସ ଆଚାର୍ଯ୍ୟ ମହାରାଜ ଆଜି ଅଯୋଧ୍ୟାର ସରଯୂ ନଦୀରେ ‘ଜଳ ସମାଧି’ ନେବେ। ଏ ସପ୍ତାହ ପ୍ରାରମ୍ଭରେ ପରମହଂସ ଆଚାର୍ଯ୍ୟ ମହାରାଜ

ଜମ୍ମୁ କାଶ୍ମୀରରେ ମଲ୍‌, ରେଷ୍ଟୁରାଣ୍ଟ, ଗଣପରିବହନ ବ୍ୟବସ୍ଥାରେ ପ୍ରବେଶ ପାଇଁ ପ୍ରଥମ ପାନ କୋଭିଡ ଟିକା ବାଧ୍ୟତାମୂଳକ

ଶ୍ରୀନଗର ୦୨/୧୦/୨୦୨୧ କଳିଙ୍ଗ ଜ୍ୟୋତି : ଜମ୍ମୁ କାଶ୍ମୀରରେ ମଲ୍‌, ରେଷ୍ଟୁରାଣ୍ଟ ଏବଂ ଗଣ ପରିବହନ ବ୍ୟବସ୍ଥାରେ ପ୍ରବେଶ କରିବା ପୂର୍ବରୁ ଜଣେ ବ୍ୟକ୍ତି ଅନ୍ତତଃପକ୍ଷେ କୋଭିଡ-୧୯ ଟିକାର ପ୍ରଥମ ପାନ ନେବା ବାଧ୍ୟତାମୂଳକ କରାଯାଇଛି । ଜମ୍ମୁର ଡେପୁଟି କମିଶନର ସେପ୍ଟେମ୍ବରରେ ସମସ୍ତ

ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ୭୧ତମ ଜନ୍ମଦିବସ

ନୂଆଦିଲ୍ଲୀ : ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ୭୧ତମ ଜନ୍ମଦିବସ। ଏହି ଅବସରରେ ଦେଶଦୁନିଆରୁ ତାଙ୍କ ନିକଟକୁ ଶୁଭେଚ୍ଛାର ସୁଅ ଛୁଟୁଛି। ସୋସିଆଲ ମିଡିଆରେ ବହୁ ବିଶିଷ୍ଟ ବ୍ୟକ୍ତିଙ୍କ ସମେତ ସଭିଏଁ ଶୁଭେଚ୍ଛା ଓ ଶୁଭକାମନା ଜଣାଇଛନ୍ତି।ଏହି ଅବସରରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ

ଶାନ୍ତି, ସୁରକ୍ଷା ଓ ଭରସା ସବୁଠାରୁ ବଡ ଆହ୍ୱାନ ହୋଇଛି- ପ୍ରଧାନମନ୍ତ୍ରୀ ମୋଦି

ଦୁସାନବେ: ସାଂଘାଇ ସହଯୋଗ ସଂଗଠନ (ଏସସିଓ) ଅଞ୍ଚଳ ସଂପ୍ରତି ଯେଉଁ ଆହ୍ୱାନର ସାମନା କରୁଛି ତାହା ଶାନ୍ତି, ନିରାପତ୍ତା ଏବଂ ବିଶ୍ୱାସ ଅଭାବ ଭଳି ପରିସ୍ଥିତି ସହିତ ସଂପୃକ୍ତ। ମୋ÷ଳବାଦର ବୃଦ୍ଧି ଏହିସବୁ ସମସ୍ୟା ପଛରେ ମୂଳ କାରଣ ହୋଇଛି। ଆଫଗାନିସ୍ତାନର ସାମ୍ପ୍ରତିକ ଘଟଣାବଳୀ ଏଭଳି ବିପଦର
error: Content is protected !!
Open chat