ଆଜି ଶ୍ରାବଣ ମାସର ପ୍ରଥମ ସୋମବାର: କରୋନା ପାଇଁ ଶୈବପୀଠ ଗୁଡିକରେ ପାଣି ଢାଳିବା ଉପରେ ପ୍ରଶାସନର କଟକଣା;୧୪୪ ଧାରା…

କଳିଙ୍ଗ ଜ୍ୟୋତି ବ୍ୟୁରୋ ଭୁବନେଶ୍ୱର ୦୬/୦୭: ଆଜି ଶ୍ରାବଣ ମାସର ପ୍ରଥମ ସୋମବାର । ତେବେ ଏଥର କରୋନା ମୁକାବିଲାକୁ ନଜରରେ ରଖି ଶ୍ରାବଣରେ ସମସ୍ତ କାଉଡିଆଙ୍କ ଶିବ ମନ୍ଦିରରେ ଜଳଲାଗି ଉପରେ ଲାଗିଛି କଟକଣା । କରୋନା ମୁକାବିଲାକୁ ଆଖିରେ ରାଜ୍ୟ ସରକାର ଚଳିତ ବର୍ଷ ବୋଲବମ ଯାତ୍ରା

କଟକ ଚୌଦ୍ୱାର ଜେଲ୍‌ରେ ପଶିଲା କରୋନା : ୱାର୍ଡର ପଜିଟିଭ୍ ଚିହ୍ନଟ

କଟକ : କଟକ ଚୌଦ୍ୱାର ଜେଲ୍‌ର ଜଣେ ୱାର୍ଡର କରୋନାରେ ଆକ୍ରାନ୍ତ ହୋଇଛନ୍ତି। ଏନେଇ ଚୌଦ୍ୱାର ଜେଲ୍ ଅଧୀକ୍ଷକ ଶୁଭକାନ୍ତ ମିଶ୍ର ସୂଚନା ଦେଇଛନ୍ତି। ଚିହ୍ନଟ ଆକ୍ରାନ୍ତ ଜଣଙ୍କ ଆଚାର୍ଯ୍ୟ ହରିହର କ୍ୟାନ୍ସର ହସ୍ପିଟାଲରେ ଡ୍ୟୁଟି କରିଥିଲେ। ଜଣେ କଏଦୀଙ୍କର ଆଚାର୍ଯ୍ୟ ହରିହର

ଚୀନ୍‌ ବିରୋଧୀ ସ୍ୱର ବଢ଼ିଲାଣି,ମୁକାବିଲା ପାଇଁ ଆମେରିକା-ବ୍ରିଟେନ୍‌ ସେନା ମୁତୟନ କଲେଣି

ନୂଆଦିଲ୍ଲୀ: ଆମେରିକା ସହିତ ବାଣିଜ୍ୟ ଯୁଦ୍ଧ, କରୋନା ପାଇଁ ଖରାପ ଆର୍ଥିକ ସ୍ଥିତି ଏବଂ ଭାରତୀୟ ସୀମାରେ ଅତିକ୍ରମଣ ପ୍ରୟାସ ଏବେ ଚୀନ୍‌ ପାଇଁ ମହଙ୍ଗା ପଡ଼ିଛି। ପୂର୍ବ ଲଦାଖ୍‌ରେ ଚୀନ୍‌ର ବିସ୍ତାରବାଦୀ ନୀତିର ଭାରତ କଡ଼ା ଜବାବ ଦେଇଛି ଏବଂ ଭାରତର ସାମରିକ କାର୍ଯ୍ୟାନୁଷ୍ଠାନକୁ

ବିଜେପିର ଜାତୀୟ ମୁଖପାତ୍ର ଡ.ସମ୍ବିତ ପାତ୍ର ଆଜି ନିଜର ‘ପ୍ଲାଜମା’ ଦେଲେ

ନୂଆଦିଲ୍ଲୀ, (କଳିଙ୍ଗ ଜ୍ୟୋତି ବ୍ୟୁରୋ), ୦୬/୦୭ : ବିଜେପିର ଜାତୀୟ ମୁଖପାତ୍ର ତଥା ପୁରୀ ଲୋକସଭା ଆସନରୁ ପ୍ରାର୍ଥୀ ହୋଇଥିବା ଡ.ସମ୍ବିତ ପାତ୍ର ଆଜି ନିଜର ପ୍ଲାଜମା ଦେଇଛନ୍ତି। ଗତମାସରେ ସମ୍ବିତ ପାତ୍ରଙ୍କ ଶରୀରରେ କରୋନା ଲକ୍ଷଣ ଦେଖାଯାଇଥିଲା। ଏହି କାରଣରୁ ସେ ମେଦାନ୍ତ ହସ୍ପିଟାଲରେ

ଦ୍ଵେତ ମହାନଗରୀରେ ସ୍ଥିତି ଅସମ୍ଭାଳ : ଆଜି ପୁଣି ଭୁବନେଶ୍ବରରୁ ୧୭ ଏବଂ କଟକରୁ ୩ କରୋନା ପଜିଟିଭ୍ ଚିହ୍ନଟ

ଭୁବନେଶ୍ବର / କଟକ, (କଳିଙ୍ଗ ଜ୍ୟୋତି), ୦୬/୦୭ : ଆଜି ଭୁବନେଶ୍ବରରୁ ୧୭ ପଜିଟିଭ୍‌ ଏବଂ କଟକ ମହାନଗର ଅଞ୍ଚଳରୁ ୩ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଭୁବନେଶ୍ବର ଆକ୍ରାନ୍ତଙ୍କ ମଧ୍ୟରୁ ୧୦ ଜଣ ଲୋକାଲ୍‌ କେସ୍‌ ଥିବାବେଳେ ୫ ଜଣ ହୋମ୍‌ କ୍ବାରେଣ୍ଟାଇନ୍‌ ଓ ଦୁଇ ଜଣ କୋଭିଡ୍‌ ଯୋଦ୍ଧା

ପ୍ରଥମ ଥର ପାଇଁ ଓଡ଼ିଶାର ଜଣେ ବିଧାୟକ କରୋନା ଆକ୍ରାନ୍ତ : ନୀଳଗିରି ବିଧାୟକ କରୋନା ପଜିଟିଭ !

ନୀଳଗିରି / ଭୁବନେଶ୍ୱର, (କଳିଙ୍ଗ ଜ୍ୟୋତି ବ୍ୟୁରୋ) ୦୬/୦୭ : ବାଲେଶ୍ୱର ଜିଲ୍ଲା ନୀଳଗିରି ବିଧାୟକ ସୁକାନ୍ତ ନାୟକ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ତାଙ୍କ ସ୍ୱାବ୍ ଟେଷ୍ଟ ରିପୋର୍ଟ ପଜିଟିଭ ଆସିଛି। ପ୍ରଥମ ଥର ପାଇଁ ଓଡ଼ିଶାର ଜଣେ ବିଧାୟକ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ଏହି ଖବର

ପାକିସ୍ତାନୀ ହିନ୍ଦୁ ଶରଣାର୍ଥୀଙ୍କୁ ମିଳିବ ଭାରତର ନାଗରିକତ୍ୱ : ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ୍‌ ଶାହା

କଳିଙ୍ଗ ଜ୍ୟୋତି ବ୍ୟୁରୋ ଦିଲ୍ଲୀ ୦୬/୦୭ : ରାଜଧାନୀ ଦିଲ୍ଲୀରେ ରହିଥିବା ପାକିସ୍ତାନୀ ହିନ୍ଦୁ ଶରଣାର୍ଥୀମାନଙ୍କୁ ଦୀର୍ଘମିଆଦୀ ଭିଜା ଯୋଗାଇ ଦିଆଯିବା ସହ ସେମାନଙ୍କୁ ଦେଶର ବିଭିନ୍ନ ସ୍ଥାନରେ ସ୍ଥାୟୀ ଭାବେ ରହିବାର ସୁଯୋଗ ପ୍ରଦାନ କରାଯିବ ବୋଲି ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ୍‌ ଶାହା

ରାଜ୍ୟରେ ହୁ ହୁ ହୋଇ ବଢ଼ୁଛି ସଂକ୍ରମଣ : ଆଜି ଆଉ ୪୫୬ ନୂଆ କରୋନା ପଜିଟିଭ୍ ।

ଭୁବନେଶ୍ୱର, (କଳିଙ୍ଗ ଜ୍ୟୋତି ବ୍ୟୁରୋ), ୦୬/୦୭ : ରାଜ୍ୟରେ ୪୫୬ ନୂଆ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୯୫୨୬ରେ ପହଞ୍ଚିଲା । ଗଞ୍ଜାମ ଜିଲ୍ଲାରେ ଆଜି ସର୍ବାଧିକ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ମୋଟ୍ ୨୪ଟି ଜିଲ୍ଲାରୁ ନୂଆ ୪୫୬ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ଜେଲ ଗଲେ ବୀରମିତ୍ରପୁରର ବହିଷ୍କୃତ ଆଇଆଇସି ଆନନ୍ଦ ମାଝୀ

କଳିଙ୍ଗ ଜ୍ୟୋତି ବ୍ୟୁରୋ ଭୁବନେଶ୍ୱର ୦୬/୦୭: ତାରିଖ ପର୍ଯ୍ୟନ୍ତ ଜେଲ ଗଲେ ବୀରମିତ୍ରପୁରର ବହିଷ୍କୃତ ଆଇଆଇସି ଆନନ୍ଦ ମାଝୀ । ରିମାଣ୍ଡ ପରେ ଆଜି ଆନନ୍ଦଙ୍କୁ କୋର୍ଟରେ କ୍ରାଇମବ୍ରାଂଚ ହାଜର କରିଥିଲା । ପୋକ୍ସୋ କୋର୍ଟଙ୍କ ନିର୍ଦ୍ଦେଶରେ ବିଚାର ବିଭାଗୀୟ ହାଜତକୁ ଆନନ୍ଦ ମାଝୀ
error: Content is protected !!
Open chat